ଆଜି ‘ୟେସ୍’ କାଲି ‘ନୋ’
କିଛିବର୍ଷ ଧରି ଭାରତର ନେତୃତ୍ୱ କେବଳ ପରାମର୍ଶ ନୁହେଁ, ବିମୁଦ୍ରୀକରଣ ଭଳି ପଦକ୍ଷେପ ନେଇ ଦେଶବାସୀଙ୍କୁ ବାଧ୍ୟ କରୁଛନ୍ତି ବ୍ୟାଙ୍କ ମାଧ୍ୟମରେ ସବୁ ସାନବଡ଼ ଆର୍ଥିକ କାରବାର କରିବା ପାଇଁ। ଡିଜିଟାଲକୁ ଭଗବାନ ଭାବରେ ଦର୍ଶାଉଥିବା ବେଳେ ନଗଦ ଟଙ୍କାକୁ ସଇତାନ୍ର…
କୃଷି କ୍ଷେତ୍ରରେ ଜୀବିକାର ସନ୍ଧାନ
ଶକ୍ତି ପ୍ରସାଦ ଦାସ ଗତ ତିନି ଦଶନ୍ଧି ମଧ୍ୟରେ ଗ୍ରାମ୍ୟ କୃଷିବଳର ବେଶ୍ କିଛି ବଡ ଅଂଶ କୃଷି କ୍ଷେତ୍ର ଛାଡି ନିର୍ମାଣ ତଥା ଅନ୍ୟାନ୍ୟ କ୍ଷେତ୍ରକୁ ମୁହାଇଁଛନ୍ତି। ଏହା ଦର୍ଶାଉଛି କି କୃଷିକ୍ଷେତ୍ରରେ ଉତ୍ପାଦକତା ଓ ଆୟ ବଢୁନାହିଁ। ତଥ୍ୟ…
ଓଡ଼ିଶାରେ ଦୋଳଯାତ୍ରା
ଡ. ଭାଗ୍ୟଲିପି ମଲ୍ଲ ଶୀତ ସରି ସରି ଆସୁଛି। ଖରା ଧରାକୁ ମୁହାଁଇଛି। ସନ୍ଧି ସମୟ। କାଳପ୍ରବାହରେ ମଧୁମାସ। ବସନ୍ତ। ଚାରିଆଡ଼େ ଫୁଲ ଆଉ ଫୁଲ। ଗଛଗଛରେ ନୂଆପତ୍ର, ନୂଆଫୁଲର କଢ଼ି। ପବନରେ ହାଲୁକା ତାତି। ନୂଆ ପ୍ରକୃତିର ଛୁଆଁ ଦେହ…
ଏଇ ଭାରତରେ
ଆହତ ପ୍ରାଣୀମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ଭାବେ ରଖିବାରେ ସମୟ କାଟୁଥିବା ମୁମ୍ବାଇର ଜଣେ ମହିଳା ହେଉଛନ୍ତି ଫିଜା ଶାହା। ତାଙ୍କୁ ବର୍ତ୍ତମାନ ବୟସ ୫୪। ସେ ଆହତ କିମ୍ବା ରାସ୍ତାରେ ବୁଲୁଥିବା, ପରିତ୍ୟକ୍ତ ତଥା ରୋଗଗ୍ରସ୍ତ ପ୍ରାଣୀଙ୍କୁ ଉଦ୍ଧାର…
ଟ୍ରମ୍ପଙ୍କ ଗସ୍ତ
ଆକାର ପଟେଲ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସି ସୋମବାର ଓ ମଙ୍ଗଳବାର ଅହମଦାବାଦ, ଆଗ୍ରା ଓ ଦିଲ୍ଲୀ ଯିବେ। ସେ ୨୦ଟି ଦେଶ ବୁଲିଛନ୍ତି, ଯେଉଁଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ୟୁରୋପୀୟ ଦେଶ। ସେ ଫ୍ରାନ୍ସ ଚାରିଥର…
ପ୍ରତିମୂର୍ତ୍ତି ଓ ପ୍ରେରଣା
ଡ. ପ୍ରଫୁଲ୍ଲ କୁମାର ସାହୁ ପ୍ରତିମୂର୍ତ୍ତି ପ୍ରେରଣାର ଆଧାର। ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଓ ଦର୍ଶନର ପ୍ରତିଫଳନ। ନିଜର ଅସାଧାରଣ ବ୍ୟକ୍ତିତ୍ୱ ବଳରେ ସମାଜ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରି ଯାଇଥିବା ପ୍ରଣମ୍ୟ ପୁରୁଷମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା…
