Tag Archives: Gaza

ବ୍ଲିଙ୍କେନଙ୍କ ଗସ୍ତ ମଧ୍ୟରେ ଗାଜା ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୪୭…

ଗାଜା,୧୧।୧ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ଇସ୍ରାଏଲର ଓ୍ବେଷ୍ଟବ୍ୟାଙ୍କ ଗସ୍ତ ମଧ୍ୟରେ ଇସ୍ରାଏଲ ସେନା ଦ୍ୱାରା ଗାଜା ଉପରେ ବଡ଼ ଧରଣର ଆକ୍ରମଣ ଜାରି ରହିଛି। ଆମେରିକା ବାରମ୍ବାର ଇସ୍ରାଏଲକୁ ଆକ୍ରମଣର ତୀବ୍ରତା ହ୍ରାସ କରିବାକୁ କହୁଛି। ମାତ୍ର…

ଗାଜାରେ ନରସଂହାରକୁ ସହ୍ୟ କରାଯାଇ ପାରିବ ନାହିଁ: ଜାତିସଂଘରେ କହିଲା ଭାରତ…

ଜେନେଭା,୧୦।୧ : ଗତ ବର୍ଷ ଅକ୍ଟୋବର ୭ରେ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧ ନେଇ ବିଶ୍ୱର ବିଭିନ୍ନ ଦେଶ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହି ସମୟରେ, ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଦୃଢ଼…

ଗାଜାରୁ ବାହାରିଥିବା ୧୦୦ରୁ ଅଧିକ ବିସ୍ଥାପିତ ପହଞ୍ଜିବେ ତୁର୍କୀରେ

ଅଙ୍କାରା,୨୦।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲଗାତାର ଯୁଦ୍ଧ ଚାଲିଛି। ଏହି ସମୟରେ ଗାଜାରୁ ବିତାଡିତ ହୋଇଥିବା ୧୦୦ରୁ ଅଧିକ ବିସ୍ଥାପିତ ସୋମବାର ତୁର୍କୀରେ ପହଞ୍ଚିବାକୁ ଯାଉଛନ୍ତି। ତୁର୍କୀର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏଥିରେ ଡଜନେ…

ଗାଜା ଉପରୁ ନିୟନ୍ତ୍ରଣ ହରାଇଲା ହମାସ: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ, ୧୩ା୧୧: ଗାଜା ଉପରୁ ନିୟନ୍ତ୍ରଣ ହରାଇଛି ହମାସ। ଇସ୍ରାଏଲ ଉପରେ ୫୦୦ ରୁ ଅଧିକ ସପ୍ରାଇଜ ରକେଟ୍ ଆକ୍ରମଣ କରିବାର ଏକ ମାସ ପରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ସୋମବାର ଏହି ଦାବି କରିଛନ୍ତି। ସେ କହିଛନ୍ତି, “ହମାସ ଗାଜା…

ଗାଜାରେ ଇସ୍ରାଏଲର ଆକ୍ରମଣ ଅଟକାଇବା ପାଇଁ ଭାରତ ଏହାର ସମ୍ପୂର୍ଣ୍ଣ କ୍ଷମତାର ପ୍ରୟୋଗ କରୁ: ଇରାନ

ନୂଆଦିଲ୍ଲୀ,୭ା୧୧: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ ରାଷ୍ଟ୍ରପତି ସୟଦ ଇବ୍ରାହିମ ରଇସିଙ୍କ ସହିତ ଫୋନରେ ଆଲୋଚନା କରିଥିଲେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଜାରି ହୋଇଥିବା…

”ଇସ୍ରାଏଲ ସେନା ଗାଜାରେ ପାଦ ରଖିଲେ, ସେଇଠି ସମାଧି କରିଦିଆଯିବ…” ହମାସ ଯୁଦ୍ଧ ମଧ୍ୟରେ ଇରାନର ଚେତାବନୀ

ନୂଆଦିଲ୍ଲୀ,୨୭/୧୦: ଇସ୍ରାଏଲ-ହମାସ ମଧ୍ୟରେ ମଧ୍ୟରେ ଗତ ୨୦ ଦିନ ଧରି ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଗାଜା ପଟିରେ ହମାସ ଠିକଣା ସ୍ଥଳରେ ଲଗାତାର ବୋମାମାଡ଼ କରୁଛି। ଅନ୍ୟପଟେ ଗାଜାରୁ ହମାସ ଏବଂ ଲେବନାନରୁ ହିଜ୍ଜବୁଲ୍ଲା ଇସ୍ରାଏଲ ଉପରେ ରାକେଟ ମାଡ…

ଘମାଘୋଟ ଯୁଦ୍ଧରେ ଖବର ସଂଗ୍ରହ କରୁଥିଲେ ଅଲ ଜଜିରା ସାମ୍ବାଦିକ, ଅନ୍ୟପଟେ ଇସ୍ରାଏଲ ବୋମା ବିସ୍ଫୋରଣରେ ଶେଷ ହୋଇଗଲା ପରିବାର

ନୂଆଦିଲ୍ଲୀ,୨୬/୧୦: ଇସ୍ରାଏଲ ଏବଂ ଗାଜା ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକେ ପ୍ରାଣ ହରାଇଲେଣି ଏବଂ ଅନେକ ପରିବାର ଲୋପ ମଧ୍ୟ ପାଇଯାଇଛି। ଏହାରି ମଧ୍ୟରେ ଅଲ ଜଜିରା ସାମ୍ବାଦିକ ୱେଲ ଅଲ ଦହଦୋହଙ୍କ ପରିବାର ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ…

‘ଯୁଦ୍ଧ ବନ୍ଦ କରନ୍ତୁ, ଗାଜାରେ ବଡ଼ ସଂଖ୍ୟାରେ ଶିଶୁ ମରି ପଡ଼ିଛନ୍ତି’, WHO ସମତେ ଅନ୍ୟ ଆନ୍ତରାଷ୍ଟ୍ରୀୟ ସଂଗଠନ କଲେ ଅପିଲ୍

ଭୁବନେଶ୍ୱର, ୨୨।୧୦: ମିଳିତ ଜାତିସଂଘ ଏବଂ ଇଜିପ୍ଟର ରେଡ କ୍ରିସେଣ୍ଟରୁ ୨୦ ଟ୍ରକ ଖାଦ୍ୟ ଏବଂ ଔଷଧ ନେଇ ଶନିବାର ରା଼ଫା ଫ୍ରାଂସିସ୍ ବାଟ ଦେଇ ଗାଜାରେ ପହଞ୍ଚିଛି। ଏହି ସାମଗ୍ରୀ ସବୁ ଯୁଦ୍ଧ ପ୍ରଭାବିତ ଲୋକମାନଙ୍କର ତତ୍କାଳ ଆବଶ୍ୟକତା ପୁରଣ…

ହମାସ୍‌ ଆତଙ୍କବାଦୀଙ୍କ କବଳରୁ ମୁକୁଳିଲେ ଜୁଧିଥ୍‌-ନାଟାଲିଏ

ଗାଜା ସିଟି/ଜେରୁଜେଲମ୍‌,୨୨ା୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ବିଜୟ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ଚେତାବନୀ ଦେଇଥିବାବେଳେ ଶୁକ୍ରବାର ହମାସ୍‌ ପକ୍ଷରୁ କାତାର ମଧ୍ୟସ୍ଥତାରେ ୨ ଆମେରିକୀୟ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି। ହମାସ୍‌ ଆତଙ୍କବାଦୀମାନେ ଅକ୍ଟୋବର ୭ରୁ ୨୧୦ ଜଣଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri