ଜଙ୍ଗଲ ଭିତରେ ତାଳପତ୍ର କୁଡ଼ିଆରେ ବିତୁଛି ୫ ପରିବାରର ଜୀବନ, ପ୍ରଶାସନର ନଜର ପଡୁନି
ପୁରୁଷୋତ୍ତମପୁର,୧୪ା୧୦(ସବିତା ମିଶ୍ର): ‘ବିକଶିତ ଭାରତ ଓ ବିକଶିତ ଓଡ଼ିଶା’ ନାରା ଭିତରେ ଲୁଚି ରହିଛି ଗରିବୀର କରୁଣ ଚିତ୍ର। ଗଞ୍ଜାମ ଜିିଲା ଖଲ୍ଲିକୋଟ ନିର୍ବାନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକ କେ.ଏନ.ପୁର ପଞ୍ଚାୟତର ବାଗଦେବୀ ଛକ ନିକଟରେ ଥିବା ପାହାଡ଼ ତଳେ ଦୀର୍ଘ…

