ବାପା ସରକାରୀ ଚାକିରିଆ, ବଡ଼ ହେବା ସ୍ବପ୍ନ ଦେଖି ପୁଅ ଛିଡ଼ା କଲେ ୫୦୦ କୋଟିର କମ୍ପାନୀ
ସୋନି ଚ୍ୟାନେଲରେ ପ୍ରସାରିତ ରିଆଲିଟି ଶୋ’ ‘ସାର୍କ ଟ୍ୟାଙ୍କ ଇଣ୍ଡିଆ’ର ସିଜନ୍ ୩ରେ ଯୋଡ଼ି ହୋଇଛନ୍ତି ଅନେକ ନୂଆ ସାର୍କ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଜହର ଇକବାଲ। ଇନଶଟର୍ସର ସହ ସଂସ୍ଥାପକ ଏବଂ ସିଇଓ ଅଜହର ଶୋ’ରେ ସାମିଲ ହୋଇଥିବା…
ସ୍ବାମୀଙ୍କଠାରୁ ଅଲଗା ହେଲେ ହେମାମାଳିନୀଙ୍କ ଝିଅ
ବମ୍ବେ: ବଲିଉଡ୍ ଅଭିନେତ୍ରୀ ଈଶା ଦେଓଲ ସ୍ବାମୀ ଭାରତ ଭରତଙ୍କଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ୧୨ ବର୍ଷର ବୈବାହିକ ସମ୍ପର୍କ ଉପରେ ଲାଗିଛି ବିରାମ। ତେବେ ଦୁହେଁ ସହମତିରେ ରାସ୍ତା ଅଲଗା କରିଥିବା ଈଶା ସ୍ପଷ୍ଟ କରିଛନ୍ତି। ଛାଡ଼ପତ୍ର ସତ୍ତ୍ୱେ ସେମାନେ…
ଅକ୍ଷୟ କୁମାରଙ୍କ ଡିପ୍ଫେକ୍ ଭିଡିଓ ଭାଇରାଲ, ଦେଖନ୍ତୁ…
ବମ୍ବେ: ଡିପ୍ଫେକ୍ ଜାଲରେ ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର। ଏବେ ଅଭିନେତାଙ୍କର ଏକ ଭିଡିଓକୁ ଅନଲାଇନ୍ ଗେମ୍ରେ ପ୍ରମୋଶନ କରାଯାଇଛି। ଏନେଇ ଜଣାପଡ଼ିବା ପରେ ଅକ୍ଷୟ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଘଟଣାର ଯାଞ୍ଚ କରୁଛି। ଗତବର୍ଷ ଅଭିନେତ୍ରୀ…
ବସ୍ରେ ଯାଉଥିବା ୧୩ ବର୍ଷର ଝିଅଙ୍କୁ ଦେଖି ମନ ଦେଇ ବସିଥିଲେ ଜ୍ୟାକି ଶ୍ରଫ୍, ବେଶ ନିଆରା ତାଙ୍କ ପ୍ରେମକାହାଣୀ
ବମ୍ବେ: ବଲିଉଡ୍ର ବିଡ୍ଡୁ ଓରଫ ଜ୍ୟାକି ଶ୍ରଫ୍ ଅଭିନୟ ସାଙ୍ଗକୁ ନିଜର ବ୍ୟକ୍ତିତ୍ୱକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିଜ କ୍ୟାରିୟରରେ ସେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ଦୀର୍ଘ ୪ ଦଶକ ଧରି ସେ ଫିଲ୍ମଜଗତ ସହ ଜଡ଼ିତ ରହିଛନ୍ତି।…
3Dରେ ରିଲିଜ ହେବ ‘ହନୁମାନ’
ହାଇଦ୍ରାବାଦ: ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ହନୁମାନ’ ରିଲିଜ ସହ ରଚିଥିଲା ଇତିହାସ। ଏଥିରେ ନୂଆ କଳକାରଙ୍କୁ କାଷ୍ଟ କରାଯାଇଥିଲା। ହେଲେ ବକ୍ସ ଅଫିସରେ ଏହା ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଫିଲ୍ମଟି ସୁପରଷ୍ଟାର ପ୍ରଭାସଙ୍କୁ ପଛରେ ପକାଇଥିବା ବେଳେ ଏବେ…
ବିଗ୍ବସ୍ ଜିତିବାର ଖୁସି ମନାଇ ଫସିଲେ ମୁନାଓ୍ବର, ମାମଲା ରୁଜୁ କଲା ପୋଲିସ
ବମ୍ବେ: ବିବାଦୀୟ ରିଆଲିଟି ଶୋ’ ବିଗ୍ବସ୍ର ୧୭ତମ ସିଜନ ଶେଷ ହୋଇଛି। ମୁନାଓ୍ବର ଫାରୁକି ହୋଇଛନ୍ତି ଏହାର ବିଜେତା। ହୋଷ୍ଟ ତଥା ଅଭିନେତା ସଲମାନ ଖାନ୍ ଏନେଇ ଘୋଷଣା କରିବା ପରଠାରୁ ମୁନାଓ୍ବରଙ୍କ ପ୍ରଶଂସକମାନେ ଉତ୍ସବ ପାଳନ କରୁଛନ୍ତି। ଏପରିକି ସେ…
ଚିରଞ୍ଜିବୀଙ୍କୁ ମିଳିଲା ‘ପଦ୍ମ ବିଭୂଷଣ’, ଖୁସିରେ ଝୁମିଲେ ଆଲ୍ଲୁ ଅର୍ଜୁନ-ରାଜାମୌଲୀ
ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ମେଗାଷ୍ଟାର ଚିରଞ୍ଜିବୀଙ୍କୁ କିଏ ବା ନଜାଣେ। ସେ ୧୫୦ରୁ ଅଧିକ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି। ଏହାଛଡ଼ା ସେ ହିନ୍ଦୀ, ମାଲାୟାଲମ, କନ୍ନଡ଼ ଭାଷୀୟ ଫିଲ୍ମ ମଧ୍ୟ କରିଛନ୍ତି। ଅଭିନୟକୁ ନେଇ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ…
ରବିନାଙ୍କ ଝିଅ ନାଶାଙ୍କ ପ୍ରେମରେ ପଡ଼ିଛନ୍ତି ମଲାଇକାଙ୍କ ପୁଅ ଅରହାନ୍ !
ବମ୍ବେ: ପ୍ରେମରେ ପଡ଼ିଛନ୍ତି ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପୁଅ ଅରହାନ୍ ଖାନ୍ ଏବଂ ରବିନା ଟଣ୍ଡନଙ୍କ ଝିଅ ରାଶା ଠଡାନୀ। ଉଭୟଙ୍କୁ ଡିନର୍ ଡେଟ୍ରେ ଏକାଠି ଦେଖାଯିବା ପରେ କିଛି ଏଭଳି ଚର୍ଚ୍ଚା ଜୋର ଧରିଛି। କ୍ୟାମେରା ଦେଖି ଦୁଇ…
ବିଜୟ ସେତୁପତିଙ୍କୁ ‘ରାମାୟଣ’ ଅଫର୍, ମିଳିଛି ଏହି ଭୂମିକା
ବମ୍ବେ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ବିଜୟ ସେତୁପତି ଜଣେ। ସେ ନିଜର ଫିଲ୍ମ ଏବଂ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟରେ ରାଜ୍ କରିଥାନ୍ତି। କେବଳ ଦକ୍ଷିଣ ଭାରତରେ ନୁହନ୍ତି ବରଂ ବଲିଉଡ୍ ଫିଲ୍ମରେ ମଧ୍ୟ ସେ ଦବ୍ଦବା…
ଧରାପଡ଼ିଲେ ରଶ୍ମିକାଙ୍କ ‘ଡିପ୍ଫେକ୍’ ଭିଡିଓ କରିଥିବା ଅଭିଯୁକ୍ତ
ବମ୍ବେ: ସୋସିଆଲ ମିଡିଆର ବହୁଳ ବ୍ୟବହାର ସହ ‘ଡିପ୍ଫେକ୍’ ମାମଲା ବଢ଼ିବାରେ ଲାଗିଛି। ବଡ଼ ବଡ଼ ସେଲିବ୍ରିଟିମାନଙ୍କ ଭିଡିଓ ଭାଇରାଲ ହେବା ପରେ ସରକାର କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଶ୍ଳିଳ ଭିଡିଓ…
‘ସିଙ୍ଘମ ଏଗେନ୍’ର ଝଲକ ଦେଖାଇଲେ ରୋହିତ
ବମ୍ବେ: ବହୁ ପ୍ରତିକ୍ଷିତ ଫିଲ୍ମ ‘ସିଙ୍ଘମ ଏଗେନ୍’ର ଝଲକ ଦେଖାଇଛନ୍ତି ନିର୍ମାତା ରୋହିତ ସେଟ୍ଟୀ। ଚଳିତ ବର୍ଷ ସିନେମା ରିଲିଜ ହେବ। ଏଥିରେ ଅଭିନେତା ଅଜୟ ଦେବଗନ ଦମ୍ଦାର ଆକ୍ସନ କରୁଥିବା ନଜର ଆସିବେ। ଏହାଛଡ଼ା ନାୟିକା ଭୂମିକାରେ କରିନା କପୁରଙ୍କୁ…
ବିବାହ କରିବେ ଟେଲି ପରଦାର ନାଗିନ୍, ଜାଣନ୍ତୁ ଭାବି ସ୍ବାମୀ କିଏ?
ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଚନ୍ଦନା। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ପ୍ରେମିକ କରନ୍ ଶର୍ମାଙ୍କ ହାତ ଧରିବେ ସେ। ଉଭୟ ପରସ୍ପରକୁ ତେର ବର୍ଷରୁ ଅଧିକ…
Archives


