ଟିମ୍ ଇଣ୍ଡିଆ ତ ଦୂରର କଥା, ଏବେ ମୁମ୍ବାଇ ଟିମ୍ରେ ବି ସୁଯୋଗ ମିଳି ନ ପାରେ…
ନୂଆଦିଲ୍ଲୀ,୨୭।୨: ସମୟ ଥିଲା ଯେତେବେଳେ ଅଜିଙ୍କ୍ୟ ରାହାନେ ଟିମ୍ ଇଣ୍ଡିଆ ବ୍ୟାଟିଂର ପ୍ରମୁଖ ଅଂଶ ଥିଲେ। ମଧ୍ୟକ୍ରମରେ ଉଲ୍ଲେଖନୀୟ ବ୍ୟାଟିଂ କରି ସେ ଅନେକ ମ୍ୟାଚ୍ ଜିତାଇଥିଲେ। ଏହି କାରଣରୁ ତାଙ୍କୁ ଟେଷ୍ଟ ଟିମ୍ର ଅଧିନାୟକ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ସମୟରେ…
ବିରାଟ ବାପା ହେବା ପରେ ‘ଜୁନିଅର କୋହଲି’ଙ୍କ ନାମରେ ଖୋଲିଲା ମାଳ ମାଳ ଫେକ୍ ଆକାଉଣ୍ଟ, ଟ୍ରେଣ୍ଡ କରୁଛି…
ନୂଆଦିଲ୍ଲୀ,୨୧।୨: ପୁଣିଥରେ ବାପା ହୋଇଛନ୍ତି ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ବିରାଟ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଥିଲେ। ଏପରିକି ସେ ପୁଅଙ୍କ…
ଗୋଟିଏ ଓଭରରେ ଲଗାତର ୬ ଛକା, ଯୁବରାଜଙ୍କ ଭଳି କାରନାମା କରି ଚର୍ଚ୍ଚାରେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟର ଆଗାମୀ ପିଢ଼ିର ବ୍ୟାଟ୍ସମ୍ୟାନ୍ ଆକ୍ରାମକ ଶୈଳୀରେ ବ୍ୟାଟିଂ କରୁଥିବା ଦେଖାଯାଉଛି। ନିକଟରେ ଟେଷ୍ଟ କ୍ରିକେଟରେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଏବଂ ସରଫରାଜ ଖାନ୍ଙ୍କ ଭଳି ବ୍ୟାଟର୍ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ସେହିଭଳି ଘରୋଇ କ୍ରିକେଟରେ…
ଗୋଟିଏ ହାତରେ ୨ ଛକା ମାରିଲେ ବାବର୍, ମାତ୍ର ୭.୧ ଓଭରରେ ଦଳକୁ ଜିତାଇଲେ ମ୍ୟାଚ୍
ନୂଆଦିଲ୍ଲୀ,୨୦।୨: କ୍ରିକେଟରେ ଏଭଳି ଏକ ଖେଳ, ଯେଉଁଥିରେ ରୋମାଞ୍ଚକର ଅନୁଭବ ମିଳିଥାଏ। ଏଥିଲାଗି ସାରା ବିଶ୍ୱରେ ଏହାର ପ୍ରଶଂସକ ଅଧିକ। ଏଥିରେ ଗୋଟିଏରୁ ବଳି ଆରେକ ଇନିଂସ ଦେଖିବାକୁ ମିଳେ। ଯାହା ଅସମ୍ଭବ ଲାଗେ ତାହା ସମ୍ଭବ ବି ହୋଇଯାଏ। ଏବେ…
ଯଶସ୍ବୀ ନୁହନ୍ତି, ଏହି ଖେଳାଳି ହେଉଛନ୍ତି ଜଣେ ଉଦୀୟମାନ କ୍ରିକେଟର: ଗାଙ୍ଗୁଲି
ରାଜକୋଟ,୨୦।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ରାଜକୋଟ ଟେଷ୍ଟ ଅନେକ କାରଣରୁ ସ୍ମରଣୀୟ ହୋଇ ରହିବ। ମ୍ୟାଚ୍ରେ ୫୦୦ ଉଇକେଟର ମାଇଲଷ୍ଟୋନ ହାସଲ କରିଥିଲେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଯଶସ୍ବୀ ଜୟସ୍ବାଲ ଲଗାତର ଦ୍ୱିଶତକ ମାରିବାର ଉପଲବ୍ଧି ହାସଲ…
IPL 2024: ଏହି ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ୍, ଅଧ୍ୟକ୍ଷ ଦେଲେ ସୂଚନା…
ନୂଆଦିଲ୍ଲୀ,୨୦।୨: ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ । ଲୋକ ସଭା ନିର୍ବାଚନ ଥିବା ସତ୍ତ୍ୱେ ଏହାର ଆୟୋଜନ ଦେଶରେ ହେବ ବୋଲି ମଙ୍ଗଳବାର ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି। ତେବେ ଏନେଇ ବିଧିବଦ୍ଧ ଘୋଷଣାକୁ…
ଅଶ୍ୱିନ କହିଲେ ‘ମୁଁ ଦାୟୀ’
