ବିଶ୍ବରେ ହଲଚଲ୍, ଟ୍ରମ୍ପ୍ଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ପୂର୍ବତନ ମିସ୍ ସୁଇଜରଲାଣ୍ଡ
ଓ୍ବାଶିଂଟନ, ୨୮।୧୦: ହାଉସ ଜୁଡିସିଆରି କମିଟିର ଡେମୋକ୍ରାଟ୍ସଙ୍କ ଦ୍ୱାରା ପ୍ରକାଶିତ ଏକ ନୂତନ ରିପୋର୍ଟକୁ ଆଧାର କରି ପିପୁଲ.କମ୍ ରିପୋର୍ଟ କହିଛି ଯେ, ପୂର୍ବତନ ମିସ୍ ସୁଇଜରଲାଣ୍ଡ ବେଆଟ୍ରିସ କ୍ୟୁଲ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୧୯୯୩ ମସିହାରେ ନ୍ୟୁୟର୍କ…

