ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିଲେ ନୂଆ କୋଚ; ଗାଙ୍ଗୁଲି ଓ ଯୁବରାଜଙ୍କ ସହ ଯୋଡ଼ି ହେଲେ…
ନୂଆଦିଲ୍ଲୀ,୧୭।୧୦: ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର ଚାମିନ୍ଦା ଭାସଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ ଭାବରେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ, ଦିଲ୍ଲୀ ଫ୍ରାଞ୍ଚାଇଜ ସୌରଭ ଗାଙ୍ଗୁଲିଙ୍କୁ ମୁଖ୍ୟ କୋଚ ଏବଂ ଯୁବରାଜ ସିଂହଙ୍କୁ ବ୍ୟାଟିଂ କୋଚ ଭାବରେ ନିଯୁକ୍ତ କରିସାରିଥିଲା। ୨୦୨୭…

