Tag Archives: google

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ ଡକ୍ଟରେଟ୍‌ ଉପାଧି ଲାଭ କରିଛନ୍ତି । ସାନ୍‌ ଫ୍ରାନ୍ସିକୋରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାରତୀୟ ଅଟନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ ଆମେରିକାରେ...

‘କାମରେ ଧ୍ୟାନ ଦିଅ’, କର୍ମଚାରୀଙ୍କୁ ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦ା୪: ନିକଟରେ ଗୁଗ୍‌ଲ ଅଫିସ୍ ଭିତରେ କିଛି କର୍ମଚାରୀ ଧାରଣାରେ ବସିଥିଲେ। ସେମାନେ ଗୁଗ୍‌ଲ କ୍ଲାଉଡ୍ ସିଇଓଙ୍କ କାର୍ଯ୍ୟାଳୟକୁ ପ୍ରାୟ ୮ ଘଣ୍ଟା ଧରି ଦଖଲ କରି ନେଇଥିଲେ। ପରେ ପୋଲିସକୁ ଡକାଯାଇ ସମସ୍ତଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ କରିଛି। ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଚାଲିଥିବାରୁ ଏହି ପ୍ରତୀକାତ୍ମକ ପ୍ରତିନିଧିତ୍ୱ ଦେଶରେ...

ପ୍ରତୀକ୍ଷା ଶେଷ: Google Gemini ଆପ୍‌ ଲଞ୍ଚ୍‌, ଏହି ୟୁଜର୍ସ କରିପାରିବେ ବ୍ୟବହାର

କିଛି ଦିନ ପୂର୍ବରୁ ବାର୍ଡର ନାମ Geminiକୁ ବଦଳାଇବା ପରେ ଗୁଗଲ ଶେଷରେ Google Gemini ଆପ ଲଞ୍ଚ୍‌ କରିଛି। ଭାରତରେ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ Google Gemini ରୋଲଆଉଟ ଆରମ୍ଭ ହୋଇଛି। ତଥାପି ଆଇଓଏସ ୟୁଜର୍ସଙ୍କୁ ଏହି ଆପ...

ପୁଣି ବଡ଼ ଛଟେଇ କଲେ ଗୁଗୁଲ୍-ଆମାଜନ: ଏକା ସାଙ୍ଗରେ ଏତିକି କର୍ମଚାରୀ ହରାଇଲେ ଜୀବିକା

ନୂଆଦିଲ୍ଲୀ, ୧୧।୧: କିଛି ଦିନରେ ବିରତି ପରେ ପୁଣି ବଡ଼ ସଂଖ୍ୟାରେ ଛଟେଇ କରିଛନ୍ତି ଆମେରିକୀୟ ଟେକ୍ ଜାଏଣ୍ଟସ୍ ଗୁଗୁଲ୍ ଏବଂ ଆମାଜନ। ଗୁଗୁଲ୍ ଏହାର ଭଏସ ଆକ୍ଟିଭେଟେଡ଼ ଗୁଗୁଲ୍ ଆକ୍ଟିଭେଟେଡ଼ ଆସିଷ୍ଟାଣ୍ଟ ସଫ୍ଟୱେର ଟିମକୁ ଛଟେଇ କରିବ। ସେହିଭଳି...

ଗୁଗ୍‌ଲ ଦେବ ୫,୮୦୦ କୋଟି ଟଙ୍କା, ୧୦ କୋଟି ୟୁଜର୍ସଙ୍କୁ ମିଳିବ ଏହି ରାଶି, ଜାଣିନିଅନ୍ତୁ ଆପଣଙ୍କ ଆକାଉଣ୍ଟକୁ ଆସିବ କି ନାହିଁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪ା୧୨: ବିଶ୍ୱର ଅଗ୍ରଣୀ ବୈଷୟିକ କମ୍ପାନୀ ଗୁଗ୍‌ଲକୁ କଠୋର ଅର୍ଥଦଣ୍ଡ ଦିଆଯାଇଛି। ବର୍ତ୍ତମାନ କମ୍ପାନୀକୁ ଆମେରିକାରେ ୭୦୦ ମିଲିୟନ ଡଲାର୍‌ (ପ୍ରାୟ ୫,୮୨୩ କୋଟି ଟଙ୍କା) ଦେବାକୁ ପଡ଼ିବ। ଗୁଗ୍‌ଲ ବଜାରରେ ଆଣ୍ଡ୍ରଏଡ୍‌ରେ କଠୋର ସ୍ଥିତିର ସୁଯୋଗ ନେଇ ଗୁଗ୍‌ଲକୁ...

