ପୂଜା ପୂର୍ବରୁ ଶିକ୍ଷକଙ୍କୁ ମିଳିଲାନି ଦରମା, ବ୍ଲକ୍ ଶିକ୍ଷାଧିକାରୀ କହିଲେ ଆକାଉଣ୍ଟାଣ୍ଟ୍ଙ୍କ…
କଟକ ସଦର,୧୭ା୧୦(ସୁଶାନ୍ତ କୁମାର ଜେନା): ଦଶହରା ପାଇଁ ଶନିବାରଠାରୁ ସମସ୍ତ ଓଡ଼ିଶା ସରକାରଙ୍କ କାର୍ଯ୍ୟାଳୟ ଛୁଟି ହୋଇଯାଇଛି। ଛୁଟି ପୂର୍ବରୁ ରାଜ୍ୟ ଅର୍ଥ ବିଭାଗର ନିର୍ଦ୍ଦେଶ କ୍ରମେ ସମସ୍ତ କର୍ମଚାରୀଙ୍କୁ ସେପ୍ଟେମ୍ବର ମାସର ଦରମା ସହ ପୂଜା ଅଗ୍ରୀମ ପ୍ରଦାନ କରାଯାଇଛି।…
୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍ ପ୍ରଦାନ କରି ଅବସରପ୍ରାପ୍ତ ଏସ୍ବିଆଇ ଅଧିକାରୀ କହିଲେ…
କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ବରିଷ୍ଠ ନାଗରିକ ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍…
ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ
କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି। ଫଳରେ ଆଉ ସେହି ରାସ୍ତାରେ କୌଣସି ଯାନବାହନ ଚଳାଚଳ କରୁନାହିଁ। ବସ୍, ଟ୍ରକ୍…

