ଅବିଶ୍ୱସନୀୟ କ୍ୟାଚ୍ ଧରିଲେ ଗୁରନୁର: ବାମ ହାତରେ କଲେ କମାଲ୍, ସ୍ତବ୍ଧ ହୋଇଗଲେ କ୍ରିକେଟ୍ପ୍ରେମୀ, ଦେଖନ୍ତୁ VIDEO
ଅକଲାଣ୍ଡ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ରେ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ବୋଲର ଗୁରନୁର ବରାଡ। ନିଜ ବୋଲିଂରେ ଏକ ଅବିଶ୍ୱସନୀୟ କ୍ୟାଚ ଧରି ସେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତାଙ୍କ ଏହି ଚମତ୍କାର ଫିଲ୍ଡିଂର ଶିକାର ହୋଇଛନ୍ତି…

