Tag Archives: cricket

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ

ନୂଆଦିଲ୍ଲୀ, ୧୬।୬: ରବିବାର ୩ ମ୍ୟାଚ୍‌ ସିରିଜ୍‌ ବିଶିଷ୍ଟ ୱାନ୍‌ଡେ ଇଣ୍ଟରନ୍ୟାସନାଲର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରର ଏମ୍‌ ଚିନ୍ନାସ଼୍ବାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ । ଭାରତ ଏବଂ ଦକ୍ଷିଣ ଆଫ୍ରିକାର ମହିଳା କ୍ରିକେଟ୍‌ ଟିମ୍‌ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ ।…

ମ୍ୟାଚ୍‌ ପୂର୍ବରୁ ଆଇସିସି ଉପରେ ପାକିସ୍ତାନର ବଡ଼ ଅଭିଯୋଗ, ଭାରତ…

ନୂଆଦିଲ୍ଲୀ, ୯ା୬: ଟି-୨୦ ବିଶ୍ୱକପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଆଜି ହାଇ-ଭୋଲଟେଜ୍‌ ମ୍ୟାଚ୍‌ ହେବାକୁ ଯାଉଛି । ଆମେରିକା ଠାରୁ ହରିବା ପରେ ପାକିସ୍ତାନର ମନୋବଳ ଭାଙ୍ଗି ଯାଇଛି। ହେଲେ ଦଳ ଆଜି ଭାରତ ବିପକ୍ଷ ମ୍ୟାଚ୍‌ ଖେଳିବ ବୋଲି…

ଟି-୨୦ ବିଶ଼୍ବକପ୍‌: ଭାରତ ବିରୋଧରେ ପାକିସ୍ତାନ ଟିମ୍‌ର ବଡ଼ ଚାଲ୍‌, ବଦଳାଇ ପାରେ ରଣନୀତି

ନୂଆଦିଲ୍ଲୀ, ୯ା୬: ଆଇସିସି ଟି-୨୦ ବିଶ଼୍ବକପ୍‌ରେ ଆଜି ହାଇ-ଭୋଲଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଡ଼ ଟକ୍କର ହେବ। ପ୍ରତିଥର ଭଳି ଟିମ୍‌ ଇଣ୍ଡିଆର ପଲା ଭାରି ରିହିବା ନେଇ ଆଶା କରାଯାଉଛି। ପୂର୍ବଥର ଭାରତୀୟ…

ଭାରତ-ପାକିସ୍ତାନ ଟି-୨୦ ବିଶ଼୍ବକପ୍‌ ମ୍ୟାଚ୍‌ ପୂର୍ବରୁ ଭାରତକୁ ଝଟକା

ନୂଆଦିଲ୍ଲୀ, ୮ା୬: ଟି-୨୦ ବିଶ଼୍ବକପ୍‌ ପାଇଁ ଏବେ ଅଭ୍ୟାସ ମ୍ୟାଚ୍‌ ଚାଲିଥିବା ବେଳେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମା ପୁଣିଥରେ ଆହତ ହୋଇଛନ୍ତି। ପୂର୍ବରୁ ଆୟାରଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ରୋହିତ ଆହତ ହୋଇଥିବା ବେଳେ ଏବେ ପାକିସ୍ତାନ ସହିତ…

ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ, ୮ା୬: ଆଫଗାନିସ୍ତାନ ଦଳ ବିସ୍ଫୋରକ ଢଙ୍ଗରେ ଏହାର ଟି-୨୦ ବିଶ୍ୱକପ ୨୦୨୪ ଅଭିଯାନ ଆରମ୍ଭ କରିଛି।  ପ୍ରଥମ ମ୍ୟାଚରେ ଉଗାଣ୍ଡାକୁ ହରାଇ ଦଳ ବଡ ବିଜୟ ହାସଲ କରିଥିଲା। କିନ୍ତୁ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଉପରେ ଏକ ଧମାକାଦାର ବିଜୟ ସହ…

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଷ୍ଟାର କ୍ରିକେଟର, ଜିତାଇଥିଲେ ୨୦୨୪ IPL

ନୂଆଦିଲ୍ଲୀ,୨।୬: କୋଲକତା ନାଇଟ୍‌ ରାଇଡର୍ସ ୨୦୨୪ ଆଇପିଏଲ୍‌ ଜିତିବା ପରେ ଏବେ ଏହି ଟିମ୍‌ର ଜଣେ କ୍ରିକେଟରଙ୍କୁ ନେଇ ଚର୍ଚ୍ଚା ଜୋର। ଷ୍ଟାର କ୍ରିକେଟର ଭେଙ୍କଟେଶ ଆୟାରଙ୍କ ଫଟେ ଏବେ ଖୁବ୍‌ଜୋରରେ ଭାଇରାଲ୍‌ ହେବାରେ ଲାଗିଛି। କାରଣ କେକେଆରର ଏହି ଅଲରାଉଣ୍ଡର…

ବଡ଼ ଖବର: ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ବିପଦ ଥିବାରୁ ଅଭ୍ୟାସ, ପ୍ରେସ୍‌ମିଟ୍‌ ବାତିଲ କଲା ଆର୍‌ସିବି…

ନୂଆଦିଲ୍ଲୀ,୨୨।୫: ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ବିପକ୍ଷରେ ଆଇପିଏଲ୍‌ ୨୦୨୪ ଏଲିମିନେଟର୍‌ ପ୍ରତିଯୋଗିତା ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ(ଆର୍‌ସିବି) ପ୍ରସ୍ତୁତ ହେଉଥିବା ବେଳେ ବଡ଼ ଖବର ସାମ୍ନାକୁ ଆସିଛି। ବିରାଟ କୋହଲିଙ୍କ ସୁରକ୍ଷାକୁ ନେଇ ବିପଦ ଥିବାରୁ ଆର୍‌ସିବି ପକ୍ଷରୁ ଏହାର ଏକମାତ୍ର ଅଭ୍ୟାସ…

କ୍ୱାଲିଫାୟରରେ ଆଣ୍ଠେଇଲା ହାଇଦ୍ରାବାଦ; ବ୍ୟାଟିଂ ଫାୟାର ପାଓ୍ବାର୍‌ ଫେଲ୍‌, କୋଲକାତାକୁ ମାତ୍ର ଏତିକି ରନ୍‌ର ସହଜ ଟାର୍ଗେଟ…

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ ୨୦୨୪ ସିଜନରେ ପ୍ଲେଅଫ୍‌ର ରୋମାଞ୍ଚ ଆରମ୍ଭ ହୋଇଛି। ପ୍ରଥମ କ୍ୱାଲିଫାୟରରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେଉଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍‌ କମିନ୍ସ ଟସ୍‌ ଜିତି…

କୋଲକାତା ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ, ନେଲା ଏହି ନିଷ୍ପତ୍ତି

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ କ୍ୱାଲିଫାୟର- ୧ ମୁକାବିଲା ମଙ୍ଗଳବାର କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପ୍ରକାଶ…

ଟି୨୦ ବିଶ୍ୱକପ୍‌ ଜିତି ପାରିବ ନାହିଁ ଟିମ୍‌ ଇଣ୍ଡିଆ…କୋହଲିଙ୍କ ନାଁ ନେଇ ଏ କ’ଣ କହିଦେଲେ…

ନୂଆଦିଲ୍ଲୀ,୧୭।୫: ଆଉ କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହେବାକୁ ଯାଛି ଟି୨୦ ବିଶ୍ୱକପ୍‌। ଏହାକୁ ନେଇ ପ୍ରଶଂସକ ଦିନ ଗଣିବା ଆରମ୍ଭ କରିଦେଇଥିବା ବେଳେ କ୍ରିକେଟ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରୁଥିବା ଦେଖାଯାଉଛି। ଏହି କ୍ରମରେ ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଅଧିନାୟକ…

ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ ହେବେ ଗୌତମ ଗମ୍ଭୀର: ରିପୋର୍ଟ

ନୂଆଦିଲ୍ଲୀ,୧୭।୫: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଏହି ପଦ ଗ୍ରହଣ କରିବେ। ବର୍ତ୍ତମାନ ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସର ମେଣ୍ଟର ଥିବା ଗମ୍ଭୀରଙ୍କୁ ବିସିସିଆଇ…

‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି ବିଶ୍ୱକପ୍‌ ଜିତିବା ଲାଗି ଟିମ୍‌ ଇଣ୍ଡିଆ ବଡ଼ ଦାବିଦାର ବୋଲି କୁହାଯାଉଛି, ଦଳ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri