ଏବେ ବି ବିପଦମୁକ୍ତ ହୋଇନି କରଡ଼ା ଘାଟି, ମରାମତି ଦାବି କରି…
ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ମାଲାଗୁଡ଼ାଠାରେ କଲଭର୍ଟ ଧୋଇ ହୋଇଯିବା ଫଳରେ ରାଇକିଆ-କରଡ଼ା ରାସ୍ତାରେ ଏକ ସପ୍ତାହ ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା। ବୁଧବାରଠାରୁ ପୁଣି ଦୁଇ…

