Tag Archives: Entertainment News

ପତ୍ନୀଙ୍କଠାରୁ ଅଲଗା ହେବେ ‘ବାଗ୍‌ବାନ୍‌’ ଫେମ୍‌ ଅଭିନେତା ଅମନ ବର୍ମା

ମୁମ୍ବାଇ: ସୁପରଷ୍ଟାର ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼କୁ ନେଇ ଖବର ଥମି ନ ଥିବା ବେଳେ ଏବେ ଆଉ ଜଣେ ଅଭିନେତା ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ସେ ହେଲେ ବାଗବାନ୍‌ ଭଳି ସିନେମାରେ ତଥା ଅନେକ ଟେଲିଭିଜନ ଶୋ’ରେ ନିଜର…

ସୀମା ଟପିଗଲେ ଉଦିତ ନାରାୟଣ, ମହିଳା ପ୍ରଶଂସକଙ୍କ ଗାଲ-ଓଠକୁ ଚୁମ୍ବନ ଦେଇ ବିବାଦରେ…

ମୁମ୍ବାଇ: ବିବାଦରେ ଫସିଛନ୍ତି ଖ୍ୟାତନାମା ଗାୟକ ଉଦିତ ନାରାୟଣ। ଏକ ଲାଇଭ୍‌ କନ୍‌ସର୍ଟରେ ଜଣେ ମହିଳା ପ୍ରଶଂସକଙ୍କୁ ସେ ଚୁମ୍ବନ ଦେଇଥିଲେ। ଏହାର ଏକାଧିକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଟ୍ରୋଲ କରାଯାଉଛି। ଏଭଳି ବ୍ୟବହାର ତାଙ୍କଠାରୁ ଆଶା କରାଯାଉ…

ସବୁଦିନ ଲାଗି ସସ୍‌ପେଣ୍ଡ ହୋଇଗଲା ସ୍ବରା ଭାସ୍କରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ

ମୁମ୍ବାଇ: ସବୁଦିନ ଲାଗି ସସ୍‌ପେଣ୍ଡ ହୋଇଯାଇଛି ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଟୁଇଟର ଆକାଉଣ୍ଟ। ସେ ନିଜେ ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ଯୋଗୁ ଏଭଳି ହୋଇଥିବା ସେ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି। ଟୁଇଟର ତରଫରୁ…

୩ ଦିନ ହେବ ଘରକୁ ଫେରି ନ ଥିଲେ, ଆଜି ବୈତରଣୀରୁ ମିଳିଲା ମୃତଦେହ

ଆନନ୍ଦପୁର,୧୮ା୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ଅମାରଙ୍ଗ ବୈତରଣୀ ନଦୀ ଘାଟରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନାରୁ ଜଣାପଡ଼ିଛି, ଧକୋଠା ଅମାରଙ୍ଗ ଗ୍ରାମର ଚିନ୍ତାମଣି ପଲେଇ (୫୨)ତିନି ଦିନ ହେବ ନିଖୋଜ ଥିଲେ। ପରିବାର…

ସୈଫଙ୍କ ଉପରେ ଆକ୍ରମଣ କରିଥିଲେ କି ‘ଶାହିଦ୍‌’? ହେଲା ବଡ଼ ଖୁଲାସା…

ମୁମ୍ବାଇ,୧୭।୧: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଗୋଟିଏ ପରେ ଗୋଟିଏ ଅପ୍‌ଡେଟ୍‌ ସାମ୍ନାକୁ ଆସୁଛି। ପୋଲିସ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରି ପଚରାଉଚରା କରୁଛି। ତାଙ୍କ ନାମ ‘ଶାହିଦ୍‌’ ବୋଲି ଜଣାପଡ଼ିଛି। ଫକ୍‌ଲ୍ୟାଣ୍ଡ…

୪୫ ବର୍ଷ ବୟସରେ ଲୁଚାଛପାରେ ବିବାହ କଲେ ପ୍ରଭାସ !

ହାଇଦ୍ରାବାଦ: ଆଜିକାଲି ବେଶ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ। ସୋସିଆଲ ମିଡିଆରେ ଏବେ ପ୍ରଭାସ ଲୁଚାଛପାରେ ବିବାହ କରିଦେବା ଖବର ଭାଇରାଲ ହେଉଛି। ନିକଟରେ ଟ୍ରେଡ୍‌ ଆନାଲିଷ୍ଟ ମନୋବାଲା ବିଜୟାବଲାନ ଏକ୍ସ ଆକାଉଣ୍ଟରେ ଏକ ଟୁଇଟ୍‌ ଶେୟାର କରିଥିଲେ। ଏହାପରଠାରୁ…

