IPL ୨୦୨୭ ଅକ୍ସନ୍ ପୂର୍ବରୁ ବଡ଼ ହଲଚଲ୍! ଧୋନୀଙ୍କ ସମେତ ୫ ଚାମ୍ପିଅନ୍ ଖେଳାଳି ବାଦ୍
ନୂଆଦିଲ୍ଲୀ, ୧୮।୧୧: IPL ୨୦୨୭ ମିନି ଅକ୍ସନ୍ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ରିଟେନ୍ ଓ ରିଲିଜ୍ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି । ଏଥର ଅନେକ ବଡ଼ ନାମକୁ ଦଳରୁ ବାଦ୍ ଦିଆଯାଇଛି । ଏହି ତାଲିକାରେ…

