ଭାରତ ସହ ପଙ୍ଗା ନେବା ପଡିଲା ମହଙ୍ଗା, ବଡ଼ ସମସ୍ୟାରେ ଫସିଲେ ଟ୍ରମ୍ପ
ଓ୍ବାଶିଂଟନ୍,୨୨।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି କଠୋର ମନୋଭାବ ପୋଷଣ କରିଛନ୍ତି। ସେ ପୂର୍ବରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲାଗୁ କରିଥିଲେ, କିନ୍ତୁ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏଥିପାଇଁ ଟ୍ରମ୍ପ ତାଙ୍କ ଦେଶରେ…
ଟ୍ରମ୍ପଙ୍କ ସହ ବଡ଼ ଡିଲ୍ କଲା ପାକିସ୍ତାନ, ଭାରତକୁ ଜୋରଦାର ଝଟ୍କା!
ଇସଲାମାବାଦ/ନୂଆଦିଲ୍ଲୀ: ପାକିସ୍ତାନର ସେନା ମୁଖ୍ୟ ମୁନୀର ଭାରତ ବିରୋଧରେ ନିୟମିତ ଭାବେ ଷଡଯନ୍ତ୍ର କରୁଥିବା ଅଭିଯୋଗ ହେଉଛି। ସେ ପାକିସ୍ତାନର ପୂର୍ବତନ ‘ତିନି ଏ’ (Army, Allah, America) ରଣନୀତିକୁ ଆଗେଇ ନେଇ ଏକ ନୂଆ ଚତୁର୍ଥ ‘ଏ’ଆଟମ (Atomic Weapons)ଯୋଡିି…
ମୋଦି ଉଠାଇଲେ ବଡ଼ ପଦକ୍ଷେପ, ଛାନିଆ ହୋଇଗଲେ ଟ୍ରମ୍ପ, ଏବେ…
ନୂଆଦିଲ୍ଲୀ,୨୧।୮: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ “ମୃତ ଅର୍ଥନୀତି” ବୋଲି କହିଥିଲେ ଏବଂ ଆମେରିକାର ଟାରିଫ୍କୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଏହି ବିବୃତ୍ତି ପରେ, ଭାରତ-ଆମେରିକା ବାଣିଜ୍ୟ ଆଲୋଚନା ପ୍ରାୟ ସ୍ଥଗିତ ରହିଛି। ଏବେ…
ଜେଲେନସ୍କିଙ୍କ ସହ ଭେଟ ପରେ ବଡ଼ ଘୋଷଣା କଲେ ଟ୍ରମ୍ପ: ସାରା ବିଶ୍ୱରେ ହଲଚଲ
ଓ୍ବାଶିଂଟନ,୧୯।୮: ୟୁକ୍ରେନ୍ରେ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ସହ ତ୍ରିପାକ୍ଷିକ ଆଲୋଚନା ଲାଗି ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ୟୁକ୍ରେନ୍ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍ସ୍କି ଆଶାବାଦୀ ଥିବା କହିଛନ୍ତି। ହ୍ବାଇଟ୍ ହାଉସ୍ରେ ୟୁକ୍ରେନ୍…
ଟ୍ରମ୍ପଙ୍କ ସହ ବୈଠକ ପରେ ମୋଦିଙ୍କୁ ଫୋନ କଲେ ପୁଟିନ, କହିଲେ କ’ଣ ହେଲା ଆଲୋଚନା
ନୂଆଦିଲ୍ଲୀ,୧୮।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲାସ୍କାରେ ହୋଇଥିବା ସାମ୍ପ୍ରତିକ ବୈଠକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ ଯୋଗେ ଅବଗତ କରିଛନ୍ତି। ଏହି ବୈଠକ ରୁଷିଆରୁ ତେଲ କିଣୁଥିବା କାରଣରୁ ଭାରତ ଉପରେ…
ଟ୍ରମ୍ପଙ୍କୁ ଭେଟି ନ ଥିଲେ ଅସଲ ପୁଟିନ! ଜାଣନ୍ତୁ କାହିଁକି ହେଉଛି ଏପରି ଚର୍ଚ୍ଚା…
ମସ୍କୋ,୧୬ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଗଷ୍ଟ ୧୫ରେ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଉଭୟଙ୍କର ବହୁତ ଗରମାଗରମ ସାକ୍ଷାତ କରିଥିଲେ, ଯାହାର ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୁହିଁଙ୍କ ସାକ୍ଷାତ ବିଷୟରେ…
ପୁଟିନଙ୍କ ସହ ଭେଟ ପରେ ଭାରତକୁ ନେଇ ବଡ଼ ବୟାନ ଦେଲେ ଟ୍ରମ୍ପ, ବଢିଲା ଟେନଶନ!
