ହ୍ବାଇଟ ହାଉସ କଲା ବଡ଼ ଖୁଲାସା: ମୋଦି-ଟ୍ରମ୍ପଙ୍କ ମଧ୍ୟରେ…
ନୂଆଦିଲ୍ଲୀ,୫।୧୧: ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ପୁଣି ଥରେ ମଜବୁତ ହେଉଥିବା ପରି ମନେ ହେଉଛି। ମଙ୍ଗଳବାର ହ୍ବାଇଟ ହାଉସ କହିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କଥାବାର୍ତ୍ତା କରୁଛନ୍ତି,…
ଆମେରିକାକୁ ଚେତାଇ ଦେଲା ଚାଇନା, ସୀମାରେଖା ଟପିଲେ ଭୋଗିବ ପରିଣାମ
ନୂଆଦିଲ୍ଲୀ,୪।୧୧: ଦକ୍ଷିଣ କୋରିଆରେ ଚାଇନାର ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସାକ୍ଷାତକାରର କିଛି ଦିନ ପରେ ବେଜିଂ ୱାଶିଂଟନ୍କୁ ପୁଣି ଏକ ଚେତାବନୀ ଦେଇଛି। ଦ୍ୱିପାକ୍ଷିକ ସମ୍ପର୍କରେ ଅଧିକ ତିକ୍ତତା ଏଡ଼ାଇବା ପାଇଁ ଆମେରିକା ଚୀନ୍ର…
ନାଇଜେରିଆ ଉପରେ ଏୟାରଷ୍ଟ୍ରାଇକ ଧମକ ଦେଲେ ଟ୍ରମ୍ପ, କଡ଼ା ଜବାବ ଦେଲା ଚାଇନା
ନୂଆଦିଲ୍ଲୀ,୪।୧୧: ଖ୍ରୀଷ୍ଟିଆନମାନଙ୍କ ଉପରେ ହେଉଥିବା କଥିତ ଅତ୍ୟାଚାରକୁ ନେଇ ନାଇଜେରିଆ ବିରୋଧରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଧମକକୁ ଚାଇନା ଏହାକୁ ଦୃଢ଼ ବିରୋଧ କରିଛି। ଚାଇନା ନାଇଜେରିଆ ସରକାରଙ୍କୁ ସେମାନଙ୍କର ରାଷ୍ଟ୍ରୀୟ ପରିସ୍ଥିତି ଅନୁରୂପ ବିକାଶ…
ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ‘ପରିଣାମ’ ଜାଣିଛନ୍ତି ଜିନ୍ପିଙ୍ଗ୍
ଆମେରିକା,୨ା୧୧: ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ତାଇୱାନ ଉପରେ ଆକ୍ରମଣ କଲେ ତା’ର ‘ପରିଣାମ’ କ’ଣ ହେବ, ସେ ବିଷୟରେ ଜାଣିଛନ୍ତି ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚେତାବନୀ ଦେଇଛନ୍ତି। ତେବେ, ଆମେରିକା ତାଇୱାନକୁ ସାମରିକ ସୁରକ୍ଷା…
ୟୁକ୍ରେନ ପାଖେ ଏମିତି ଦାବି କଲା ରୁଷିଆ, ଯାହାକୁ ଦେଖି ରାଗିଗଲେ ଟ୍ରମ୍ପ, ବାତିଲ କରିଦେଲେ ମିଟିଂ
ଓ୍ବାଶିଂଟନ୍,୧।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ଯୋଜନାବଦ୍ଧ ବୈଠକ ବାତିଲ କରିଛନ୍ତି। ଏହା ଆମେରିକା ଏବଂ…
ଚାଇନା ଉପରୁ ଟାରିଫ୍ ହଟାଇଲେ ଟ୍ରମ୍ପ
ଓ୍ବାଶିଂଟନ,୩୦ା୧୦: ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗଙ୍କ ସହ ସାକ୍ଷାତ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଚାଇନା ଉପରୁ ଟାରିଫ୍ ବା ଶୁଳ୍କ ହ୍ରାସ କରିଛନ୍ତି। ଗୁରୁବାର ଦକ୍ଷିଣ କୋରିଆର ବୁସାନରେ ଟ୍ରମ୍ପ ଏବଂ…
ଆମେରିକାର କଟକଣା ଆଗରେ ମୁଣ୍ଡ ନୁଆଁଇବ ନାହିଁ ରୁଷିଆ: ପୁଟିନଙ୍କ କଡ଼ା ଚେତାବନୀ
