ଝାଡ଼ଖଣ୍ଡରେ ବିମାନ ନିଖୋଜ, ପାଇଲଟ୍ଙ୍କ ସହ ଥିଲେ… ରାଞ୍ଚି, ୨୧।୦୮: ଝାଡ଼ଖଣ୍ଡରେ ମଙ୍ଗଳବାର ନିିଖୋଜ ହୋଇଯାଇଥିବା ଏକ ବିମାନର ପତ୍ତା ମିଳିପାରିନାହିଁ । ସରାୟକେଲା-ଖରସାୱାଁ ଜିଲାର ଏକ ବିମାନ ଉଡ଼ାଣ କେନ୍ଦ୍ରରୁ ଉଡ଼ାଣ ଭରିବା ପରେ ବିମାନଟି ନିଖୋଜ ହୋଇଯାଇଥିଲା । ଏହାକୁ ଖୋଜିବାକୁ ଟିମ୍ ନିୟୋଜିତ ଅଛନ୍ତି... ପ୍ରବଳ ବର୍ଷା, ବାତିଲ୍ ହେଲା ୫୦ରୁ ଅଧିକ ବିମାନ ମୁମ଼୍ବାଇ, ୦୮।୦୭: ମହାରାଷ୍ଟ୍ରର ରାଜଧାନୀ ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ସକାଳୁ ପ୍ରବଳ ବର୍ଷା ହୋଇଥିଲା । ଫଳରେ ମୁମ଼୍ବାଇ ସହରର ଏବଂ ବସ୍ତି ଅଞ୍ଚଳର ରାସ୍ତାଘାଟରେ ପାଣି ଜମି ରହିଛି । ଗାଡ଼ି ମଟର ସ଼୍ବଭାବିକ...
ପ୍ରବଳ ବର୍ଷା, ବାତିଲ୍ ହେଲା ୫୦ରୁ ଅଧିକ ବିମାନ ମୁମ଼୍ବାଇ, ୦୮।୦୭: ମହାରାଷ୍ଟ୍ରର ରାଜଧାନୀ ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ସକାଳୁ ପ୍ରବଳ ବର୍ଷା ହୋଇଥିଲା । ଫଳରେ ମୁମ଼୍ବାଇ ସହରର ଏବଂ ବସ୍ତି ଅଞ୍ଚଳର ରାସ୍ତାଘାଟରେ ପାଣି ଜମି ରହିଛି । ଗାଡ଼ି ମଟର ସ଼୍ବଭାବିକ...