ରାଜକୋଟ୍, ୧୬ା୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଭାରତକୁ ୫ ରନ ପେନାଲ୍ଟି ହୋଇଥିଲା। ଏଭଳି ଘଟଣାକୁ ନେଇ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ମୁଣ୍ଡକୁ ଦୋଷ ନେଇଛନ୍ତି। ଆଇସିସିର ନିୟମାନୁଯାୟୀ ପିଚ୍ର ମଧ୍ୟଭାଗରେ ଦୌଡ଼ିଥିବାକୁ ନେଇ ବିବାଦ…
୩୯ ବର୍ଷ ବୟସରେ ଇତିହାସ ରଚିଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୧୪।୨: ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବୀ ବୁଧବାର ଜାରି କରାଯାଇଥିବା ଆଇସିସିର ନୂତନ ଦିନିକିଆ ଅଲରାଉଣ୍ଡର ର଼୍ୟାଙ୍କିଂରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। ଫଳରେ ବାଲାଂଦେଶର ଶାକିବ ଅଲ ହସନଙ୍କ ଦବ୍ଦବା ଶେଷ ହୋଇଛି। ଟେଷ୍ଟ ର଼୍ୟାଙ୍କିଂରେ କିନ୍ତୁ ସେଭଳି ପରିବର୍ତ୍ତନ କିଛି…
WPL 2024: ଗୁଜରାଟର ଅଧିନାୟକ ହେଲେ ବେଥ୍ ମୁନି
ନୂଆଦିଲ୍ଲୀ,୧୪।୨: ଫେବୃୟାରୀ ୨୩ରୁ ହେବାକୁ ଥିବା ଓମେନ୍ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍)ର ଦ୍ୱିତୀୟ ସିଜନରେ ଗୁଜରାଟ ଜାଏଣ୍ଟସ୍ର ଅଧିନାୟକ ହେବେ ଅଷ୍ଟ୍ରେଲୀୟ କ୍ରିକେଟର ବେଥ୍ ମୁନି। ବୁଧବାର ଫ୍ରାଞ୍ଚାଇଜ୍ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ମୁନିଙ୍କୁ ପ୍ରଥମ ସିଜନରେ ମଧ୍ୟ ଦଳ ଅଧିନାୟକ…
Video: ଲାଇଭ୍ ମ୍ୟାଚ୍ରେ ଡ୍ରାମା, କ୍ୟାଚ୍ ଧରିବା ଲାଗି ଇଞ୍ଚେ ବି ହଲିଲେ ନାହିଁ ଗୋଟିଏ ବି ଫିଲ୍ଡର, ରାଗରେ ଚିତ୍କାର କଲେ ବୋଲର୍
ନୂଆଦିଲ୍ଲୀ,୯।୨: ଟେଷ୍ଟ ଏବଂ ଦିନିକିଆ ସିରିଜ ଶେଷ ହେବା ପରେ ଏବେ ଅଷ୍ଟ୍ରେଲିଆ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳାଯାଉଛି। ସିରିଜର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିଜେତା ହୋଇଛି। ୧୧ ରନ୍ରେ ଦଳ ମ୍ୟାଚ୍ ଜିତି ନେଇଛି। ଏହି…
ମହମ୍ମଦ ଶାମିଙ୍କୁ ଝିଅଙ୍କ ସହ ପଦିଏ କଥା ବି ହେବାକୁ ଦେଉନାହାନ୍ତି ପତ୍ନୀ, ସତ କହିବା ବେଳେ…
ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟର ମହମ୍ମଦ ଶାମି ଏବେ କ୍ରିକେଟରୁ ଦୂରରେ ଅଛନ୍ତି। ଆହତ ସମସ୍ୟାରୁ ସୁସ୍ଥ ହେଉଥିବା ଶାମି ଏବେ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରିଛନ୍ତି। ପତ୍ନୀ ହସିନ ଜହାଁ ତାଙ୍କୁ ଝିଅଙ୍କୁ ଭେଟିବାକୁ ଦେଉ ନ ଥିବା…
ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଭାରତ
ବେନୋନ, ୬ା୨: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୯ ବର୍ଷରୁ କମ୍ ଆଇସିସି କ୍ରିକେଟ ବିଶ୍ୱକପ୍ର ଫାଇନାଲରେ ପ୍ରବେଶ କରିଛି ଭାରତ। ସ୍ଥାନୀୟ ଓ୍ବିିଲୋମୁର୍ ଷ୍ଟାଡିୟମରେ ମଙ୍ଗଳବାର ୫ଥର ଚାମ୍ପିୟନ ଭାରତ ୨ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ୨୪୫…
Archives


