୧୦ ବର୍ଷରେ ଚାରି ହଜାର କୋଟି ଟଙ୍କା ଛାଡ କରିଦେଲେ ସରକାର, ସର୍ବାଧିକ ଲାଭାନ୍ବିତ ହେଲା ଏହି କମ୍ପାନୀ ଭୁବନେଶ୍ୱର,୧୧।୧୨: ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଅଧୀନରେ ୧୪ ଟି ଶିଳ୍ପ ପାଇଁ ରାଜ୍ୟ ସରକାର ୪୦୯୭.୬୭ କୋଟି ଟଙ୍କା ବିଦ୍ୟୁତ୍ ଦେୟ ଛାଡ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ବୁଧବାର ବିଧାନସଭାରେ ଏହି...