Tag Archives: Entertainment

ସୀତାଙ୍କ ଚରିତ୍ର ମୋ’ ପାଇଁ ଜାତୀୟ ପୁରସ୍କାର ଜିତିବା ଭଳି: ଶିବ୍ୟା

ବମ୍ବେ: ପରଦାରେ ମା’ ସୀତାଙ୍କ ଭୂମିକା ତୁଲାଇବା କୌଣସି ଜାତୀୟ ପୁରସ୍କାରଠାରୁ କମ୍‌ ନୁହେଁ। ଏଥିଲାଗି ଅଭିନେତ୍ରୀ ଶିବ୍ୟା ପଠାନିଆ ନିଜକୁ ଭାଗ୍ୟଶାଳୀ ବୋଲି ମନେ କରନ୍ତି। ଶିବ୍ୟା ‘ରାଧାକୃଷ୍ଣ’ରେ ରାଧା, ‘ବାଲ ଶିବ’ରେ ମା’ ପାର୍ବତୀ ଏବଂ ‘ରାମ ସିଆ…

ନିରବିଲେ ‘ଆଓଗେ ଜବ୍‌ ତୁମ୍‌ ଓ ସାଜ୍‌ନା’ ଗାୟକ ଉସ୍ତାଦ ରଶିଦ ଖାନ୍‌, ୫୫ ବର୍ଷରେ ପରଲୋକ

କୋଲକାତା: ଖ୍ୟାତନାମା ଗାୟକ ଉସ୍ତାଦ ରଶିଦ ଖାନ୍‌ ଆଉ ନାହାନ୍ତି। ଦୀର୍ଘ ବର୍ଷ ଧରି କ୍ୟାନ୍‌ସର ସହ ଲଢ଼େଇରେ ହାରି ଯାଇଛନ୍ତି ସେ। କୋଲକାତାର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ମଙ୍ଗଳବାର ସେ ଆଖି ବୁଜିଛନ୍ତି। ମୃତ୍ୟୁ…

ପ୍ରେମିକଙ୍କ ହାତ ଧରିଲେ ଆମିରଙ୍କ ଝିଅ ଇରା

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍‌ର ପରଫେକ୍ସନିଷ୍ଟ ଆମିର ଖାନ୍‌ଙ୍କ ଝିଅ ଇରା। ପ୍ରେମିକ ନୂପୁର ଶିଖରେଙ୍କ ହାତ ଧରିଛନ୍ତି ସେ। ଧୁମ୍‌ଧାମ୍‌ରେ ନୁହେଁ ବରଂ ବେଶ୍‌ ସାଧାରଣ ଢ଼ଙ୍ଗରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଦୁହେଁ ପରିବାର ଏବଂ…

ଗାୟିକା ସ୍ବାତୀ ମିଶ୍ର କିଏ, ଯାହାଙ୍କ ଗୀତ ଶୁଣି ମନ୍ତ୍ରମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ ମୋଦି; କଲେ ପ୍ରଶଂସା…

ବମ୍ବେ: ଭାରତରେ ଅନେକ ପ୍ରତିଭାସମ୍ପନ୍ନ ବ୍ୟକ୍ତି ଅଛନ୍ତି। ସୋସିଆଲ ମିଡିଆ ସମୟରେ ଅନେକ ନିଜର ପ୍ରତିଭାକୁ ନେଇ ଭାଇରାଲ ହେଉଛନ୍ତି। ଏମିତିରେ ଏକ ଗୀତକୁ ଏବେ ବହୁତ ପସନ୍ଦ କରାଯାଉଛି। ସେଇଟି ହେଲା ‘ରାମ ଆଏଗେଁ’। ଏହି ଗୀତଟିକୁ ଶୁଣିବା ପରେ…

ଜାପାନରୁ ସୁରକ୍ଷିତ ଭାବେ ସ୍ବଦେଶ ଫେରିଲେ ଜୁନିୟର ଏନ୍‌ଟିଆର୍‌, ଆଶ୍ୱସ୍ତ ହେଲେ ପ୍ରଶଂସକ

ବମ୍ବେ: ନିକଟରେ ପରିବାର ସହ ଜାପାନ ବୁଲିବାକୁ ଯାଇଥିଲେ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌। ହେଲେ ନୂଆ ବର୍ଷରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଥିଲା ଜାପାନ। ଏଥିରେ ଶହ ଶହ ସଂଖ୍ୟାରେ ଲୋକ ଫସି ରହିଥିବା ବେଳେ ୩୦ଜଣଙ୍କ…

‘ଦେଶରେ ଭାଜପା ବ୍ୟତୀତ କୌଣସି ବିକଳ୍ପ ନାହିଁ, ମୋଦି ପୁଣି ହେବେ ପ୍ରଧାନମନ୍ତ୍ରୀ’

ବମ୍ବେ: ଭାରତୀୟ ସିନେମାର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ନାନା ପାଟେକର ଜଣେ। ଫିଲ୍ମ ହେଉ ଅବା କୌଣସି ରାଜନୈତିକ ପ୍ରସଙ୍ଗ ସର୍ବଦା ନିଜର ନିର୍ଭିକ ବୟାନକୁ ନେଇ ସେ ରହିଥାନ୍ତି ଚର୍ଚ୍ଚାରେ। ଏବେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ…

ସଲମାନଙ୍କ ରାଗ ଯୋଗୁ ବରବାଦ ହୋଇଛି ଅନେକ ସେଲିବ୍ରିଟିଙ୍କ କ୍ୟାରିୟର,ବର୍ତ୍ତି ନାହାନ୍ତି ପ୍ରେମିକା…

