ଦିଲ୍ଲୀ-ଏନସିଆରରେ ତୀବ୍ର ଭୂମିକମ୍ପ ଅନୁଭୂତ, ରିକ୍ଟର ସେଲରେ ତୀବ୍ରତା ୫.୨ ନୂଆଦିଲ୍ଲୀ,୬/୧୧: ଉତ୍ତର ଭାରତଏର ପୁଣି ଭୂକମ୍ପ ଝଟକା। ସୋମବାର ଅପରାହ୍ନରେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର କେନ୍ଦ୍ରବିନ୍ଦୁ ନେପାଳରେ ରହିଥିବା କୁହାଯାଉଛି। ଗତ ଚାରି ଦିନରେ ଏହା ଦ୍ୱିତୀୟ ଭୂମିକମ୍ପ। ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ଡରେ ମଧ୍ୟ ଲୋକମାନେ ଭୂକମ୍ପ...