ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ ସୁଗୁଣ ବଖାଣିଲେ ଅମିତ ଶାହା ନୂଆଦିଲ୍ଲୀ,୧୫।୧୨: ସମ୍ପ୍ରତି ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଫଳାଫଳ ପ୍ରମାଣ କରୁଛି ଦେଶରେ ଏବେ ମୋଦି ଯୁଗ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ନିର୍ବାଚନରେ ଭାଜପା ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଏଥିରେ ବିପୁଳ ସଫଳତା ହାସଲ କରିଥିଲା। ଭାରତୀୟ ଜନତା ପାର୍ଟିରେ...