ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର ମୁଖ୍ୟ କୋଚ କ୍ରେଗ ଫୁଲଟନ ମନପ୍ରୀତ ସିଂହଙ୍କ ସପକ୍ଷରେ ବାହାରି ହକି ଇଣ୍ଡିଆ…
ହକି ଖେଳାଳିଙ୍କ ସହ ଫୋନ୍ରେ କଥା ହେଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଆସିବା ପାଇଁ କଲେ ନିମନ୍ତ୍ରଣ
ଭୁବନେଶ୍ୱର,୯ା୮: ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ପେନ୍ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ପାଇଥିବାରୁ ଅଧିନାୟକ ହରମନପ୍ରୀତ ସିଂହ, ପ୍ରଶିକ୍ଷକ କ୍ରେଗ୍ ଫଲଟନ, ସମସ୍ତ ଖେଳାଳି ଓ ସହାୟକ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି…
ଆଜି ଚମକିବ ଭାରତ, ଅଲିମ୍ପିକ୍ସ ମୈଦାନରେ ଲଢ଼ିବେ ଏହି କ୍ରୀଡ଼ା ଷ୍ଟାର୍
ନୂଆଦିଲ୍ଲୀ, ୦୮।୦୮: ପ୍ୟାରିସ୍ରେ ଜାରି ରହିଥିବା ଅଲିମ୍ପିକ୍ସର ୧୨ତମ ଦିନର ଖେଳ ସରିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତକୁ ମାତ୍ର ୩ଟି ବ୍ରୋଞ୍ଜ ମୋଡାଲ୍ ମିଳିଛି । ଏହା କେବଳ ସୁଟିଂ ଇଭେଣ୍ଟରୁ ଆସିଛି । ସମସ୍ତ ଭାରତୀୟ ପ୍ରଶଂସକ ଆଶା…
ଚୂରମାର ହୋଇଗଲା ସ଼୍ବର୍ଣ୍ଣର ସ଼୍ବପ୍ନ, ସେମିଫାଇନାଲ୍ରେ ହାରିଲା ଭାରତୀୟ ହକି ଟିମ୍
ନୂଆଦିଲ୍ଲୀ, ୦୭।୦୮: ଭାରତୀୟ ହକି ଟିମ୍କୁ ନେଇ ଥିବା ପଦକ ବିଜୟ ଆଶା ମଉଳି ଯାଇଛି । ପ୍ୟାରିସ୍ ଅଲିମ୍ପିକ୍ସର ସେମିଫାଇନାଲ୍ରେ ଜର୍ମାନୀ ବପକ୍ଷରେ ଦଳ ୩-୨ରେ ପରାଜୟ ବରଣ କରିଛି । ଜର୍ମାନୀର ମାର୍କୋ ମିଲ୍ତକୋ ଶେଷ ମିନିଟ୍ରେ ଗୋଲ୍…
ହକି ଇଣ୍ଡିଆ ସଭାପତିଙ୍କ ବଡ଼ ଘୋଷଣା, ରାଉରକେଲାରେ…
ଭୁବନେଶ଼୍ବର, ୧୨।୦୭: ଚଳିତ ବର୍ଷ ଡିସେମ଼୍ବର ୨୭ ତାରିଖରୁ ହକି ଇଣ୍ଡିଆ ଲିଗ୍ ଆରମ୍ଭ ହେବ । ଏନେଇ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ସୂଚନା ଦେଇଛନ୍ତି । ଏହି ଲିଗ୍ ଡିସେମ଼୍ବର ୨୭ରୁ ଆରମ୍ଭ ହୋଇ ୨୦୨୫ ଫେବୃଆରୀ…
ପ୍ୟାରିସ ୨୦୨୪ ଅଲମ୍ପିକ୍ସ ପାଇଁ ଘୋଷଣା ହେଲା ଭାରତୀୟ ହକି ପୁରୁଷ ଦଳ, ଓଡ଼ିଶାରୁ ଅମିତ ରୋହିଦାସଙ୍କୁ ସୁଯୋଗ
ବେଙ୍ଗାଲୁରୁ, ୨୬।୦୬: ପ୍ୟାରିସ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଛି ଭାରତୀୟ ହକି ପୁରୁଷ ଦଳ। ୧୬ ଜଣିଆ ଦଳ ଘୋଷଣା ହୋଇଥିଲା ବେଳେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି। ବେଙ୍ଗାଲୁରୁ କ୍ୟାମ୍ପରେ ଦୀର୍ଘ ଦିନର ପ୍ରସ୍ତୁତି…
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ହକି ପାଇଁ ଭାରତର ଡ୍ର ଘୋଷିତ, ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ
ଲାଉସାନ୍ନେ,୬ା୩: ପ୍ୟାରିସ୍ ୨୦୨୪ ପାଇଁ ବୁଧବାର ପୁରୁଷ ହକି ଦଳର ଡ୍ର ଘୋଷଣା କରାଯାଇଛି। ଭାରତୀୟ ଦଳ ପୁଲ୍ ବି’ରେ ସ୍ଥାନ ପାଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ଦଳ ଅଭିଯାନ ଆରମ୍ଭ କରିବ। ଟୋକିଓ ୨୦୨୦ରେ ବ୍ରୋଞ୍ଜ…
ଜୁନିୟର ପୁରୁଷ ହକି ବିଶ୍ୱକପ୍: ଭାରତୀୟ ଦଳରେ ଓଡ଼ିଶାରୁ ୪
ନୂଆଦିଲ୍ଲୀ, ୧୪।୧୧ (ପି.ଟି.): ଡିସେମ୍ବର ୫ରୁ ୧୬ ପର୍ଯ୍ୟନ୍ତ କୁଆଲାଲମ୍ପୁରଠାରେ ଖେଳାଯିବାକୁ ଥିବା ଏଫ୍ଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ୱକପ୍ରେ ପ୍ରତିଭାସମ୍ପନ୍ନ ଫରଓ୍ବାର୍ଡ ଉତ୍ତମ ସିଂ ଭାରତୀୟ ଦଳର ନେତୃତ୍ୱ ନେବେ। ଘୋଷଣା କରାଯାଇଥିବା ଦଳରେ ଓଡ଼ିଶାର ୪ଜଣ ଖେଳାଳି ସ୍ଥାନ…
Archives