ଓ୍ବାଶିଂଟନ୍,୧୬।୮:ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥାବାର୍ତ୍ତା ପରେ ଫକ୍ସ ନ୍ୟୁଜ ସହିତ ଏକ ଆଲୋଚନାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଯୁଦ୍ଧବିରତି ଆଣିଛନ୍ତି।…
ପୁଟିନଙ୍କ ପାଇଁ ଏକ ଖାସ୍ ଜିନିଷ ପଠାଇଥିଲେ ଟ୍ରମ୍ପଙ୍କ ସ୍ତ୍ରୀ, ଜାଣନ୍ତୁ କ’ଣ
ଓ୍ବାଶିଂଟନ,୧୬।୮: ଆଲାସ୍କାର ଆଙ୍କୋରେଜରେ ୧୫ ଅଗଷ୍ଟ, ୨୦୨୫ରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରାୟ ତିନି ଘଣ୍ଟା ଧରି ଏକ ବୈଠକ କରିଥିଲେ। ଦୁଇ ନେତା ଆଞ୍ଚଳିକ…
ପୁଟିନଙ୍କ ସହ ବୈଠକ ପରେ ବଡ଼ ଘୋଷଣା କରିଦେଲେ ଟ୍ରମ୍ପ! ଥରହର ହେଲେ ଭାରତ- ଚାଇନା
ଓ୍ବାଶିଂଟନ,୧୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି ଯେ ଆଗାମୀ ଦୁଇରୁ ତିନି ସପ୍ତାହ ମଧ୍ୟରେ ରୁଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ପାରସ୍ପରିକ ଟାରିଫ୍ ଲାଗୁ କରିବାକୁ ତାଙ୍କୁ ବିଚାର କରିବାକୁ ପଡ଼ିପାରେ। ତଥାପି, ସେ ବର୍ତ୍ତମାନ ଏପରି…
ଟ୍ରମ୍ପଙ୍କୁ ଭେଟିବା ପରେ କହୁ କହୁ ଏମିତି କହିଦେଲେ ପୁଟିନ: ବିଶ୍ୱରେ ଖେଳିଗଲା…
ଓ୍ବାଶିଂଟନ,୧୬।୮: ଆମେରିକାର ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏହି ସାକ୍ଷାତ ପରେ ପୁଟିନ କହିଥିଲେ, ଯଦି ଡୋନାଲ୍ଡ ଟ୍ରମ୍ପ ୨୦୨୨ ମସିହାରେ ହ୍ବାଇଟ ହାଉସରେ ଥାଆନ୍ତେ, ତେବେ ୟୁକ୍ରେନରେ…
ଭାରତ ଉପରେ ଲାଗିବ କମ୍ ଟାରିଫ୍! ମିଳିଲା ବଡ଼ ସଙ୍କେତ…
ଓ୍ବାଶିଂଟନ୍,୧୫।୮: ବିଶ୍ୱରେ ଉତ୍ତେଜନା ଏବଂ ଶୁଳ୍କ ଯୁଦ୍ଧ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାକ୍ଷାତ ହେବାର କାର୍ଯ୍ୟକ୍ରମ ଅଛି, ଯାହା ଉପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ୟୁକ୍ରେନ ସହିତ ଯୁଦ୍ଧ…
ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ନୂଆ ଖୁଲାସା: ପରିସ୍ଥିତି ଏତେ ଉତ୍ତେଜନାପୂର୍ଣ୍ଣ…
ଓ୍ବାଶିଂଟନ୍,୧୫।୮:ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଶେଷ ହେବାର ତିନି ମାସ ବିତିଗଲାଣି, କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହାକୁ ନେଇ ନୂଆ ନୂଆ ଦାବି କରୁଛନ୍ତି। ସେ ଏବେ ଦାବି କରିଛନ୍ତି, ଏହି ଯୁଦ୍ଧ ପରମାଣୁ ଯୁଦ୍ଧରେ ପରିଣତ…
Archives