ବିବାହର ୩୩ ବର୍ଷ ପରେ ମକ୍କା ଯାଇ ଧର୍ମ ବଦଳାଇଲେ ଗୌରୀ ଖାନ୍‌? ଫଟୋ ଭାଇରାଲ ପରେ…

ମୁମ୍ବାଇ: ବି-ଟାଉନ୍‌ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ କିଙ୍ଗ ଖାନ୍‌ ଶାହାରୁଖ ଖାନ୍‌ ଏବଂ ଗୌରୀ ଖାନ୍‌ ଅନ୍ୟତମ। ଆଜି ବି ଅନେକଙ୍କ ପାଇଁ ତାଙ୍କ ପ୍ରେମ ଉଦାହରଣ ପାଲଟିଛି। କାରଣ ଭିନ୍ନ ଧର୍ମର ହୋଇଥିଲେ ହେଁ ଦୁହେଁ ପରସ୍ପରକୁ ଜୀବନସାଥୀ ରୂପେ…

ରିଲିଜ ପୂର୍ବରୁ ଚର୍ଚ୍ଚାରେ ବର୍ଷାଙ୍କ ଫିଲ୍ମ ‘ଓ୍ବାଇଫ୍‌’; ଅନୁଭବଙ୍କ ସହ ସମ୍ପର୍କକୁ…

ଭୁବନେଶ୍ୱର,୨୮।୧୨: ପୁଣି ଚର୍ଚ୍ଚାରେ ଓଲଉଡ୍‌ର ଅନ୍ୟତମ ସୁପରହିଟ୍‌ ଯୋଡ଼ି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ। ଗୋଟିଏ ପଟେ ଅନୁଭବଙ୍କ ଜୀବନକୁ ନେଇ ଦିଲ୍ଲୀର ଖବରଦାତା ଜାଗୃତି ଶୁକ୍ଳା ‘ବ୍ଲକବଷ୍ଟର ଟୁ ବାଲାଟ ବକ୍ସ’ ନାମକ ଏକ ପୁସ୍ତକ ରଚନା କରୁଥିବା…

‘ମହାତ୍ମା ଗାନ୍ଧୀ ପାକିସ୍ତାନର ‘ଜାତୀୟ ପିତା’, ଭୁଲବଶତଃ ଭାରତର ବୋଲି କୁହାଯାଉଛି’

ମୁମ୍ବାଇ: ବିବାଦରେ ଭେଟେରାନ ବଲିଉଡ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ। ଅନେକ ଥର ଶାହାରୁଖ ଖାନ୍‌ ଏବଂ ସଲମାନ ଖାନଙ୍କ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି ସେ। ଏବେ ସେ ଆଲୋଚନା ବେଳେ ମହାତ୍ମା ଗାନ୍ଧୀଙ୍କୁ ପାକିସ୍ତାନର ଜାତୀୟ ପିତା…

ନିଖୋଜ, ଅପହରଣ ନା ପ୍ରଚାର…ହାସ୍ୟ ଅଭିନେତା ସୁନୀଲ ପାଲ ନିଖୋଜ ନେଇ ଥାନାରେ ପତ୍ନୀ

ମୁମ୍ବାଇ,୩।୧୨: ଅଭିନେତା ତଥା ଲୋକପ୍ରିୟ କମେଡିଆନ୍‌ ସୁନୀଲ ପାଲଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ସେ ନିଖୋଜ ଥିବା ନେଇ ପତ୍ନୀ ସାନ୍ତାକ୍ରୁଜ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସାରା ଦିନ ପତ୍ନୀଙ୍କ ସହ ସମ୍ପର୍କ ହୋଇପାରିନାହିଁ। ଫୋନ୍‌ କରିବାରେ…

ନାଗାର୍ଜୁନଙ୍କ ଯୋଗୁ ବିବାହର ବର୍ଷକ ପରେ ଶୋଭିତାଙ୍କୁ ଭେଟିଥିଲେ ନାଗା ଚେତନ୍ୟ, ଏବେ ହେଲା ଖୁଲାସା…

ହାଇଦ୍ରାବାଦ: ଆଉ ଦିନ କେଇଟାର ଅପେକ୍ଷା। ପ୍ରେମିକା ଶୋଭିତା ଧୁଲିପାଲାଙ୍କ ହାତ ଧରିବେ ସାଉଥ୍‌ ସୁପରଷ୍ଟାର ନାଗା ଚେତନ୍ୟ। ଇତିମଧ୍ୟରେ ବିବାହକୁ ନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କାର୍ଡ ଛପା ସରିଥିବା ବେଳେ ଅତିଥି ତାଲିକା ପ୍ରସ୍ତୁତ ହେଉଛି। ଏମିତିରେ…

ସଲମାନ ରାଗି ଯାଇ ଭାଙ୍ଗି ଦେଇଥିଲେ ଐଶ୍ୱର୍ଯ୍ୟାଙ୍କ ହାତ! ଗୁମର ଖୋଲିଲେ ପୂର୍ବ ପ୍ରେମିକା…

ବମ୍ବେ: ବଲିଉଡ ଦବଙ୍ଗ ଖାନ୍‌ ସଲମାନଙ୍କ ସହ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମକାହାଣୀ ଆଜି ବି ରହୁଛି ଚର୍ଚ୍ଚାରେ। ଏକ ସମୟରେ ଦୁହେଁ ଦୁହିଁଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ହେଲେ ସମ୍ପର୍କରେ ଘୋଟି ଆସିଥିଲା କଳା ବାଦଲ। ସଲମାନଙ୍କ ଉପରେ ନାନାଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri