‘ଭାଜପାର ରାମରାଜ୍ୟ ସମ୍ବିଧାନକୁ ନଷ୍ଟ କରୁଛି’
ନୂଆଦିଲ୍ଲୀ,୧୯ା୮: କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟର ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଡେପୁଟି ସଚିବଙ୍କ ପ୍ରମୁଖ ପଦବୀରେ ଖୁବ୍ଶୀଘ୍ର ୪୫ ଜଣ ବିଶେଷଜ୍ଞଙ୍କୁ ‘ଲାଟେରାଲ ଏଣ୍ଟ୍ରି’ ମାଧ୍ୟମରେ ନିଯୁକ୍ତ କରିବାର ନିଷ୍ପତ୍ତି ସମ୍ପର୍କରେ ରାଜନୈତିକ ମହଲରେ ଆଲୋଚନା ହେଉଛି। ତେବେ କଂଗ୍ରେସ ନେତା…
କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ, କହିଲେ-‘ଦଳରେ ମୋ ପ୍ରେଷ୍ଟିଜ୍ ନାହିଁ’
ନୂଆଦିଲ୍ଲୀ,୧୬।୮: କଂଗ୍ରେସ ଛାଡ଼ିଛନ୍ତି ଦଳର ବରିଷ୍ଠ ନେତା ବିଜୟ କୁମାର ପଟ୍ଟନାୟକ। ମେଲ୍ ଯୋଗେ ତାଙ୍କର ଇସ୍ତଫା ପତ୍ରକୁ ସେ AICCକୁ ପଠାଇଛନ୍ତି। ଗତ ସାଧାରଣ ନିର୍ବାଚନରେ ସେ ଗଜପତି ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ପୂର୍ବରୁ ବିଜୟଙ୍କୁ ପ୍ରଥମେ ପ୍ରଚାର…
ରାହୁଲଙ୍କୁ ପ୍ରତିମାସରେ ମିଳୁଛି ୧୦ ଲକ୍ଷ, ହିଡେନ୍ବର୍ଗ ରିପୋର୍ଟକୁ ନେଇ କହିଲେ ମୁଁ କିଛି…
ନୂଆଦିଲ୍ଲୀ, ୧୪।୦୮: ଆମେରିକାର ସର୍ଟ ସେଲିଂ ସଂସ୍ଥା ହିଡେନ୍ବର୍ଗର ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ବିପକ୍ଷ ଦଳ ଘେରିଛି । ମଙ୍ଗଳବାର ରାହୁଲ ଗାନ୍ଧି ଏନେଇ କହିଥିଲେ ଯେ ଏହା ଏକ ଗମ୍ଭୀର ମାମଲା । ଏବେ ସେ…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ୍, ଭିନେଶ ଫୋଗାଟଙ୍କୁ ରାଜ୍ୟସଭା ପଠାଇଥାନ୍ତୁ, ହେଲେ..
ନୂଆଦିଲ୍ଲୀ, ୦୮।୦୮: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା ଭିନେଶ ଫୋଗାଟଙ୍କୁ ନେଇ ବଡ଼ କଥା କହିଛନ୍ତି । ଯଦି ଆମ ପାଖରେ ବିଧାୟକ ସଂଖ୍ୟା ଅଧିକ ଥାନ୍ତା ଆମେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ…
ସରକାରଙ୍କ ପ୍ରସ୍ତାବକୁ ବିରୋଧ, କଂଗ୍ରେସ୍ ଦେଲା ନୋଟିସ୍
ନୂଆଦିଲ୍ଲୀ, ୦୮।୦୮: ୱାକଫ ବୋର୍ଡ ଆଇନ୍ ସଂଶୋଧନ ବିଲକୁ ନେଇ ବିରୋଧ କରିବ କଂଗ୍ରେସ । ପାର୍ଟି ଏମ୍ପି ଇମ୍ରାନ ମାସୁଦ କହିଛନ୍ତି ଯେ ୱାକଫ ଆଇନ୍ ସଂଶୋଧନ ବିଲକୁ ସଂସଦରେ ବିରୋଧ କରାଯିବ। ଏଥି ସହ କର୍ଣ୍ଣାଟକ ସିଏମ ସିଦ୍ଧରମୈୟା…
ଶସ୍ତା ହୋଇ ଚାଲିଛି ଭାରତୀୟ ଟଙ୍କା; ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ
ନୂଆଦିଲ୍ଲୀ, ୦୬।୦୮: ଆମେରିକୀୟ ଡଲାର ତୁଳନାରେ ଟଙ୍କା ୮୪.୦୯ ସ୍ତରକୁ ହ୍ରାସ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କେନ୍ଦ୍ରକୁ ନିନ୍ଦା କରି ଏହା ସରକାରଙ୍କ “ଅର୍ଥନୈତିକ ଅଜ୍ଞତା” ଏବଂ “ଅବ୍ୟବସ୍ଥା” ର ଏକ ସ୍ପଷ୍ଟ ସୂଚକ ବୋଲି କଂଗ୍ରେସ କହିଛି। ମଧ୍ୟ…
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କଂଗ୍ରେସ ପାଳିଲା କଳା ଦିବସ
ଶ୍ରୀନଗର,୫ା୮: ଧାରା ୩୭୦ ଉଚ୍ଛେଦ ହେବାର ୫ ବର୍ଷ ଅବସରରେ ଭାଜପା ଜମ୍ମୁ-କଶ୍ମୀର’ଏକତା ମହୋତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରିଛି। ଜମ୍ମୁ-କଶ୍ମୀର କଂଗ୍ରେସ ସୋମବାର ଅର୍ଥାତ୍ ଅଗଷ୍ଟ ୫କୁ କଳା ଦିବସ ଭାବରେ ପାଳନ କରିଛି। ଏହି…
‘ମୁଁ ଆଉ ବଞ୍ଚିବାକୁ ଚାହୁଁନି’, ରାଜ୍ୟସଭାରେ ବଡ଼ କଥା କହିଦେଲେ ଖଡ଼ଗେ
ନୂଆଦିଲ୍ଲୀ, ୩୧।୦୭: ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଛି । ରାଜ୍ୟ ସଭାରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଲଗା ରୂପ ଦେଖିବାକୁ ମିଳିଛି । ଗୃହର ବିରୋଧୀ ଦଳ ନେତା ଅଚାନକ ଭାବୁକ ହୋଇଯାଇଥିଲେ । ପରେ ପୁଣି…
ଆରବରେ ଜନ୍ମିତ ହଲୱା କେମିତି ପହଞ୍ଚିଲା ଭାରତ ? ସଂସଦରେ ରାହୁଲ କହିଲେ…
ନୂଆଦିଲ୍ଲୀ, ୩୦।୦୭: ସଂସଦରେ ଜାରି ରହଛି ମୌସୁମୀ ଅଧିବେସନ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବଜେଟ୍କୁ ନେଇ ଗତକାଲି ସଂସଦରେ ହାଲ୍ଲା କରିଛନ୍ତି । କେନ୍ଦ୍ରୀୟ ବଜେଟ୍ ପୂର୍ବରୁ ହୋଇଥିବା ହଲୱା ସେରେମନି ସମୟର ଫଟୋ ଦେଖାଇ କହିଥିଲେ…
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ନୋଟିସ୍
ଭୁବନେଶ୍ୱର,୨୯ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛି କଂଗ୍ରେସ। ଶୂନ୍ୟକାଳରେ ବାଚସ୍ପତି ବାଚସ୍ପତି ସୁରମା ପାଢ଼ୀ ନୋଟିସ୍କୁ ଗ୍ରହଣ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପଢ଼ିବା ବେଳେ ଗୃହରେ…
୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ଲୋକସଭାରେ ଭାଷଣ ଦେଇ ଲଲନ ସିଂ କହିଛନ୍ତି ଯେ ଭାରତୀୟ ଜନତା…
୨୦୨୭ରେ ଆମେ ଗଢ଼ିବୁ ସରକାର: ଅଖିଳେଶ
ନୂଆଦିଲ୍ଲୀ,୨୪ା୭: ଅଖିଳେଶ ଯାଦବ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିଷୟରେ ସୋସିଆଲ ମିଡିଆରେ ଅନେକ କିଛି ପୋଷ୍ଟ କରିଛନ୍ତି। ସେ କହିