ବିଦେଶରୁ ଛାଡ଼ପତ୍ର ନେଇ ଭାରତରେ ଦ୍ୱିତୀୟ ବିବାହ କରୁଛନ୍ତି କି? ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ନୂଆଦିଲ୍ଲୀ,୧୨ା୧: ଭାରତରେ ବିବାହ କରିବା ପରେ କୌଣସି ବ୍ୟକ୍ତି ବିଦେଶ ଚାଲିଯାଇ ସେଠାକାର ଅଦାଲତରୁ ଛାଡ଼ପତ୍ର ନେଲେ, ତାହା ଭାରତରେ ଆପେଆପେ ମାନ୍ୟତା ପାଇବ ନାହିଁ । ଭାରତୀୟ ଆଇନର ନିର୍ଦ୍ଧାରିତ ସର୍ତ୍ତ ପୂରଣ ହେଲେ ହିଁ ବିଦେଶୀ ଅଦାଲତଙ୍କ ଛାଡ଼ପତ୍ର…

