ଉଚ୍ଚ ବିପଦପୂର୍ଣ୍ଣ ପ୍ୟାକେଜ୍ ବୋତଲ ପାଣି, ସତର୍କ କରାଇଲା FSSAI ନୂଆଦିଲ୍ଲୀ,୨।୧୨: ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (FSSAI) ପ୍ୟାକେଜ୍ ହୋଇଥିବା ପାନୀୟ ଏବଂ ମିନେରାଲ୍ ଯୁକ୍ତ ପାଣି ଉଚ୍ଚ ବିପଦପୂର୍ଣ୍ଣ ବର୍ଗରେ ସାମିଲ୍ କରିଛି। ଏଥିସହିତ ଏହାକୁ ବାଧ୍ୟତାମୂଳକ ଯାଞ୍ଚ...