ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍, ପ୍ରଦର୍ଶନ କରିବେ ବଲିଉଡ୍ ତାରକା ଭୁବନେଶ୍ୱର,୨୦।୧୨: ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ) ୨୦୨୪-୨୫ ‘ହକି କା ଜାଶାନ୍’ ଗ୍ରାଣ୍ଡ ଷ୍ଟାଇଲରେ ଫେରିବାକୁ ଯାଉଛି। ଓପନିଂ ମ୍ୟାଚ୍ ପୂର୍ବରୁ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ୨୮ ଡିସେମ୍ବରରେ ଏକ ଉଦ୍ଘାଟନୀ ଉଦଘାଟନୀ...