Tag Archives: daughter

RTO ଅଫିସକୁ ଗାଡି ଲାଇସେନ୍ସ ପାଇଁ ଆସିଥିଲେ, ବାପାଙ୍କ ଆଖି ସାମ୍ନାରେ ଝିଅକୁ ଚାପିଦେଲା ଟ୍ରକ୍‌

ଛତ୍ରପୁର,୪ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ଡିଆରଡିଏ ଛକ ନିକଟରେ ସଡ଼କ ଦୁର୍ଘଟଣା ଜଣଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ଜେ. ସ୍ବାତୀ। ସେ ତାଙ୍କ ସହ ଛତ୍ରପୁର...

କାନ୍ଥପଡ଼ି ଚାଲିଗଲା ମା-ବାପାଙ୍କ ଜୀବନ, ଝିଅ ଗୁରୁତର

ବସ୍ତା,୨୨ା୯(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ମହାଦେବସରାଇ ଗ୍ରାମରେ ରବିବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ମା-ବାପାଙ୍କ ମୃତ୍ୟୁ ହେବା ସହ ଝିଅ ଗୁରୁତର ହେବା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମିଳିଥିବା ସୂଚନାନୁସାରେ,...

ସ୍ତ୍ରୀଙ୍କୁ ବାପଘରୁ ଆଣିବାକୁ ଯାଇଥିଲେ ଜ୍ୱାଇଁ, ଶ୍ୱଶୁର ଆକ୍ରମଣ କରିବାରୁ…

ବଲାଙ୍ଗୀର,୨୪ା୮(ସୁନୀଲ କୁମାର ମହାନ୍ତି): ଶ୍ୱଶୁରଙ୍କ ଆକ୍ରମଣରେ ଜ୍ୱାଇଁ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲା ଦେଓଁ ଗାଁ ବ୍ଲକ ଶିବତଲା ଗାଁରେ। ଆଠଗାଁର ସମୀର କୁଅଁରଙ୍କ ସ୍ତ୍ରୀ ବାପଘର ଶିିବତଲା ଗାଁରେ ରହୁଥିବାବେଳେ ସ୍ତ୍ରୀକୁ ଆଣିବାକୁ ଗାଁକୁ...

ମା’ଙ୍କ ଗଳାକାଟି ହତ୍ୟା କଲେ ଦୁର୍ବୃତ୍ତ, ଝିଅ ଗୁରୁତର, ସିସିଟିଭିରେ କଏଦ ହେଲା…

ବ୍ରହ୍ମପୁର,୧୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାର ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମା ନଗରରେ ସୋମବାର ଭୋରରେ ଏକ ଜଘନ୍ୟକାଣ୍ଡ ଘଟିଛି। ଭଡ଼ା ଘରେ ରହୁଥିବା ଜଣେ ମହିଳା ଓ ତାଙ୍କ ଝିଅକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଘଟଣାସ୍ଥଳରେ ମା’ଙ୍କର...

ଝିଅର ସବାରୀ ଉଠିବା ପୂର୍ବରୁ ଉଠିଲା ମା’ର କୋକେଇ, ଚା’ ସହ କେକ୍‌ ଖାଇବା ବେଳେ…

ଥିରୁଭାନନ୍ତପୁରମ୍‌,୧ା୬: କେରଳର ମଲାପ୍ପୁରମରେ ଜଣେ ୪୪ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ଯେଉଁଦିନ ମହିଳାଙ୍କ ମୃତ୍ୟୁ ହୋଇଥିଲା, ତା’ପରଦିନ ଅର୍ଥାତ୍‌ ମେ’ ୩୧ରେ ତାଙ୍କ ଏକମାତ୍ର ଝିଅର ବିବାହ ହେବାର ଥିଲା, ଯାହା ପୂର୍ବରୁ ମା’ଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ...

ବାପାଙ୍କ ପିଲାଦିନର ମାର୍କଶିଟ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଝିଅ, ନେଲେ ଏମିତି ପ୍ରତିଶୋଧ

ଯେତେବେଳେ ପିଲାମାନେ ପାଠ ପଢ଼ନ୍ତି ନାହିଁ, ମାତାପିତା ସେମାନଙ୍କ ଉପରେ ରାଗିଯାଆନ୍ତି। ସେମାନେ ଏହା କେବଳ ଏଥିପାଇଁ କରନ୍ତି ଯେ, ପିଲାମାନେ ପାଠପଢ଼ିବା ପରେ ଭଲ ଚାକିରି କରିପାରିବେ ଏବଂ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ। କିନ୍ତୁ ପିଲାମାନେ ଯେତେବେଳେ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି। ମଝିପାଳ ଗ୍ରାମର ବିଭୂତି ଭୂଷଣ ଦାଶଙ୍କ ପତ୍ନୀ ଦୁର୍ଗାବତୀ (୮୬) ଓ ବିବାହିତା...

ନିଆରା ଢଙ୍ଗରେ ପିତା ଓ୍ବାର୍ଣ୍ଣରଙ୍କୁ ଚିୟର କଲେ କୁନି ଝିଅ

ହାଇଦ୍ରାବାଦ, ୧୮।୪: ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇସୁପର କିଙ୍ଗ୍ସ ମଧ୍ୟରେ ବୁଧବାର ଖେଳାଯାଇଥିବା ୩୩ତମ ମ୍ୟାଚରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଥମେ ଫିଲ୍ଡିଂ କରୁଥିବା ହାଇଦ୍ରାବାଦ୍‌ ଟିମ୍‌ ପଡିଆକୁ ଆସିଥିଲା। ଦଳର ଖେଳାଳି ଡେଭିଡ୍‌ ଓ୍ବାର୍ଣ୍ଣର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri