Tag Archives: cricket

IPL 2025: କ୍ୟାରିୟରରେ ପ୍ରଥମ ଥର ଲାଗି ଧୋନୀ ନେଲେ ଏଭଳି ନିଷ୍ପତ୍ତି, ଘରେ ପହଞ୍ଚିଲା ୫ ‘ହତିଆର’

ନୂଆଦିଲ୍ଲୀ,୨୫।୨: ଅନ୍ତର୍ଜାତୀୟ କ୍ରିକେଟରୁ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଅବସର ନେବା ପରଠାରୁ ପ୍ରଶଂସକମାନେ ପ୍ରତିବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)କୁ ଚାହିଁ ରହିଥାନ୍ତି। ଫଳରେ ପ୍ରଶଂସକମାନେ ଉପଭୋଗ କରନ୍ତି। ୪୩ ବର୍ଷୀୟ ଧୋନୀ ୨୦୨୫ ଆଇପିଏଲରେ ମଧ୍ୟ...

ଚାମ୍ପିଅନ୍ସ Trophy ପୂର୍ବରୁ ଟ୍ରାଭିସ୍‌ ହେଡ-ରବାଡ଼ା ସମେତ ଅନେକ ଖେଳାଳିଙ୍କୁ ବଡ଼ ଝଟ୍‌କା, ହଠାତ ଦଳରୁ ପଡ଼ିଲେ ବାଦ୍‌

ନୂଆଦିଲ୍ଲୀ,୧୬।୨: ବର୍ତ୍ତମାନ ସମୟରେ କ୍ରିକେଟ ଜଗତରେ କେବଳ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଚର୍ଚ୍ଚା ହେଉଛି। ସାରା ବିଶ୍ୱର କ୍ରିକେଟ ପ୍ରେମୀ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥିରେ ଅନେକ ବଡ଼ ଖେଳାଳି ଖେଳିବାର ନଜର ଆସିବେ।...

Champions Trophy 2025: ପରିବାରକୁ ସାଥିରେ ନେବେନି ଟିମ୍‌ ଇଣ୍ଡିଆ ଖେଳାଳି

ନୂଆଦିଲ୍ଲୀ,୧୩।୨: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ଏବେ ଟିମ ଇଣ୍ଡିଆକୁ ଚାମ୍ପିଅନ୍ସ ଟ୍ରଫିରେ ତାର ଶକ୍ତି ପ୍ରଦର୍ଶନ କରିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେଉଛି। ଭାରତୀୟ ଦଳ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ପ୍ରଥମ...

ରଣଜୀ ଖେଳିଲେ ବହୁତ କ୍ଷତି ସହିବେ ‘କିଙ୍ଗ୍‌’ କୋହଲି, କେବଳ ମିଳିବ…

ନୂଆଦିଲ୍ଲୀ,୨୯।୧: ଦୀର୍ଘ ୧୨ ବର୍ଷ ପରେ ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ରଣଜୀ ଟ୍ରଫିକୁ ଫେରୁଛନ୍ତି। ସେ ଘରୋଇ କ୍ରିକେଟ ମାଧ୍ୟମରେ ତାଙ୍କର ହଜିଯାଇଥିବା ଅନ୍ତର୍ଜାତୀୟ ଫର୍ମ ଫେରିପାଇବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ସେ ଯଦି ରଣଜୀ ଖେଳନ୍ତି ତେବେ...

‘ବିରାଟ’ଙ୍କ ଜର୍ସି ପିନ୍ଧିବେ ରବିନ୍ଦ୍ର ଜାଡେଜା !

ନୂଆଦିଲ୍ଲୀ,୨୨।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି। ଫେବୃଆରୀ-ମାର୍ଚ୍ଚରେ ପାକିସ୍ତାନ ଏବଂ ଦୁବାଇରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ଜାଡେଜା ଘରୋଇ...

ଗୋଟିଏ ଦିନରେ ୫ ବଡ଼ ନିଷ୍ପତ୍ତି ନେଲା BCCI, ଜାଣନ୍ତୁ ଖେଳାଳିଙ୍କ ଲାଗି କ’ଣ କ’ଣ ଆଗକୁ ବଦଳିଯିବ…?

ନୂଆଦିଲ୍ଲୀ,୧୪।୧: ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ବିସିସିଆଇ ଶନିବାର ଏକ ସମୀକ୍ଷା ବୈଠକ କରିଥିଲା। ଏହି ଅବସରରେ ବୋର୍ଡ ଅନେକ ବଡ଼ ଏବଂ କଠିନ ନିଷ୍ପତ୍ତି ନେଇଛି। ଏବେ ଖେଳାଳିମାନଙ୍କ ପତ୍ନୀମାନେ ବିଦେଶ ଗସ୍ତରେ ସେମାନଙ୍କ...

‘କୋହଲିଙ୍କୁ ପୁଣି ଅଧିନାୟକ କରାଯାଉ’; କାହିଁକି ଏବଂ କିଏ କରୁଛି ଏଭଳି ଦାବି… 

ନୂଆଦିଲ୍ଲୀ,୪।୧: ତିନି ବର୍ଷ ପୂର୍ବେ ଟିମ୍‌ ଇଣ୍ଡିଆର ଅଧିନାୟକ ପଦ ଛାଡ଼ିଥିବା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପୁଣିଥରେ ମଇଦାନରେ ନିଜର ପୁରୁଣା ଷ୍ଟାଇଲ୍‌ରେ ନଜର ଆସିଥିଲେ। ସିଡନୀ ଟେଷ୍ଟରୁ ରୋହିତ ଶର୍ମା ନିଜକୁ ଦୂରେଇ ନେଇଥିଲେ, ଏହାପରେ ଉପ...

୨୦୨୫ରେ ରୋହିତ-ବିରାଟଙ୍କୁ ବଡ଼ ଝଟ୍‌କା ଦେବ BCCI? ହୋଇପାରେ କୋଟି କୋଟି ଟଙ୍କାର କ୍ଷତି, ଏହି ଖେଳାଳି ପାଇବେ ଲାଭ…

ନୂଆଦିଲ୍ଲୀ,୧।୧: ଟିମ୍‌ ଇଣ୍ଡିଆ ଲାଗି ବର୍ଷ ୨୦୨୪ ବେଶ ରୋମାଞ୍ଚକର ଥିଲା। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଭେଟେରାନ ଏହି ବର୍ଷ ଫିକା ପଡ଼ିଥିବା ବେଳେ ଯଶସ୍ବୀ ଜୈସଓ୍ବାଲ ଏବଂ ନୀତୀଶ କୁମାର ରେଡ୍ଡି ଜବରଦସ୍ତ ବ୍ୟାଟିଂ...

ଫୁଲଟସ୍‌ ବଲ୍‌ରେ ଛକା ମାରି ଟଳିପଡ଼ିଲେ…କ୍ରିକେଟ ମଇଦାନରେ ଖେଳାଳିଙ୍କ ଦୁଃଖଦ ମୃତ୍ୟୁ

ମୁମ୍ବାଇ,୩୦।୧୨: ମହାରାଷ୍ଟ୍ରର ଜଲନା ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଖ୍ରୀଷ୍ଟମାସ ଅବସରରେ ‘ଫ୍ରେସର ବଏଜ’ ଗ୍ରାଉଣ୍ଡରେ ଏକ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ କରାଯାଇଥିଲା। ଖେଳ ସମୟରେ ଜଣେ କ୍ରିକେଟର ଛକା ମାରିବା ମାତ୍ରେ ସେ ହଠାତ୍‌ ତଳେ...

‘ମୋ ବାପାଙ୍କୁ କ୍ଷମା କରିଦିଅ’…ସନ୍ନ୍ୟାସ ନେବାର ଦିନକ ପରେ…

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ ଶେଷ ହେବା ପରେ ସନ୍ନ୍ୟାସ ଘୋଷଣା କରିଛନ୍ତି ଭାରତୀୟ ଭେଟେରାନ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ। ଧୋନୀଙ୍କ ଭଳି ହଠାତ ତାଙ୍କର ଏଭଳି ଘୋଷଣା ସମସ୍ତଙ୍କୁ ଚମକାଇଛି, କାରଣ ସେ ଏବେ ବି ଭଲ...

ନ୍ୟୁଜିଲାଣ୍ଡକୁ ମିଳିଲା ଦିନିକିଆ-ଟି୨୦ର ନୂଆ ଅଧିନାୟକ

ନୂଆଦିଲ୍ଲୀ,୧୮।୧୨: ମିଚେଲ ସାଣ୍ଟନରଙ୍କୁ ଆଧିକାରୀକ ଭାବେ ନ୍ୟୁଜିଲାଣ୍ଡର ହ୍ବାଇଟ୍‌ ବଲ୍‌ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେ କେନ୍‌ ଓ୍ବିଲିୟମସନଙ୍କ ସ୍ଥାନ ନେବେ, ଯିଏ କି ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ୍‌ରୁ ଦଳ ବାହାର ହେବା ପରେ...

ICC ଅଧ୍ୟକ୍ଷ ପଦ ସମ୍ଭାଳିଲେ ଜୟ ଶାହା, ଚାମ୍ପିୟନ୍ସ ଟ୍ରଫିକୁ ନେଇ ନିଷ୍ପତ୍ତି ପୂର୍ବରୁ…

ନୂଆଦିଲ୍ଲୀ,୧।୧୨: ଆଇସିସି ଅଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି ଜୟ ଶାହା। ତାଙ୍କୁ ଏବେ ୩୫ ବର୍ଷ ହୋଇଥିବା ଯୋଗୁ ସେ ସବୁଠାରୁ କମ୍‌ ବୟସର ଆଇସିସି ଅଧ୍ୟକ୍ଷ ପାଲଟିଛନ୍ତି। ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ଚାଲିଥିବା ବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri