ସ୍କୁଲ ଯିବା ବାଟରେ ମାରୁଥିଲେ କମେଣ୍ଟ, ଭୟରେ ସ୍କୁଲ ଗଲେନି ଛାତ୍ରୀ; ବନ୍ଧା ହେଲେ…
ହାଟଡିହୀ,୧୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍ ଅଧୀନ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ କମେଣ୍ଟ ମାରିବା ଏବଂ ହଇରାଣ କରିବା ଘଟଣାରେ ପୋଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ସମଣା ପଞ୍ଚାୟତ ଗିରିଗାଁ ଗ୍ରାମର ପ୍ରଳୟ…

