Tag Archives: Cyclone Alert

ବଙ୍ଗାେପସାଗରରେ ୨ଟି ବାତ୍ୟା! ୨୦ ବର୍ଷରେ ଘଟିବାକୁ ଯାଉଛି….

ଭୁବନେଶ୍ୱର,୨୩ା୧୧(ବନ୍ଦନା ସେଠୀ): ବାତ୍ୟା ଓ ବର୍ଷା ଆଶଙ୍କାରେ ଏବେ ରାଜ୍ୟର ଚାଷୀକୁଳ ଚିନ୍ତାରେ ରହିଛନ୍ତି। ଏପରିସ୍ଥିତିରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ରେ ଲଘୁଚାପରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା ମାଲାକ୍କା ଷ୍ଟ୍ରେଟ୍‌ର ସମୁଦ୍ର ପାଶ୍ବବର୍ତ୍ତୀ…

ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏଇଠି ବୁଲିଯିବ ବାତ୍ୟା? ଓଡ଼ିଶାକୁ…

ଭୁବନେଶ୍ୱର/ ଛତ୍ରପୁର (ବନ୍ଦନା ସେଠୀ /ରବିନାରାୟଣ ଜେନା/ ଦିଲ୍ଲୀପ ସାମଲ), ୨୬ା୧୦: ସ୍ପଷ୍ଟ ହେଲା ବାତ୍ୟା ‘ମୋନ୍ଥା’ର ଗତିପଥ। ୨୮ ତାରିଖ ମଙ୍ଗଳବାର ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ।…

୧୦୦ ରୁ ୧୨୦ ଛୁଇଁବ ପବନ! ଭୀଷଣ ହେବ ବାତ୍ୟା, IMD କଲା ସତର୍କ…

ଭୁବନେଶ୍ୱର, ୨୫।୧୦: ଆସୁଛି ବାତ୍ୟା ମୋନ୍ଥା । ବଙ୍ଗୋପସାଗରରେ ଆାସୁଥିବା ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ବଡ଼ ଅପଡେଟ୍‌ ଦେଇଛି ଭାରତୀୟ ପାଣିପାଗ ବିଭାଗ । ସମୁଦ୍ର ଭିତରେ ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା । ବଢିବ ପବନର ବେଗ…

ମାଡ଼ି ଆସୁଛି ବାତ୍ୟା ମୋନ୍ଥା, ନାଁ ପଛର କାରଣ ଜାଣିଲେ ହେବେ ତାଜୁବ

ଭୁବନେଶ୍ୱର,୨୪।୧୦: ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ଯେ ସମ୍ଭାବ୍ୟ ବାତ୍ୟା ୨୭ ସକାଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ବଙ୍ଗୋପସାଗରରେ ଆସୁଛି ବାତ୍ୟା । ୨୭ ସକାଳେ ବାତ୍ୟାର ରୂପ ନେବ ଲଘୁଚାପ । ସ୍ପଷ୍ଟ କଲା ଭାରତୀୟ ପାଣିପାଗ…

ବଙ୍ଗୋପସାଗରରେ ଆସୁଛି ଭୟଙ୍କର ବାତ୍ୟା! ଉପକୂଳରେ ରଚିବ ତାଣ୍ଡବ, ଜଣାପଡିଲା…

ଭୁବନେଶ୍ୱର, ୧୩।୯: ଆସୁଛି ବଡ଼ ବାତ୍ୟା! ପ୍ରଶାନ୍ତ ମହାସାଗରରେ ଲା ନିନା ପ୍ରଭାବରେ ବାତ୍ୟା ସମ୍ଭାବନା ସୃଷ୍ଟି କରୁଛିି, ଯାହା ଓଡ଼ିଶା ପାଇଁ ଏକ ବଡ଼ ବାତ୍ୟା ଆଶଙ୍କାର ସୂଚନା ଦେଉଛି। ଏହା ଅକ୍ଟୋବର ମାସରେ ବଙ୍ଗୋପସାଗରରେ ବଡ଼ବାତ୍ୟ ସୃଷ୍ଟି ହୋଇପାରେ,…

ବଙ୍ଗୋପସାଗରରେ ଲଘୁଚାପ: ଓଡ଼ିଶାରେ ଅତି ପ୍ରବଳ ବର୍ଷା, ଆଜି…

ଭୁବନେଶ୍ୱର,୨୪।୫: ବଙ୍ଗୋପସାଗରରେ ଲଘୁଚାପ ହେତୁ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଆସନ୍ତା ମେ ୨୭ ତାରିଖ ସୁଦ୍ଧା ପଶ୍ଚିମ-ମଧ୍ୟ ଏବଂ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।…

ଚଢ଼ା ଦରରେ ସାମଗ୍ରୀ ବିକୁଥିଲେ ହେବ କାର୍ଯ୍ୟାନୁଷ୍ଠାନ: ଜାରି ହେଲା ଟେଲିଫୋନ ନମ୍ବର

ଭୁବନେଶ୍ୱର,୨୩ା୧୦: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବଜାରରେ ପ୍ରଚୁର ପରିମାଣର ସାମଗ୍ରୀ ମହଜୁଦ ଥିବା ଏବଂ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri