ଖାଦ୍ୟରେ ଗ୍ଲାଇସିମିକ୍ ଇଣ୍ଡେକ୍ସ ଓ ଡାଇବେଟିସ୍ ନିୟନ୍ତ୍ରଣ ତେବେ ଜି.ଆଇ. ମୂଲ୍ୟ ପ୍ରାୟତଃ ବ୍ୟବହୃତ ହୋଇ ଆସୁଥିଲେ ମଧ୍ୟ ବିଭିନ୍ନ ଖାଦ୍ୟଦ୍ରବ୍ୟରେ କାର୍ବୋହାଇଡ୍ରେଟ୍ର ପରିମାଣରେ ପରିଲକ୍ଷିତ ହୋଇଥାଏ ଖୁବ୍ ବିଭିନ୍ନତା। ତେଣୁ ରକ୍ତ ଗ୍ଲୁକୋଜ ମାତ୍ରା ବୃଦ୍ଧି କରିବା ପ୍ରବଣତାର ଠିକ୍ ସୂଚକ ହେଉଛି ‘ଗ୍ଲାଇସିମିକ୍ ଲୋଡ୍’ ବା...