‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’
ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍ ଖେଳୁଥିବା ଡେଭିଡ୍ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି। ପୁଷ୍ପା ଫିଲ୍ମକୁ ନେଇ ତାଙ୍କୁ ପାଗଳାମୀ ହେଉ ଅଥବା ବଲିଉଡ୍ ଗୀତରେ ରିଲ୍ସ କରିବାକୁ…
‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’
ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ ଫିଞ୍ଚ ଏବଂ ଗ୍ରିମ୍ ସ୍ମିଥ୍। ଶୁକ୍ରବାର ଓ୍ବାଙ୍ଖଡେ ଷ୍ଟାଡିୟମରେ ତାଙ୍କୁ ପୁଣିଥରେ ହୁଟିଂର ସମ୍ମୁଖୀନ…
ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…
ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ ଆଇସିସି ଟୁର୍ନାମେଣ୍ଟ ଖେଳୁଛନ୍ତି। ଏଣୁ ଯେବେ ବି ଉଭୟ ଟିମ୍ ମୁହାଁମୁହିଁ ହୁଅନ୍ତି ସମସ୍ତଙ୍କ…
ଆଇପିଏଲ୍ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !
ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ ପତ୍ନୀ ପଙ୍ଖୁଡ଼ି ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନିଜର ଇନଷ୍ଟାଗ୍ରାମରେ କ୍ରିକେଟର ପତ୍ନୀଙ୍କ ସହ…
ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍ ଚାମ୍ପିୟନ ହୋଇଥାନ୍ତା RCB
ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଲୋକପ୍ରିୟ ଟିମ୍ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗତ ୧୬ ସିଜନ୍ରେ ଗୋଟିଏ ବି ଥର ଟାଇଟଲ ଜିତି ନ ଥିଲେ…
ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର, କୋଚ୍ କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୨୦।୪: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ଲାଗି ଖରାପ ଖବର। ଗୋଟିଏ ପଟେ ଥାଲାଙ୍କ ବ୍ୟାଟିଂ ଦେଖି ପ୍ରଶଂସକ ତାଙ୍କୁ ବିଶ୍ୱକପ୍ ଟିମ୍ରେ ଦେଖିବାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ସିଏସ୍କେ କୋଚ୍ ବଡ଼ ବୟାନ ଦେଇଛନ୍ତି। ଏହା ଲକ୍ଷ…
ଲାଇଭ୍ ମ୍ୟାଚ୍ରେ IPL ନିୟମ ଉଲ୍ଲଂଘନ; ୪୮ ଘଣ୍ଟା ପରେ ମୁମ୍ବାଇ ଟିମ୍ର କୋଚ୍-ବ୍ୟାଟ୍ସମ୍ୟାନ୍ଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୨୦।୪: ଆଇପିଏଲ୍ ନିୟମ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା। ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କୋଚ୍ କିରନ୍ ପୋଲାର୍ଡ ଏବଂ ବ୍ୟାଟ୍ସମ୍ୟାନ୍ ଟିମ୍ ଡେଭିଡ୍ଙ୍କୁ ଲାଇଭ୍ ମ୍ୟାଚ୍ରେ ସୀମା ଅତିକ୍ରମ କରିବା ଲାଗି ଜରିମାନା କରାଯାଇଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ଆଇପିଏଲ୍…
ସନ୍ନ୍ୟାସ ନେଇଥିବା ସତ୍ତ୍ୱେ ବିଶ୍ୱକପ୍ ଖେଳିପାରନ୍ତି ସୁନୀଲ ନାରିନ୍, ନିଷ୍ପତ୍ତି ବଦଳାନ୍ତୁ ବୋଲି…
ନୂଆଦିଲ୍ଲୀ,୧୭।୪: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍ରେ ଖେଳିପାରନ୍ତି ସୁନୀଲ ନାରିନ୍। ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ ହେଁ ତାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଥିବା ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ରୋଭମ୍ୟାନ୍ ପାଓ୍ବେଲ କହିଛନ୍ତି। ହେଲେ କୋଲକାତା…
ଶ୍ରେୟସ ଗଣିବେ ୧୨ ଲକ୍ଷର ଜରିମାନା, ରାଜସ୍ଥାନଠାରୁ ପରାଜୟ ପରେ କୋଲକାତା ଅଧିନାୟକଙ୍କ ସହ କ’ଣ ହେଲା?
ନୂଆଦିଲ୍ଲୀ,୧୭।୪: ରାଜସ୍ଥାନ ରୟାଲ୍ସ ବିପକ୍ଷ ରୋମାଞ୍ଚକର ମୁକାବିଲାରେ ପରା ଜୟ ପରେ କୋଲକାତା ନାଇଟ ରାଇଡର୍ସ ଅଧିନାୟକଙ୍କ ଉପରେ ଜରିମାନା ଲାଗିଛି। ମ୍ୟାଚ୍ରେ ସ୍ଲୋ ଓଭର ରେଟ୍ ପାଇଁ ଶ୍ରେୟସ ଆୟର ୧୨ ଲକ୍ଷ ଜରିମାନା ଗଣିବେ। ତେବେ ଆଇପିଏଲ୍ ୨୦୨୪ରେ…
ସ୍ପଷ୍ଟ କଲେ ସିଦ୍ଧୁ, ଟିମ୍ ଇଣ୍ଡିଆର ଆଗାମୀ ଅଧିନାୟକ ହେବେ ଏହି କ୍ରିକେଟର…
ନୂଆଦିଲ୍ଲୀ,୧୨।୪: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ କିଏ ହେବ? ଏହି ପ୍ରଶ୍ନ ପ୍ରତିଟି ପ୍ରଶଂସକଙ୍କ ମନରେ ରହିଛି। ଏବେ ରୋହିତ ଶର୍ମା ନିଜ ଅନ୍ତରାଷ୍ଟ୍ରୀୟ କ୍ୟାରିୟରର ଅନ୍ତିମ ପାହାଚରେ ଅଛନ୍ତି। ଏଣୁ ତାଙ୍କ ପରେ ଟିମ୍ ଇଣ୍ଡିଆର ନେତୃତ୍ୱ କିଏ ନେବ…
ବିଜୟଠାରୁ ଦୁଇ ରନ୍ ଦୂରରେ ଅଟକିଲା ପଞ୍ଜାବ, ହାଇଦ୍ରାବାଦର ସଂଘର୍ଷପୂର୍ଣ୍ଣ ବିଜୟ
ଚଣ୍ଡୀଗଡ,୯ା୪: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍)ରେ ସନରାଇଜର୍ସ ହାଇଦ୍ରାବାଦ ୨ ରନରେ ପଞ୍ଜାବ କିଙ୍ଗ୍ସକୁ ହରାଇ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସନରାଇଜର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୮୨ ରନ୍ କରିଥିଲା। ଜବାବରେ ପଞ୍ଜାବ ୨୦ ଓଭରରେ ୬ ଉଇକେଟ…
ପାକିସ୍ତାନୀ କ୍ରିକେଟ ଖେଳାଳିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ସାମ୍ନାକୁ ଆସିଲା ବଡ଼ ଅପ୍ଡେଟ୍
ଇସଲାମାବାଦ,୬।୪: ପାକିସ୍ତାନ କ୍ରିକେଟ ଟିମ୍ ପାଇଁ ଦୁଃଖଦ ଖବର। କାର୍ ଦୁର୍ଘଟଣାରେ ଦଳର ଦୁଇ ଖେଳାଳି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଚାଲିଛି। ତେବେ ଆଗାମୀ ଦିନରେ ଓ୍ବେଷ୍ଟଇଣ୍ଡିଜ ସହ ଏହାର ମହିଳା ଟିମ୍ ଦିନିକିଆ ଏବଂ ଟି୨୦ ସିରିଜ…
Archives


