ଭାରତ ପାଖରେ ବଡ଼ ସୁଯୋଗ
ସେଣ୍ଟ ଲୁସିଆ, ୨୫।୬: ଭାରତ ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇ ଅପରାଜେୟ ରହିଛି ଟିମ୍ ଇଣ୍ଡିଆ। ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ଭାରତ…
ବଦ୍ଲା ନେବ ଭାରତ, ଏହି ଦେଶ ସହ ବଡ଼ ମୁକାବିଲା
ନୂଆଦିଲ୍ଲୀ, ୨୫।୬: କଙ୍ଗାରୁ ଦଳକୁ ହରାଇ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛି । ସୁପର-୮ର ଶେଷ ମ୍ୟାଚ୍ରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ହରାଇବା ସହିତ କ୍ରମାଗତ ତୃତୀୟ ମ୍ୟାଚ୍ ଜିତି ସେମିଫାଇନାଲରେ ପହଞ୍ଚିଛି । ଟିମ…
ଆଶଙ୍କାରେ ଭାରତ, ସେମିଫାଇନାଲ୍ରୁ ହୋଇପାରେ ବିଦା
ନୂଆଦିଲ୍ଲୀ, ୨୪।୬: ଟି-୨୦ ବିଶ଼୍ବକପ୍ର ସୁପର ୮ରେ ଭାରତୀୟ ଟିମ୍ ଲଗାତାର ଦୁଇଟି ମ୍ୟାଚ୍ ଜିତି ପଏଣ୍ଟ୍ ଟେବୁଲର ଟପ୍ରେ ରହିଛି । ଟିମ୍ ୪ ପଏଣ୍ଟର ସେମିଫାଇନାଲ୍ର ଦ଼୍ବାର ଦେଶରେ ଛିଡ଼ା ହୋଇଛି । ସୁପର ୮ର ଆଜି ଶେଷ…
ଟି-୨୦ ବିଶ୍ପକପ୍ରେ ଇତିହାସ ରଚିଲେ ପ୍ୟାଟ୍ କମିନ୍ସ
ନୂଆଦିଲ୍ଲୀ, ୨୩।୬: ଟି-୨୦ ବିଶ଼୍ବକପ୍ରେ ଅଷ୍ଟ୍ରେଲିଆ ବୋଲର ପ୍ୟାଟ୍ କମିନ୍ସ ଇତିହାସ ରଚିଛନ୍ତି। ପ୍ରଥମ ବୋଲର ଭାବେ ସେ ବ୍ୟାକ୍ ଟୁ ବ୍ୟାକ୍ ବା ପଛକୁ ପଛ ଲଗାତାର ହ୍ୟାଟ୍ରିକ୍ ନେଇ ରେକର୍ଡ କରିଛନ୍ତି । ଟି-୨୦ ବିଶ଼୍ବକପ୍ର ସୁପର ୮ରେ…
୧୭ ବର୍ଷର ରେକର୍ଡ ଭାଙ୍ଗିଲା ଟିମ୍ ଇଣ୍ଡିଆ, ବଢ଼ିଲା ବିଶ଼୍ବକପ୍ର ଆଶା
ନୂଆଦିଲ୍ଲୀ, ୨୩।୬: ଟି-୨୦ ବିଶ଼୍ବକପ୍ ଟାଇଟଲ ହାତେଇବା ଆଶା ଏବେ ଟିମ୍ ଇଣ୍ଡିଆର ବଢ଼ିଛି । କାରଣ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଜବରଦସ୍ତ ରହିଛି । ଗୋଟିଏ ମ୍ୟାଚ୍ରେ ସର୍ବାଧିକ ଛକ୍କା ମାରି ୧୭ ବର୍ଷର ରେକର୍ଡ ଭାଙ୍ଗିଛି ଦଳ ।…
ରେକର୍ଡ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଭାରତ ଜିତିଲା ମ୍ୟାଚ୍
ନୂଆଦିଲ୍ଲୀ, ୨୩।୬: ଟି-୨୦ ବିଶ଼୍ବକପ୍ ୨୦୨୪ର ସୁପର ୮ରେ ଭାରତ ପୁଣିଥରେ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ ଦଳକୁ ଜିତାଇଛି । ଏଥି ସହିତ ପାଣ୍ଡ୍ୟା ଏକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । ଏହି…
ଆଜି ଭାରତ-ବାଂଲାଦେଶ ମୁହାଁମୁହିଁ, ବର୍ଷା ଧୋଇଦେଇ ପାରେ ମ୍ୟାଚ୍
ନୂଆଦିଲ୍ଲୀ, ୨୨।୬: ଆଇସିସି ଟି-୨୦ ବିଶ଼୍ବକପ୍ର ସୁପର ୮ରେ ଭାରତ ଏବଂ ବାଂଲାଦେଶ ଆଜି ଭେଟିବାକୁ ଯାଉଛନ୍ତି । ସୁପର ୮ରେ ଭାରତୀୟ ଟିମ୍ ଏହାର ପ୍ରଥମ ମ୍ୟାଚ୍ ଜିତି ନେଇଥିବା ବେଳେ ବାଂଲାଦେଶକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।…
ଟି-୨୦ ବିଶ଼୍ବକପ୍: ଆମେରିକାକୁ ହରାଇ ୱେଷ୍ଟ ଇଣ୍ଡିଜ୍ର ଜବରଦସ୍ତ ବିଜୟ
ନୂଆଦିଲ୍ଲୀ, ୨୨।୬: ଟି-୨୦ ବିଶ଼୍ବକପ୍ ୨୦୨୪ର ସୁପର ୮ ଗ୍ରୁପ୍ ୨ ମ୍ୟାଚ୍ରେ ଆମେରିକାକୁ ୯ ୱିକେଟ୍ରେ ହରାଇଛି ୱେଷ୍ଟ ଇଣ୍ଡିଜ୍ । ଏହି ମ୍ୟାଚ୍ରେ ୱେଷ୍ଟ ଇଣ୍ଡିଜ ଖେଳାଳି ହୋପ୍ ଟି-୨୦ ଇଣ୍ଟରନ୍ୟାଶନାଲ୍ର ସବୁଠାରୁ ବଡ଼ ପାଳି ଖେଳିଛନ୍ତି ।…
ଶାମିଙ୍କ ସହ ନିର୍ବନ୍ଧକୁ ନେଇ ବଡ଼ ବୟାନ ଦେଲେ ସାନିଆଙ୍କ ବାପା
ନୂଆଦିଲ୍ଲୀ,୨୧।୬: ଭାରତର ଟେନିସ ତାରକା ସାନିଆ ମିର୍ଜା ଚଳିତ ବର୍ଷ କ୍ରିକେଟର ଶୋଏବ ମଲ୍ଲିକଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ଏହାପରେ ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ଦ୍ୱିତୀୟ ବିବାହ କରିନେଇଥିଲେ। ହେଲେ ଏଯାଏ ସାନିଆ ଏକାକି ଅଛନ୍ତି। ଏମିତିରେ ତାଙ୍କର ଏବଂ…
ଟି-୨୦ ବିଶ଼୍ବକପ୍: ସୁପର ୮ରେ ଭାରତ, ଜାଣନ୍ତୁ କେବେ କାହାକୁ ଭେଟିବ
ନୂଆଦିଲ୍ଲୀ, ୧୭।୬: ଜାରି ରହିଥିବା ଟି-୨୦ ବିଶ଼୍ବକପ୍ରେ ଭାରତ ସୁପର-୮ରେ ସ୍ଥାନ ପକ୍କା କରିସାରିଛି । ଏ ପର୍ଯ୍ୟନ୍ତ ୩୮ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଆଜି ନ୍ୟୁଜିଲ୍ୟାଣ୍ଡ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ଟକ୍କର ହେବ । ୧୮ ଜୁନ୍ରେ…
ଟି-୨୦ ବିଶ଼୍ବକପ୍: ପାକିସ୍ତାନ ବିଦା ହେବାକୁ ନେଇ ଆଇସିସି ଉପରେ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ, ୧୬।୬: ଟି-୨୦ ବିଶ଼୍ବକପ୍ରେ ପାକିସ୍ତାନ ପ୍ରଥମ ଦୁଇଟି ମ୍ୟାଚ୍ ହାରି ଟୁର୍ଣ୍ଣାମେଣ୍ଟରୁ ବାହାର ହେବାର ପାଦଦେଶରେ ଛିଡ଼ା ହୋଇଥିଲା । କିନ୍ତୁ ପରବର୍ତ୍ତୀ ମ୍ୟାଚ୍ରେ କାନାଡ଼ାକୁ ହରାଇବା ପରେ ଦଳ ଆଗକୁ ବଢ଼ିବା ନେଇ ଆଶା ସଞ୍ଚାର କରିଥିଲା ।…
ଟି-୨୦ ବିଶ଼୍ବକପ୍: ସୁପର ୮ରେ ଏଣ୍ଟ୍ରି ମାରିଲେ ୭ଟିମ୍, ୮ ନମ଼୍ବରରେ କିଏ?
ନୂଆଦିଲ୍ଲୀ, ୧୬।୬: ଟି-୨୦ ବିଶ଼୍ବକପ୍ ୨୦୨୪ରେ ସୁପର ୮ ପାଇଁ ୭ଟି ଟିମ୍ ସ୍ଥାନ ପକ୍କା କରିଛନ୍ତି। ସେମାନଙ୍କ ମଧ୍ୟରେ ଆମେରିକା, ଭାରତ, ୱେଷ୍ଟ-ଇଣ୍ଡିଜ୍, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା, ଆଫଗାନିସ୍ତାନ ରହିଛନ୍ତି । ଏବେ ପ୍ରଶ୍ନ ହେଉଛି କି କେଉଁ…
Archives


