ସକାଳୁ ସକାଳୁ ଚମ୍ପୁଆରେ ଏନ୍କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି… କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ ଥିବା ସୂଚନା ମିଳିଛି। ଏସ୍ଡିପିଓ ଚମ୍ପୁଆ ରଶ୍ମି ରଞ୍ଜନ ସାହୁ ଙ୍କ ନେତୃତ୍ୱରେ…