ଆସାମରେ ଶେଷ ହେବ ଉଗ୍ରବାଦ! ୟୁଏଲଏଫଏ ସହିତ ଐତିହାସିକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ କଲେ କେନ୍ଦ୍ର ସରକାର ନୂଆଦିଲ୍ଲୀ,୨୯ା୧୨: ଶୁକ୍ରବାର ଭାରତ ସରକାର, ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ (ଯୁଏଲଏଫଏ) ଏବଂ ଆସାମ ମଧ୍ୟରେ ଏକ ତ୍ରିପାକ୍ଷିକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। 40 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସଶସ୍ତ୍ର ସନ୍ତ୍ରାସବାଦୀ ସଂଗଠନ ଯୁଏଲଏଫଏ...