Tag Archives: CONGRESS

ସରକାରଙ୍କୁ ଟାର୍ଗେଟ୍‌ କଲେ ରାହୁଲ, କହିଲେ ୩୦ ଲକ୍ଷ କୋଟି ସ଼୍ବାହା କରିଦେଲେ

ନୂଆଦିଲ୍ଲୀ, ୭ା୬: ସେୟାର ବଜାରରେ ଲୋକସଭା ନିର୍ବାଚନ ଭୋଟ ଗଣତି ଦିନ ଅର୍ଥାତ ଜୁନ୍‌ ୪ରେ ହୋଇଥିବା ବଡ଼ କ୍ରାସ୍‌କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ଏହି ଦିନ ଲୋକେ ୩୦…

ଏମାନଙ୍କୁ ମିଳିବ ମନ୍ତ୍ରୀ ପଦ ! ଆସିଲା ସମ୍ଭାବିତ ଲିଷ୍ଟ୍‌

ନୂଆଦିଲ୍ଲୀ, ୭ା୬: ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ଗଠନ ପାଇଁ ଥିବା ମ୍ୟାଜିକ୍‌ ନମ଼୍ବର ୨୭୨ ଆସନ ଜିତିବାକୁ ସକ୍ଷମ…

୫୦୪ ନୂଆ ଏମ୍‌ପି କୋଟିପତି, ୨୫୧ଙ୍କ ନାମରେ ମାମଲା

ନୂଆଦିଲ୍ଲୀ, ୬ା୬: ଦେଶରେ ୧୮ତମ ଲୋକସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ନିର୍ବାଚନରେ ବର୍ତ୍ତମାନ ସରକାରରେ ଥିବା ଭାଜପା ଦଳକୁ ୨୪୦ ଆସନ ମିଳିଛି। ଅନ୍ୟପଟେ କଂଗ୍ରେସ ଏଥର ୯୯ ଆସନ ଜିତିବାରେ ସକ୍ଷମ ହୋଇଛି। ୨୯୩ ଅସନ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଇଡ଼ୁ, ବଦଳିଲା ଶପଥ ଉତ୍ସବ ତାରିଖ

ନୂଆଦିଲ୍ଲୀ, ୬।୬: ବିଧାନସଭା ନିର୍ବାଚନ ଜିତିବା ପରେ ଆନ୍ଧ୍ରପ୍ରଦେଶରେ ସରକାର ଗଢ଼ିବ ଟିଡିପି ବା ତେଲୁଗୁ ଦେଶମ୍‌ ପାର୍ଟି। ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ। ଏଥିପାଇଁ ଆସନ୍ତା ୯ ତାରିଖରେ…

ମାତ୍ର ୨୫ ବର୍ଷରେ ସଂସଦ ଯିବେ ୪ ଏମ୍‌ପି, ନିର୍ବାଚନ ଜିତି କଲେ ରେକର୍ଡ

ନୂଆଦିଲ୍ଲୀ, ୫ା୬: ସରିଛି ୨୦୨୪ ଲୋକସଭା ନିର୍ବାଚନ। ପ୍ରକାଶ ପାଇଛି ଫଳାଫଳ । ହେଲେ ଏହି ନିର୍ବାଚନରେ ରେକର୍ଡ କରିଛନ୍ତି ୪ ଯୁବ ଏମ୍‌ପି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ରହିଛନ୍ତି। ସେମାନେ ହେଲେ…

ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ଇସାରା, ଏନ୍‌ଡିଏକୁ ଫେରିପାରେ ଉଦ୍ଧବ ଶିବ ସେନା

ନୂଆଦିଲ୍ଲୀ, ୫ା୬: ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଛୋଟ ଛୋଟ ଦଳଗୁଡ଼ିକ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନ୍‌ଡିଏର ବୈଠକରେ ଯୋଗଦେବାକୁ ଦିଲ୍ଲୀ ପହଞ୍ଚିଛନ୍ତି। ଅନ୍ୟପଟେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ଦିଲ୍ଲୀ ପହଞ୍ଚିବା…

