Tag Archives: Dharitri Sports News

ଜଣାପଡ଼ିଲା କାରଣ, ଏଥିଲାଗି ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାକୁ ଚାହାନ୍ତି ନାହିଁ ଗୌତମ ଗମ୍ଭୀର…

ନୂଆଦିଲ୍ଲୀ,୧୭।୭: ଶ୍ରୀଲଙ୍କା ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ଖୁବ୍‌ଶୀଘ୍ର ହେବାକୁ ଯାଉଛି। ଭାରତୀୟ ଚୟନ କମିଟି ଖୁବ୍‌ଶୀଘ୍ର ଟି୨୦ ଏବଂ ଦିନିକିଆ ଟିମ୍‌ର ଘୋଷଣା କରିପାରେ। ହେଲେ ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ଆଗାମୀ ଟି୨୦ ଅଧିନାୟକ କିଏ ହେବ…

‘ଏକ ନୂଆ କାହାଣୀ ଲେଖିବା’…ଭିଡିଓ ଜାରି କରି ପ୍ରଶଂସକଙ୍କୁ ଭାବବିହ୍ବଳ ବାର୍ତ୍ତା ଦେଲେ ଗମ୍ଭୀର-Video

ନୂଆଦିଲ୍ଲୀ,୧୬।୭: ଟିମ୍‌ ଇଣ୍ଡିଆର ନୂତନ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି ଗୌତମ ଗମ୍ଭୀର। କୋଲକାତା ନାଇଟ୍‌ ରାଇଡର୍ସକୁ ଆଇପିଏଲ୍‌ ୨୦୨୪ ଟାଇଟଲ ଜିତାଇବା ପରେ ସେ ଜାତୀୟ ଦଳର କୋଚ୍‌ ଦାୟିତ୍ୱକୁ ବାଛିଛନ୍ତି। ଖୁବ୍‌ଶୀଘ୍ର ଶ୍ରୀଲଙ୍କା ସିରିଜଠାରୁ ତାଙ୍କର ଯାତ୍ରା ଆରମ୍ଭ…

କେ ଏଲ୍‌ ନୁହନ୍ତି ଗିଲ ହେବେ ଅଧିନାୟକ? ବିଶ୍ୱକପ୍‌ ପରେ ଏବେ…

ନୂଆଦିଲ୍ଲୀ,୧୬।୭: ଜିମ୍ବାଓ୍ବେରେ ଟି୨୦ ସିରିଜ ଜିତିବା ପରେ ଟିମ୍‌ ଇଣ୍ଡିଆ ଏବେ ଶ୍ରୀଲଙ୍କା ଗସ୍ତରେ ଯିବ। ସେଠାରେ ଭାରତୀୟ ଟିମ୍‌କୁ ୩ ଦିନିକିଆ ଏବଂ ୩ ଟି୨୦ ମୁକାବିଲା ଖେଳିବାକୁ ହେବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏନେଇ ଭାରତୀୟ ଟିମ୍‌…

Video: ଲାଇଭ୍‌ ଶୋ’ରେ ବର୍ଷିଲେ ହରଭଜନ: କହିଲେ ଟିମ୍‌ ଇଣ୍ଡିଆ ପାକିସ୍ତାନ ଯିବାର ପ୍ରଶ୍ନ ନାହିଁ …

ନୂଆଦିଲ୍ଲୀ,୧୩।୭: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ହେବାକୁ ଯାଉଛି। ହେଲେ ଏବେଠାରୁ ଟୁର୍ନାମେଣ୍ଟକୁ ନେଇ ବିବାଦ ଦେଖାଦେଇଛି। ବିସିସିଆଇ ଭାରତ ସରକାରଙ୍କ ଅନୁମତି ବିନା ଟିମ୍‌ ଇଣ୍ଡିଆକୁ ପାକିସ୍ତାନକୁ ପଠାଇବ ନାହିଁ। ଏମିତିରେ ପଡୋଶୀ ଦେଶକୁ ଯିବା ଏକପ୍ରକାର…

ICC ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ବଡ଼ିବ ଟିମ୍‌ ଇଣ୍ଡିଆ? ବଡ଼ ଦାବି କଲା ପାକିସ୍ତାନୀ ଗଣମାଧ୍ୟମ…

ନୂଆଦିଲ୍ଲୀ,୧୨।୭: ୨୦୨୫ ଚାମ୍ପଅନ୍ସ ଟ୍ରଫିର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ମିଳିଛି। ଏହି ଆଇସିସି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଜୋରଦାର ପ୍ରସ୍ତୁତି ଚଳାଇଛି। ଆସନ୍ତା ବର୍ଷ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ଯାଏ ଏହି ଟୁର୍ନାମେଣ୍ଟ ଖେଳାଯିବ। କିନ୍ତୁ ଏଥିଲାଗି…

ଟିମ୍‌ ଇଣ୍ଡିଆ କୋଚ୍‌ ହେବା ପରେ ଦେଶବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଗମ୍ଭୀର, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ବିସିସିଆଇ ସଚିବ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି। ୪୨ ବର୍ଷୀୟ ଏହି କ୍ରିକେଟରଙ୍କ ନିଯୁକ୍ତି ନେଇ ଘୋଷଣା ହେବା…

