‘ବିକାଶ’ ଲାଗି ଜିଦି
କିଛିବର୍ଷ ଧରି ଭାରତରେ ‘ବିକାଶ’ ଏକ ଚର୍ଚ୍ଚିତ ଶବ୍ଦ ରହିଆସିଛି। ଯେଉଁଠାରେ ଅସଙ୍ଗତି ଦେଖାଦେଉଛି ବା ସମାଲୋଚନା କଲା ଭଳି ପରିସ୍ଥିତି ଉପୁଜୁଛି, ସେଠାରେ ‘ବିକାଶ’ ନାମରେ ସବୁକିଛି ଅତିକ୍ରମ କରାଯିବା ଲାଗି ପ୍ରୟାସ ହେଉଛି। ଏବେ ପ୍ରଶ୍ନ ହେଲାଣି କାହା…
ବିପଦ ଚିହ୍ନିଲେ ବିପର୍ଯ୍ୟୟ ନାହିଁ
ତତ୍ତ୍ୱ ଓ ତର୍କ ବିମଳ ପାଣ୍ଡିଆ ‘ଫାଇଲିନ’ ବାତ୍ୟାର ‘ସଫଳ’ ମୁକାବିଲା ପାଇଁ ଜାତିସଂଘ ଓଡିଶା ସରକାରଙ୍କୁ ବାହାବା କରିଥିଲା। ଏବେ ‘ଫୋନି’ ବାତ୍ୟାର ‘ସଫଳ’ ମୁକାବିଲା କରିଥିବାରୁ ନ୍ୟାଶ୍ନାଲ ଜିଓଗ୍ରାଫିକ ଚ୍ୟାନେଲ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି…
ଚାମୁଣ୍ଡା ଉପାସନା ଓ ଭାରତ
ଡ. ତ୍ରିନାଥ ପଟ୍ଟନାୟକ ଚଣ୍ଡମୁଣ୍ଡ ବିଧ୍ୱଂସିନୀ ଚାମୁଣ୍ଡା, ବିଶ୍ୱ ସଂହାରିଣୀ ହେଲେ ସୁଦ୍ଧା ଦେବୀ ଜଗଜ୍ଜନନୀ, କଲ୍ୟାଣମୟୀ ଦୁର୍ଗାରୂପେ ପରିଚିତା, ଦେବୀ ଚଣ୍ଡମୁଣ୍ଡ ମସ୍ତକ ଦୁଇଟି ଦୁଇ ହାତରେ ଧାରଣ କରିଥିବା ଯୋଗୁ ଚାମୁଣ୍ଡା ନାମରେ ବ୍ୟକ୍ତ ହେଲେ। ଚାମୁଣ୍ଡାଙ୍କ ସହିତ…
ଏଇ ଭାରତରେ
ପାର୍ବଣର କୁମାରୀ ପୂଜା ପରମ୍ପରାରେ ମାନବବାଦ ଓ ସାମ୍ପ୍ରଦାୟିକ ସଦ୍ଭାବନାର ଛବି ଦେଖିତ୍ବାକୁ ମିଳିଛି କୋଲକାତାରେ। ପଶ୍ଚିମବଙ୍ଗ ଉତ୍ତର-୨୪ ପ୍ରଗଣାର ଜିଲା ବାଗୁଇହାଟିରେ ମୌସୁମୀ ଓ ତମଳ ଦତ୍ତ ତାଙ୍କ ଘରେ ୨୦୧୩ରୁ ଦୁର୍ଗାପୂଜା କରିଆସୁଛନ୍ତି। ପ୍ରତିବର୍ଷ ସେମାନେ ଭିନ୍ନ ଭିନ୍ନ…
ଛବିରେ ହାତୀ
ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୨୬ ଦିନ ମଧ୍ୟରେ ୪ ହାତୀଙ୍କ ପ୍ରାଣ ଯାଇସାରିଲାଣି। ସେପ୍ଟେମ୍ବର ୧୯ ଓ ୨୦ରେ ଯଥାକ୍ରମେ ମାଈହାତୀ ‘କମଳା’ ଓ ‘ଗୌରୀ’ର ମୃତ୍ୟୁ ଘଟିବା ପରେ ଏବେ ସେଠାରେ ଆଉ ୪ ହାତୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇଟି…
ସାହିତ୍ୟିକ ବନାମ ଏନ୍ପିଡବ୍ଲ୍ୟୁ
ଜିତେନ୍ଦ୍ର କୁମାର ନାୟକ ତାମିଲ, ତେଲୁଗୁ, ସଂସ୍କୃତ, କନ୍ନଡ଼ ଓ ମାଲାୟାଲମ୍ ପରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ହେଲେ ଏବର ଓଡ଼ିଆ ସାହିତ୍ୟ କେବଳ ମଞ୍ଚରେ ବଞ୍ଚତ୍ଲା ଭଳି ମନେହେଉଛି। ତାହା ସାହିତ୍ୟ ପୁସ୍ତକ ଉନ୍ମୋଚନ ମଞ୍ଚ ହେଉ…
ଶିକ୍ଷାର୍ଥୀ, ଶିକ୍ଷାୟତନ ଓ ର଼୍ୟାଗିଂ