ବିଚାରର ଦୁଇଟି ମାର୍ଗ
ଡ. ବାସୁଦେବ ମିଶ୍ର ପ୍ରବୃତ୍ତି ଆଉ ନିବୃତ୍ତି: ବିଚାରର ମାର୍ଗ ଦୁଇଟି- ଜୀବନକୁ ସୁନ୍ଦର ସୁଠାମ କରି ଗଢି ତୋଳିବା ପାଇଁ। ମନୁଷ୍ୟତାର ମହକକୁ ଚତୁର୍ଦ୍ଦିଗରେ ପ୍ରସାରିତ କରିବା ପାଇଁ। ତା’ର ଉଚ୍ଚତା ଓ ମହନୀୟତାକୁ ଅନୁଭବରେ ଆଣିବା ନିମନ୍ତେ। ମନୁଷ୍ୟର…
ଏଇ ଭାରତରେ
ମାନବିକତା ଏକ ଶବ୍ଦ, କିନ୍ତୁ ଏହାର ଗଭୀରତା ଏତେ ଅଧିକ ଯେ ତାହାକୁ ଶବ୍ଦରେ ବ୍ୟାଖ୍ୟା କରାଯାଇପାରେନା। ଏଭଳି ମାନବିକତାର ଛବି ଦେଖିତ୍ବାକୁ ମିଳିଛି ପଞ୍ଜାବର ମାଲେରକୋଟ୍ଲାରେ। ଏହି ସହରର ପୁରୁଣା କିଲ୍ଲା ବସ୍ତିର ଜଣେ ଶିଖ୍ ମହିଳାଙ୍କ ମୃତ୍ୟୁ ହେବା…
ସୃଷ୍ଟିକର୍ତ୍ତା ଭାବି ବସିଲେଣି
କିଛି ବର୍ଷ ତଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ସୂଚନାଫଳକ ଜରିଆରେ ଜଣାଇ ଦିଆଯାଇଥିଲା ଯେ, ‘ଅଜଣା ବସ୍ତୁ ଦେଖିବାମାତ୍ରେ ସେଗୁଡ଼ିକୁ ଛୁଅନ୍ତୁ ନାହିଁ, ଯାହା ବୋମା ହୋଇଥାଇପାରେ’। ଭାରତ ସରକାର ଏବେ ସେଭଳି କାର୍ଯ୍ୟ କରୁଥିବା ପରି ମନେହେଉଛି।…
ଗାନ୍ଧିଜୀ ଓ ମଦମୁକ୍ତ ସମାଜର ସ୍ବପ୍ନ
ଡ. ପ୍ରଫୁଲ୍ଲ କୁମାର ସାହୁ ମହାତ୍ମା ଗାନ୍ଧୀ କେବଳ ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ନୁହନ୍ତି, ଅଧିକନ୍ତୁ ସେ ଥିଲେ ଜଣେ ଶ୍ରେଷ୍ଠ ସଂସ୍କାରକ ଓ ଦିଗ୍ଦର୍ଶକ। ଜାତୀୟ ଜୀବନରେ ସ୍ବଚ୍ଛତା ଆଣିବା ପାଇଁ ନିଶାମୁକ୍ତ ଭାରତବର୍ଷ ଗଠନ ଥିଲା ତାଙ୍କର…
ବଦଳାଇବାକୁ ହେବ ସ୍ବାସ୍ଥ୍ୟସେବାର ଚିତ୍ର
ଅରୁଣ ଦାସ ସେଦିନ ମାଉସୀଙ୍କୁ ଭୀଷଣ ଜ୍ୱର ହୋଇଥିବାରୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲୁ। ଡାକ୍ତର କିଛି ଔଷଧ ଲେଖିଦେବା ସହ ରକ୍ତ ଓ ପରିସ୍ରା ପରୀକ୍ଷା ପାଇଁ କହିଲେ। ସେତେବେଳେ ସନ୍ଧ୍ୟା ହୋଇ ସାରିଥିବାରୁ ଆମେ ଘରକୁ ଫେରି…
ଏଇ ଭାରତରେ
କିଛି ନିଆରା କରିବାର ଆଗ୍ରହ ଆଗକୁ ବାଟ କଢାଇନିଏ, ଯାହା ଘଟିଛି କେରଳର ଯସ୍ମିନ୍ ଅରିମ୍ବ୍ରାଙ୍କ ଜୀବନରେ। ଅରିମ୍ବ୍ରା ରହନ୍ତି ମାଲାପ୍ପୁରମ୍ ଜିଲା ଥେନ୍ନଲା ପଞ୍ଚାୟତରେ। ତାଙ୍କୁ ଏବେ ବୟସ ୩୫ ବର୍ଷ। ୯ମ ପରେ ପାଠ ଛାଡି ପିତାଙ୍କ ସହ…
Archives