କିଏ ସେ ଅଭିଷେକ ଶର୍ମା? ଯିଏ ବନ୍ଧୁଙ୍କ ଅଧିନାୟକତ୍ୱରେ ଭାରତ ପାଇଁ ଡେବ୍ୟୁ କରି ଚର୍ଚ୍ଚାରେ, ହେଲେ ଖେଳାଳି ନମ୍ବର-୧୧୧

ହରାରେ,୬।୭: ଟି୨୦ ବିଶ୍ୱକପ୍‌ ୨୦୨୪ ଜିତିବାର ୭ ଦିନ ପରେ ଟିମ୍‌ଇଣ୍ଡିଆରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। କହିବାର ତାତ୍ପର୍ଯ୍ୟ ଶୁଭମନ ଗିଲଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଜିମ୍ବାଓ୍ବେ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା…

ହୋଇଗଲା ସ୍ପଷ୍ଟ! ହାର୍ଦ୍ଦିକ-ନତାଶାଙ୍କ ସମ୍ପର୍କରେ ଫାଟ…

ନୂଆଦିଲ୍ଲୀ,୬।୭: ଟି୨୦ ବିଶ୍ୱକପ୍‌ ୨୦୨୪ରେ ସ୍ବତନ୍ତ୍ର ଯୋଗଦାନ ଦେଇଥିବା ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। କିଛି ଦିନ ଧରି ପତ୍ନୀ ନତାଶା ଷ୍ଟେନ୍‌କୋଭିକ୍‌ଙ୍କ ସହ ତାଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ନେଇ…

‘ଯାହାକୁ ଏଭଳି ମା’ ମିଳିଛି, ସେ କେବେ ବି ବିଫଳ ହୋଇପାରିବ ନାହିଁ’; ପନ୍ତଙ୍କୁ ଏଭଳି କହି…

ନୂଆଦିଲ୍ଲୀ,୫।୭: ଭାରତୀୟ କ୍ରିକେଟ ଟିମ୍‌ ଟି୨୦ ବିଶ୍ୱକପ୍‌ ୨୦୨୪ ଜିତିବା ପରେ ସ୍ବଦେଶ ଫେରିଛି। ଗୁରୁବାର ଦଳର ଖେଳାଳିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ସମୟରେ ସମସ୍ତେ ନିଜର ପ୍ରଦର୍ଶନ ଉପରେ ଚର୍ଚ୍ଚା କରିଥିଲେ। ବିଶେଷକରି ଟିମ୍‌ ଇଣ୍ଡିଆ ବିଜୟରେ…

ଫାଇନାଲ ପୂର୍ବରୁ ହୃଦୟ ଜିତିଲେ ଦ୍ରାବିଡ, ବିଶ୍ୱକପ୍‌ ଜିତିବାକୁ ନେଇ କହିଲେ…

ନୂଆଦିଲ୍ଲୀ,୨୮।୬: ଭାରତୀୟ ଟିମ୍‌ ଶନିବାର ଆଇସିସି ଟି୨୦ ବିଶ୍ୱକପ୍‌ ଫାଇନାଲ ମୁକାବିଲା ଖେଳିବ। ଶନିବାର ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ କୋଚ୍‌ ଭାବେ ଭାରତୀୟ ଟିମ୍‌ ସହ ରାହୁଲ ଦ୍ରାବିଡଙ୍କ ଏହା ଅନ୍ତିମ ମ୍ୟାଚ୍‌ ହେବ। ଗତ ନଭେମ୍ବରରୁ…

ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ପାଇଁ ସାକ୍ଷାତକାର ଦେଲେ ଗମ୍ଭୀର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୮।୬: ଟିମ୍‌ ଇଣ୍ଡିଆର ଆଗାମୀ ହେଡ୍‌ କୋଚ୍‌ ହେବେ ଗୌତମ ଗମ୍ଭୀର। ଏହା ସ୍ପଷ୍ଟ ହୋଇଥିଲେ ହେଁ କୋଚ୍‌ ନିଯୁକ୍ତି ନେଇ ସମସ୍ତ ପ୍ରକ୍ରିୟାକୁ ଅନୁସରଣ କରୁଛି ବିସିସିଆଇ। ଏକମାତ୍ର ଆବେଦନକାରୀ ହୋଇଥିଲେ ହେଁ ଗମ୍ଭୀରଙ୍କ ସାକ୍ଷାତକାର ନିଆଯାଉଛି। ମଙ୍ଗଳବାର ଗମ୍ଭୀର…

କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନଙ୍କୁ ହରାଇଲେ ୟୁସୁଫ ପଠାନ୍‌, ଭାବୁକ ହୋଇ ଇରଫାନ କହିଲେ ଏମିତି…

ନୂଆଦିଲ୍ଲୀ,୪।୬: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ ଲୋକ ସଭା ନିର୍ବାଚନରେ ବଡ଼ ବିଜୟ ହାସଲ କରିଛନ୍ତି। ତୃଣମୂଳ କଂଗ୍ରେସ ପକ୍ଷରୁ ଲଢ଼ୁଥିବା ୟୁସୁଫଙ୍କୁ ଦଳ ପଶ୍ଚିମବଙ୍ଗର ବହରାମପୁର ଲୋକ ସଭା ଆସନରୁ ପ୍ରାର୍ଥୀ କରିଥିଲା। ସେ କଂଗ୍ରେସର ପୁରୁଖା ନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri