ଜେଲରେ କଏଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଗ୍ୟାଙ୍ଗଷ୍ଟର ନିହତ ଧାନବାଦ,୩।୧୨: ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅମନ ସିଂ, କଂଗ୍ରେସ ନେତା ନୀରଜ ସିଂ ଏବଂ ଝରିଆ କଂଗ୍ରେସ ବିଧାୟକ ପୂର୍ଣ୍ଣିମା ନୀରଜ ସିଂଙ୍କ ସ୍ବାମୀଙ୍କ ସମେତ ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ରବିବାର ଧାନବାଦ ଜେଲରେ ବନ୍ଦୀମାନଙ୍କ...