ଟେକ୍-ଅଫ୍ ବେଳେ ରନ୍ୱେରୁ ଖସିଲା ହେଲିକପ୍ଟର, ମହିଳା ପାଇଲଟ୍…
ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରର ସୋଲାପୁର ବିମାନବନ୍ଦରରେ ଗୁରୁବାର ଏକ ଅଘଟଣ ଘଟିଛି । ଉଡ଼ାଣ ଭରିବା ସମୟରେ ଏକ ଟ୍ରେନିଂ ବିମାନ ରନ୍ୱେରୁ ଖସିଯାଇଛି । ଜଣେ ମହିଳା ଟ୍ରେନି ପାଇଲଟ୍ ବିମାନଟିକୁ ଟେକ୍-ଅଫ୍ କରାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା…