ନୂଆଦିଲ୍ଲୀ,୨୩ା୧୦: ରୁଷିଆର ବଡ଼ ତେଲ କମ୍ପାନୀଗୁଡ଼ିକ ଉପରେ ଆମେରିକା ଲାଗୁ କରିଥିବା କଟକଣାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର କଡ଼ା ଜବାବ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ମସ୍କୋ କେବେ ବି ଆମେରିକା କିମ୍ବା ଅନ୍ୟ କୌଣସି…
ପୁଟିନ୍ଙ୍କ ସହ ସାକ୍ଷାତ ବାତିଲ୍ କଲେ ଟ୍ରମ୍ପ, କହିଲେ ପୁଟିନଙ୍କ ସହ…
ଓ୍ୱାଶିଂଟନ୍,୨୨।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ତାଙ୍କର ଯୋଜନା ହୋଇଥିବା ବୈଠକକୁ ସ୍ଥଗିତ ରଖିଛନ୍ତି। ଏହାକୁ ସେ “ସମୟର ଅପଚୟ” ବା “ଅକାମୀ ବୈଠକ” ହେବାକୁ ଦେବାକୁ ଚାହୁଁନାହାନ୍ତି ବୋଲି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍…
ପୁଣି ଟାରିଫ୍ ବମ୍ ପକାଇଲେ ଟ୍ରମ୍ପ, ଏହି ଦେଶଗୁଡ଼ିକୁ ଲାଗିବ ଝଟ୍କା
ଓ୍ବାଶିଂଟନ,୧୮ା୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନଭେମ୍ବର ୧ରୁ ଆମଦାନୀ ହେଉଥିବା ମଧ୍ୟମ ଏବଂ ଭାରୀ ଟ୍ରକ ଏବଂ ଏହାର ପାର୍ଟସ ଉପରେ ନୂଆ ୨୫% ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମଦାନୀ ହେଉଥିବା ବସ୍ ଉପରେ ମଧ୍ୟ ୧୦%…
ରୁଷିଆଠାରୁ ଭାରତ ତେଲ କିଣିବ କି ନାହିଁ ହେଲା ସ୍ପଷ୍ଟ, ପୁଣି ଥରେ ଧରାପଡ଼ିଗଲା ଟ୍ରମ୍ପଙ୍କ ମିଛ
ନୂଆଦିଲ୍ଲୀ,୧୬ା୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରି କହିଛନ୍ତି ଯେ, ଭାରତ ଆଉ ରୁଷିଆରୁ ତେଲ କିଣିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ବିଷୟରେ ଆଶ୍ୱାସନା ଦେଇଛନ୍ତି। ଟ୍ରମ୍ପଙ୍କ ବୟାନ…
ବିଳିବିଳେଇ ହୋଇ ଏମିତି କଥା କହିଦେଲେ ଟ୍ରମ୍ପ: ସାରା ବିଶ୍ୱରେ ହଲଚଲ
ଓ୍ବାଶିଂଟନ୍,୧୬।୧୦: ଆମେରିକାର ରାଷ୍ଟ୍ରପତି ବହୁତ ଦିନ ଧରି ନୋବେଲ ପୁରସ୍କାର ପାଇବାକୁ ଚାହିଁ ରହିଥିଲେ, କିନ୍ତୁ ତାଙ୍କୁ ଏହା ମିଳି ନ ଥିଲା। ଟ୍ରମ୍ପ ଗଭୀର ନିରାଶ ହୋଇଥିଲେ। ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଦାୟୀ ବୋଲି…
ଚାଇନା କଲା ଏମିତି କାମ, ରାଗିକି ନିଆଁବାଣ ହୋଇଗଲେ ଟ୍ରମ୍ପ, କହିଲେ ଶେଷ କରିଦେବୁ…
ଓ୍ବାଶିଂଟନ,୧୫।୧୦: ଆମେରିକା ଏବଂ ଚାଇନା ମଧ୍ୟରେ ଟାରିଫ୍ ଯୁଦ୍ଧ ଆକ୍ରମଣାତ୍ମକ ରୂପ ନେବା ପରି ମନେ ହେଉଛି। ଚାଇନା ପୂର୍ବରୁ ସୋୟାବିନ ନ କିଣିବା ନିଷ୍ପତ୍ତି ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚକିତ କରିଥିଲା। ଏବେ, ଟ୍ରମ୍ପ ବେଜିଂକୁ ରନ୍ଧନ ତେଲ…
Archives


