ହଠାତ୍ କୋହଲିଙ୍କ ହାତରୁ ଖସିପଡ଼ିଲା ଫିଟନେସ ବ୍ୟାଣ୍ଡ, ଅଟକିଗଲା ମ୍ୟାଚ୍: ଏହାର ଦାମ୍ ଜାଣିଲେ ଉଡିଯିବ ହୋଶ୍
ଅକଲାଣ୍ଡ, ୫।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ନିଜ ବ୍ୟାଟିଂର ଯାଦୁ ଦେଖାଇଛନ୍ତି ଭାରତୀୟ କ୍ରିକେଟ୍ର ଷ୍ଟାର ବ୍ୟାଟର ବିରାଟ କୋହଲି। ଅକଲାଣ୍ଡରେ ଖେଳାଯାଇଥିବା ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ସେ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ତାଙ୍କ ବ୍ୟାଟିଂ ସମୟରେ ଏଭଳି ଏକ…

