ପ୍ରସନ୍ନଙ୍କୁ କଡ଼ା ଜବାବ ଦେଲେ ଦେବୀ ମିଶ୍ର, କହିଲେ ବାବା ବିଜେଡିରେ ଥିବାବେଳେ ଦଣ୍ଡ ଧରି… ଭୁବନେଶ୍ୱର,୧୨ା୪: ଭାଜପା ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର କଡ଼ା ଜବାବ ଦେଇଛନ୍ତି ବିଜେଡି ନେତା ଦେବୀ ମିଶ୍ର। ସେ କହିଛନ୍ତି, ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ରହିଥାଏ। ବାବା ବିଜେଡିରେ ଥିବାବେଳେ ଦଣ୍ଡଧରି ଦଳର ଦଉଡ଼ିକୁ ସମ୍ଭାଳି ଥିଲେ। ଯୁଆଡ଼େ...