ପ୍ରଦୀପ୍ତ ନାୟକ ଶିକ୍ଷାନୁଷ୍ଠାନର ଅନ୍ୟନାମ ବିଦ୍ୟାମନ୍ଦିର, ଯେଉଁଠାରେ ମାତାପିତାଙ୍କର ଯୋଗ୍ୟ ସନ୍ତାନ ତଥା ଦେଶର ସୁନାଗରିକ ତିଆରି ହୁଅନ୍ତି। ଏଣୁ ଏହାକୁ ମଣିଷ ତିଆରି କାରଖାନା ମଧ୍ୟ କୁହାଯାଏ। ଜାତି, ଧର୍ମ, ବର୍ଣ୍ଣ, ରଙ୍ଗ, ଆଞ୍ଚଳିକତା ଓ ଧନୀ-ନିର୍ଦ୍ଧନ ନିର୍ବିଶେଷରେ ଏଠାରେ…
ଏଇ ଭାରତରେ
ପରୀକ୍ଷା ଦେବା ପରେ ସମସ୍ତେ ଚାହିଁଥାନ୍ତି ଫଳକୁ। ପାସ୍ହେଲେ ସାର୍ଟିଫିକେଟ ଓ ମାର୍କଶିଟ୍ ନେଇ ଆଗକୁ ପଢିବେ। କିନ୍ତୁ ୧୩ ବର୍ଷ ପୂର୍ବେ ପରୀକ୍ଷା ଦେଇଥିବା ଜଣେ ଛାତ୍ର ପାସ୍ କରି ମଧ୍ୟ ଏଯାବତ ମାର୍କଶିଟ୍ ପାଇନାହାନ୍ତି। ମଧ୍ୟପ୍ରଦେଶ ଜବଲପୁରରେ ଏହା…
ଦୁର୍ବଳ ହୋଇପଡ଼ିଲେ
୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଭଳି ଅର୍ଥନୈତିକ ଅସ୍ତ୍ର ପ୍ରୟୋଗ କରାଯିବା ପରେ ସେତେବେଳେ ଦେଶବାସୀଙ୍କୁ ବାର୍ତ୍ତା ଦିଆଯାଇଥିଲା ଯେ ଭାରତୀୟ ଅର୍ଥନୀତି ଦୀର୍ଘମିଆଦୀ ସଫଳତା ପାଇବ। ଦେଶ ଭିତରେ ଧନୀମାନେ ଲୁଚାଇ ରଖିଥିବା କଳାଧନ ଠାବ କରାଯିବା ଲାଗି ଏଭଳି…
ଆର୍ଥିକ ସଙ୍କଟ ନେଇ ସରକାର ଗମ୍ଭୀର ତ
ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ପ୍ରମୁଖ ବିସ୍କୁଟ୍ ପ୍ରସ୍ତୁତକାରୀ କମ୍ପାନୀ ବ୍ରିଟାନିଆର ମୁଖ୍ୟ ଦେଶର ଆର୍ଥିକ ସଙ୍କଟ ଉପରେ ଟିପ୍ପଣୀ ଦେଇ କହିଥିଲେ, ‘ଅବସ୍ଥା ଏପରି ହୋଇଛି ଯେ ବର୍ତ୍ତମାନ ପାଞ୍ଚଟଙ୍କିଆ ବିସ୍କୁଟ ପ୍ୟାକେଟ୍ଟିଏ କିଣିବା ପୂର୍ବରୁ ବି ଲୋକେ ଦୁଇଥର ଚିନ୍ତା…
୫-ଟି ଓ ସାମାଜିକ ପରିବର୍ତ୍ତନ
ଶିବରାମ ଶତପଥୀ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ସ୍ବାଗତଯୋଗ୍ୟ। ଅବଶ୍ୟ ଏଥିରେ କିଛି ନୂତନତ୍ୱ ନାହିଁ। ବେଦ ଉପନିଷଦ ଓ ପୁରାଣମାନଙ୍କରେ ଏସବୁ ବିଷୟରେ ଆଗରୁ ମୁନିଋଷିମାନେ ସିଦ୍ଧାନ୍ତ କରିସାରିଛନ୍ତି। ଦଶହଜାର ବର୍ଷ ପୂର୍ବେ ଭାରତରେ ଉନ୍ନତ ଭାଷା, ସାହିତ୍ୟ, ସଂସ୍କୃତି, ସଭ୍ୟତା,…
ଏଇ ଭାରତରେ
ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ଦେଖାଯାଉଥିବା ବେଳେ ବିହାର ନାଳନ୍ଦା ଜିଲାର ମାଢି ଗ୍ରାମବାସୀଙ୍କ ମୁକ୍ତ ଚିନ୍ତାଧାରା ଓ ଉଦାର ମନୋଭାବ ଦେଶକୁ ଏକ ବାର୍ତ୍ତା ଦେଇଛି ଏବଂ ପାଇଛି ଏକ ନିଆରା ପରିଚୟ। ବହୁଦିନ ତଳେ ମାଢିରେ ହିନ୍ଦୁ ମୁସଲମାନ ଏକାଠି…
Archives


