କିଏ ସେହି ଶକ୍ତି ଦୁବେ: ଯିଏ ହେଲେ UPSC ଟପ୍ପର, ଜାଣନ୍ତୁ କେମିତି ଥିଲା ତାଙ୍କ ଯାତ୍ରା
ପ୍ରୟାଗରାଜ,୨୨।୪: ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ଆଜି ପ୍ରକାଶ ପାଇଛି। ଶକ୍ତି ଦୁବେ UPSC ସିଭିଲ ସର୍ଭିସେସ ପରୀକ୍ଷା ୨୦୨୪ରେ ଶୀର୍ଷ ସ୍ଥାନ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି।...
UPSC ଫଳାଫଳ ପ୍ରକାଶିତ: ଜାଣନ୍ତୁ କେମିତି କରିବେ ଚେକ୍
ନୂଆଦିଲ୍ଲୀ,୨୨।୪:ଲୋକସେବା ଆୟୋଗ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ପ୍ରୟାଗରାଜର ଶକ୍ତି ଦୁବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସମସ୍ତ ପ୍ରାର୍ଥୀ upsc.gov.in କୁ ଯାଇ ଗୋଟିଏ କ୍ଲିକ୍ରେ ସେମାନଙ୍କର ଫଳାଫଳ ଦେଖିପାରିବେ। ଏଥର, ଭାରତୀୟ ପ୍ରଶାସନିକ ସେବା...
ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବ ଜାତୀୟ ଶିକ୍ଷା ନୀତି: ୪ ବର୍ଷ ହେବ ସ୍ନାତକ କୋର୍ସ, ୭ ବର୍ଷ ପରେ…
ଭୁବନେଶ୍ୱର,୯।୧୧: ୨୦୨୪-୨୫ ଶିକ୍ଷା ବର୍ଷରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ...
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୨ ଲକ୍ଷ ୫ ହଜାର ପଦବୀ: ଶିକ୍ଷା, ସ୍ୱାସ୍ଥ୍ୟରେ ସର୍ବାଧିକ
ଭୁବନେଶ୍ୱର,୨।୯: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ ଲକ୍ଷ ୫ ହଜାର ପଦବୀ ଖାଲି ପଡିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମୋଟ କର୍ମଚାରୀ ସଂଖ୍ୟା ୫ ଲକ୍ଷ ୯୬ ହଜାର...
ମନ୍ତ୍ରୀ ଦେଲେ ବଡ଼ ସୂଚନା, ପୁଣି ସଂଶୋଧନ ହେବ ବିଶ୍ୱବିଦ୍ୟାଳୟ ଆଇନ
ଭୁବନେଶ୍ୱର,୩୦ା୮: ପୁଣି ସଂଶୋଧନ ହେବ ୨୦୨୦ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ। ଏନେଇ ଶୁକ୍ରବାର ବିଧାନସଭାରେ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ପୁରୁଣା ଢାଞ୍ଚାକୁ ଫେରିବୁ, ସିନେଟ୍ ବ୍ୟବସ୍ଥା ରହିବ। ବିଶ୍ୱବିଦ୍ୟାଳୟ...
ମିଳିଲାନି ଚାକିରି, ଆତ୍ମହତ୍ୟା କଲେ ଦମ୍ପତି
ନୂଆଦିଲ୍ଲୀ, ୭।୭: ଏମ୍ବିଏ ଭଳି ପ୍ରଫେଶନାଲ ଡିଗ୍ରୀ କରିବା ପରେ ମଧ୍ୟ ଆଜିକାଲି ଚାକିରି ମିଳୁନାହିଁ । ଫଳରେ ବେରୋଜଗାରୀ ବୃଦ୍ଧି ପାଉଛି ଏବଂ ବେରୋଜଗାର କାରଣରୁ ଅବଷାଦରେ ପଡ଼ି ଜୀବନ ହାରୁଛନ୍ତି ଯୁବପୀଢ଼ି । ଏମିତି ଏକ ଘଟଣା...
ଶିକ୍ଷାଠାରୁ ବିବାହରେ ଅଧିକ ଖର୍ଚ୍ଚ କରୁଛନ୍ତି ଭାରତୀୟ
ଭୁବନେଶ୍ୱର,୧ା୭(ଅନୁରାଧା ମହାରଣା): ଭାରତୀୟମାନେ ଖାଦ୍ୟକୁ ବାଦ ଦେଲେ ସବୁଠାରୁ ଅଧିକ ଖର୍ଚ୍ଚ ବିବାହ ଉତ୍ସବରେ ଖର୍ଚ୍ଚ କରନ୍ତି। ଏପରିକି ଭାରତୀୟତମାନେ ଶିକ୍ଷା ପାଇଁ ବ୍ୟୟ କରୁଥିବା ଅର୍ଥର ଦୁଇଗୁଣାରୁ ଅଧିକ ବିବାହରେ ଖର୍ଚ୍ଚ କରିଥାନ୍ତି। ଭାରତୀୟ ବିବାହ ଉଦ୍ୟୋଗକୁ ନେଇ...
RRB Recruitment: ରେଳବାଇରେ ଅନେକ ପଦବୀ ଲାଗି ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା, ସବିଶେଷ ସୂଚନା ଜାଣନ୍ତୁ…
ଭୁବନେଶ୍ୱର,୭।୨: ରେଳବାଇରେ ଚାକିରି ଆଶାୟୀଙ୍କ ଲାଗି ଭଲ ସୁଯୋଗ। ରେଳବାଇ ନିଯୁକ୍ତି ବୋର୍ଡ (ଆର୍ଆର୍ବି) ଏଏଲ୍ପି(ALP), ଟେକ୍ନିସିଆନ, ଅଣ ଟେକ୍ନିସିଆନ, ଜେଇ(JE) ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଏହାର ନିଯୁକ୍ତି ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ ପାଇଛି। ଆଶାୟୀମାନେ ଆର୍ଆର୍ବିର ଅଫିସିଆଲ...
CBSE Exam: ସିବିଏସ୍ଇ ଦଶମ, ଦ୍ୱାଦଶ ଆଡ୍ମିଟ କାର୍ଡ ଜାରି, ଆସନ୍ତା ୧୫ରୁ ପରୀକ୍ଷା…
ଭୁବନେଶ୍ୱର, ୬।୨(ଅସମାପିକା ସାହୁ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସିବିଏସ୍ଇ ଅଫିସିଆଲ ୱେବ୍ସାଇଟ cbse.gov.inରେ ଆଡ୍ମିଟ୍ କାର୍ଡ ଉପଲବ୍ଧ କରାଯାଇଛି। ସ୍କୁଲଗୁଡିକ ଏହି...
ଦୁଇଟି ଏମ୍ଫିଲ୍ କୋର୍ସର ବୈଧତା ବଢ଼ାଇଲା UGC, ଜାଣନ୍ତୁ କେଉଁ ପର୍ଯ୍ୟନ୍ତ କରିପାରିବେ ଆଡମିଶନ
ନୂଆଦିଲ୍ଲୀ,୩୧।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦୁଇଟି ଏମ୍ଫିଲ୍ ପାଠ୍ୟକ୍ରମର ବୈଧତା ବୃଦ୍ଧି କରିଛି। ଏଥିରେ କ୍ଲିନିକାଲ ସାଇକୋଲୋଜି ଏବଂ ସାଇକ୍ରାଟ୍ରିକ ସୋସିଆଲ ଓ୍ବାର୍କରେ ଏମ୍ଫିଲ୍ ଅନ୍ତର୍ଭୁକ୍ତ।ଏହି ଦୁଇଟିର ବୈଧତା ୨୦୨୫-୨୦୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମଙ୍ଗଳବାର ଆୟୋଗ...
ୟୁଜିସି ନେଟ୍ ୨୦୨୩ ପରୀକ୍ଷା ଲାଗି ବଢ଼ିଲା ଆବେଦନର ଅନ୍ତିମ ତାରିଖ, ଆଶାୟୀ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ, ୨୭।୧୦: ୟୁଜିସି ନେଟ୍ ପରୀକ୍ଷା ନେଇ ପ୍ରସ୍ତୁତି କରୁଥିବା ଆଶାୟୀଙ୍କ ଲାଗି ବଡ଼ ଅପ୍ଡେଟ୍ ସାମ୍ନାକୁ ଆସିଛି। ଏନ୍ଟିଏ ୟୁଜିସି ନେଟ୍ ଡିସେମ୍ବର ପରୀକ୍ଷା ଲାଗି ଆବେଦନର ଅନ୍ତିମ ତାରିଖକୁ ବଢ଼ାଇ ଦେଇଛି। ଏଣୁ ଯେଉଁମାନେ ଏଯାବତ ଆବେଦନ...
Archives