ବମ୍ବେ: ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କୁ କୁହାଯାଏ ‘ଦବଙ୍ଗ ଭାଇଜାନ୍‌’। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। ସେଇଟି ହେଲା ସେ ଯଦି କାହା ଉପରେ ଖୁସି ହୋଇଛନ୍ତି, ତାଙ୍କ କ୍ୟାରିୟର ଗଢ଼ି ଦିଅନ୍ତି। ହେଲେ ଯଦି ସେ କାହା…

ଝିଅଙ୍କ ସହ ୧୨ ଜ୍ୟୋତିର୍ଲିଙ୍ଗ ଦର୍ଶନ ଯାତ୍ରା ଶେଷ କଲେ ରବିନା, ଶିଳ୍ପା କହିଲେ-ଅଦ୍ଭୁତ

ବମ୍ବେ: ଅଭିନେତ୍ରୀ ହେଲେ ହେଁ ବେଶ ଧାର୍ମିକ। ଆମେ କହୁଛୁ ଅଭିନେତ୍ରୀ ରବିନା ଟଣ୍ଡନଙ୍କ କଥା। ନିକଟରେ ସେ ଝିଅ ରାଶାଙ୍କ ସହ ୧୨ ଜୋତିର୍ଲିଙ୍ଗ ଦର୍ଶନ ଯାତ୍ରା ଶେଷ କରିଛନ୍ତି। ଏହି ଯାତ୍ରା ଭକ୍ତିପୂର୍ଣ୍ଣ ଥିଲା ବୋଲି ଅଭିନେତ୍ରୀ କିଛି…

୧୧ ବର୍ଷ ପରେ ବ୍ରେକ୍‌ଅପ୍‌, ପ୍ରେମିକା ତାନ୍ୟାଙ୍କଠାରୁ ଅଲଗା ହେଲେ ସୁନୀଲ ସେଟ୍ଟୀଙ୍କ ପୁଅ!

ବମ୍ବେ: ୧୧ ବର୍ଷର ପ୍ରେମ ସମ୍ପର୍କରେ ପଡ଼ିଲା ଭଟ୍ଟା। ପ୍ରେମିକା ତାନ୍ୟା ଶ୍ରଫଙ୍କଠାରୁ ଅଲଗା ହୋଇଛନ୍ତି ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ। ଏହାକୁ ୨ମାସରୁ ଅଧିକ ସମୟ ହୋଇସାରିଛି। ଏପରିକି ଦୁହେଁ ଏବେ ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା…

ଶୁଭେଚ୍ଛା! ପୁଣି ବିବାହ କରିବାକୁ ଯାଉଛନ୍ତି ୫୬ ବର୍ଷୀୟ ଅରବାଜ୍‌, ଜାଣନ୍ତୁ କିଏ ହେବେ ଜୀବନସାଥୀ

ବମ୍ବେ: ହାତକୁ ଦୁଇ ହାତ ହେବେ ବଲିଉଡ୍‌ ଅଭିନେତା ଅରବାଜ ଖାନ୍‌। ମଲାଇକା ଅରୋରାଙ୍କଠାରୁ ଛାଡ଼ପତ୍ର ଏବଂ ଜର୍ଜିୟା ଆଣ୍ଡ୍ରିୟାନୀଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ଅଭିନେତାଙ୍କୁ ଜୀବନସାଥୀ ମିଳିଛନ୍ତି। ୫୬ ବର୍ଷୀୟ ଏହି ଅଭିନେତା ଡିସେମ୍ବର ୨୪ରେ ପ୍ରେମିକା ଶେରା…

ପରଦାରେ ‘ଡଙ୍କି’: ମିଳିଲା ୪ ଷ୍ଟାର ରେଟିଂ, ପ୍ରଶଂସକ କହୁଛନ୍ତି ‘ମାଷ୍ଟରପିସ୍‌’

ବମ୍ବେ: ‘ପଠାନ୍‌’ ଏବଂ ‘ଜଓ୍ବାନ୍‌’ ପରେ କିଙ୍ଗ୍‌ ଖାନ୍‌ଙ୍କ ‘ଡଙ୍କି’ ଏବ ବଡ଼ ପରଦାରେ ରିଲିଜ ହୋଇଛି। ଆଡଭାନ୍ସ ବୁକିଂରେ ପ୍ରଥମରୁ ଏହା ରେକର୍ଡ କରିଥିବା ବେଳେ ଏବେ ଦର୍ଶକଙ୍କ କ୍ରେଜ୍‌ ଦ୍ୱିଗୁଣିତ ହୋଇଛି। କାହାଣୀଟି ପସନ୍ଦ ଆସୁଥିବାରୁ ବ୍ୟବସାୟରେ ‘ଡଙ୍କି’…

ଶାହରୁଖଙ୍କ ପତ୍ନୀ ଗୌରୀଙ୍କୁ ଇଡି ନୋଟିସ୍‌

ବମ୍ବେ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହରୁଖଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କୁ ନୋଟିସ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ କମ୍ପାନୀ ତୁଲସିୟାନୀ ଗ୍ରୁପ୍‌ ମାମଲାରେ ତାଙ୍କୁ ଏହି ନୋଟିସ୍‌ ମିଳିଛି। ସେ ଏହାର ବ୍ରାଣ୍ଡ ଆମ୍ବାସଡର ଅଟନ୍ତି। ଏବେ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?