ବିଜ୍ଞାପନ ବିଭାଗକୁ ପୁନର୍ଗଠନ କରିବ ଗୁଗଲ୍, ଚାକିରି ହରାଇବା ଭୟରେ ୧୨ ହଜାର କର୍ମଚାରୀ

ନୂଆଦିଲ୍ଲୀ, ୨୩।୧୨ : ଆମେରିକୀୟ ଟେକ୍ ଜାଏଣ୍ଟ ଗୁଗଲ୍ ଏହାର ସେଲସ ୟୁନିଟକୁ ପୁନର୍ଗଠନ କରିବାକୁ ଯୋଜନା କରୁଛି। କମ୍ପାନୀର ଏହି ନିଷ୍ପତ୍ତି ପରେ ଅନେକ କର୍ମଚାରୀଙ୍କ ମନରେ ଛଟେଇ ଭୟ ସୃଷ୍ଟି ହୋଇଛି, ଯେତେବେଳେ ପୂର୍ବରୁ କମ୍ପାନୀ ୧୨...

ଭୁଲ ତଥ୍ୟ ଦେବାରୁ ଗୁଗୁଲ୍ ଉପରେ ୫୦ମିଲିୟନ୍ ଡଲାର ଜରିମାନା ଲଗାଇଲେ କୋର୍ଟ

ନୂଆଦିଲ୍ଲୀ, ୨୦ା୧୨: ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଭୁଲ ପ୍ରସାର କରିବା ତଥ୍ୟ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗରେ ତଥାକଥିତ “ନକଲି” ତଥ୍ୟ ଡିଲିଟ କରିବାରେ ବିଫଳ ହେବାରୁ ଋଷର ଏକ କୋର୍ଟ ବୁଧବାର ଗୁଗୁଲ ଉପରେ ୪.୬ ବିଲିୟନ ରୁବେଲ (୫୦.୮୪...

କୋହଲି-ରୋହିତ ନୁହେଁ,ଏହି ଖେଳାଳିଙ୍କୁ ଗୁଗଲ୍‌ରେ ସବୁଠୁ ଅଧିକ ସର୍ଚ୍ଚ କରିଛନ୍ତି ଲୋକେ

ନୂଆଦିଲ୍ଲୀ,୧୨।୧୨: ୨୦୨୩ ବର୍ଷ ଶେଷ ହେବାକୁ ଯାଉଛି। ଏହି ବର୍ଷ କ୍ରିକେଟ ଦୁନିଆରେ ଅନେକ ବଡ ଟୁର୍ନାମେଣ୍ଟ ଖେଳାଯାଇଥିଲା। ପ୍ରତିବର୍ଷ ପରି ଗୁଗଲ ଚଳିତ ବର୍ଷର ଗୁଗ୍‌ଲ ଟ୍ରେଣ୍ଡ ବିଷୟରେ ସୂଚନା ଦେଇଛି। ୨୦୨୩ରେ ସର୍ବାଧିକ ସର୍ଚ୍ଚ ଯାଇଥିବା ବିଷୟ...

ଯୁଦ୍ଧ ଲାଗି ବୈଷୟିକ କ୍ଷେତ୍ରରେ ପ୍ରଭାବ: ଓ୍ବେବ ଶିଖର ସମ୍ମିଳନୀରେ ଯୋଗଦେବେନି ଗୁଗଲ-ମେଟା

ଓ୍ବାଶିଂଟନ୍‌,୨୧।୧୦: ଓ୍ବେବ ଶିଖର ସମ୍ମିଳନୀ ଟେକ୍ନୋଲଜି ସେକ୍ଟରରେ ଏକ ବାର୍ଷିକ ଇଭେଣ୍ଟ ଅଟେ। ଯେଉଁଥିରେ ସାରା ବିଶ୍ୱର ବୈଷୟିକ ଉଦ୍ୟୋଗର ନିଗ୍‌ଗଜ କମ୍ପାନୀଗୁଡିକ ଭାଗନେଇଥାନ୍ତି। ସବୁ କମ୍ପାନୀକୁ ଗୋଟିଏ ସ୍ଥାନରେ ଏକାଠି ଆଣିବା ପାଇଁ ଏହି ସମ୍ମିଳନୀ ସାହାର୍ଯ୍ୟ କରିଥାଏ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri