ଏହି ବ୍ୟକ୍ତିଙ୍କ ଭୁଲ୍ ପାଇଁ ଚାଲିଯାଇଥିଲା ସିଡିଏସ ବିପିନ ରାୱତଙ୍କ ଜୀବନ: ରିପୋର୍ଟ ନୂଆଦିଲ୍ଲୀ,୧୯।୧୨: ହେଲିକପ୍ଟର ଦୁର୍ଘଟଣାରେ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ତିନିବର୍ଷ ପରେ ଆସିଛି ତାଙ୍କ ମୃତ୍ୟୁ ପଛର କାରଣ। ଏହି ଦୁର୍ଘଟଣାରେ ଜେନେରାଲ ରବତଙ୍କ ସ୍ତ୍ରୀ ମଧୁଲିକା ରାୱତ ସମେତ 13 ଜଣଙ୍କର ମୃତ୍ୟୁ...