ବଡ଼ ନେତାଙ୍କୁ ମାତ୍‌ ଦେଲେ କନଷ୍ଟେବଳଙ୍କ ପତ୍ନୀ, ବନିଲେ ଏମ୍‌ପି

ଜୟପୁର,୫ା୬: ରାଜସ୍ଥାନର ଭରତପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଜିତିଥିବା ଜଣେ ଦଳିତ ମହିଳାଙ୍କୁ ନେଇ ଏବେ ଜୋର ଚର୍ଚ୍ଚା। ତାଙ୍କ ନାମ ସଞ୍ଜନା ଜାଟୱ। ୨୫ ବର୍ଷିୟା ଏହି ମହିଳା ରାଜସ୍ଥାନର ସବୁଠାରୁ କମ୍‌ ବୟସର ଏମ୍‌ପି ହୋଇଛନ୍ତି।…

ଏହି ରାଜ୍ୟରେ ଭାଜପାର ହ୍ୟାଟ୍ରିକ୍‌ ବିଜୟ, ସମସ୍ତ ଆସନରେ ବିଜୟୀ

ନୂଆଦିଲ୍ଲୀ,୫ା୬: ଉତ୍ତରାଖଣ୍ଡର ସମସ୍ତ ୫ଟି ଆସନରେ ବିଜୟ ହାସଲ କରିଛି ଭାଜପା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଯୋଡ଼ି ଉତ୍ତରାଖଣ୍ଡରେ ଏକ ପ୍ରକାର ଯାଦୁ କରିଛି। ୨୦୨୪ ଲୋକସଭା ନିର୍ବାଚନ ଜିତି ହ୍ୟାଟ୍ରିକ୍‌ ହାସଲ କରିଛି।…

ଗେମ୍‌ଚେଞ୍ଜର ବନିଗଲା ଉତ୍ତର ପ୍ରଦେଶ, କାହିଁକି ଖସିଲା ଭାଜପା? 

ନୂଆଦିଲ୍ଲୀ,୫ା୬: ସାରା ଦେଶରେ ଲୋକ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏନ୍‌ଡିଏ ୨୯୨ ଆସନରେ ଜିତିଥିବା ବେଳେ କଂଗ୍ରେସ ହାତକୁ ଆସିଛି ୨୩୪ ଆସନ। କିଛି ରାଜ୍ୟରେ ଏନ୍‌ଡିଏ ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଭାଜପା ଶାସିତ…

ହାରିଲେ ବିଜେଡି, କଂଗ୍ରେସ, ଭାଜପା ସଭାପତି

ଭୁବନେଶ୍ୱର,୪ା୬(ଅନିଲ ଦାସ): ଚଳିତ ନିର୍ବାଚନର ଫଳାଫଳ ଅତ୍ୟନ୍ତ ରୋମାଞ୍ଚକ ହୋଇଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସଭାପତି ଏହି ନିର୍ବାଚନରେ ହାରି ଯାଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ବିଧାନସଭା…

ବଦଳିଯିବ ଓଡ଼ିଶା ରାଜନୀତି, ଗଠନ ହେବ ନୂଆ ସରକାର !

ଭୁବନେଶ଼୍ବର,୪।୬: ରାଜ୍ୟରେ ଜାରି ରହିଛି ନିର୍ବାଚନ ଗଣତି। ପ୍ରଥମ ପର୍ଯ୍ୟାୟରୁ ଆଗରେ ଥିବା ବିଜେଡି ପୁଣିଥରେ ସରକାର ଗଢ଼ିବା ନେଇ ଆଶା କରାଯାଉଥିଲା । ହେଲେ ଦିନ ୧୦ଟା ପରେ ସ୍ଥିତି ବଦଳିଯାଇଥିଲା।  ଲିଡ୍‌କୁ ଚାଲିଆସିଥିଲା ଭାଜପା । ବର୍ତ୍ତମାନ ମଧ୍ୟ…

ତାଳଚେର ବିଧାନସଭା ଆସନ ବଜାୟ ରଖିଲା ବିଜେଡି

ତାଳଚେର,୪।୬: ତାଳଚେର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପୁଣିଥରେ ବଜାୟ ରଖିଛି। ବର୍ତ୍ତମାନ ବିଧାୟକ ଥିବା ବ୍ରଜ କିଶୋର ପ୍ରଧାନ ପୁଣିଥରେ ଏହି ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କୁ ମୋଟ ୭୫,୬୨୧ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ଼୍ବନ୍ଦୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri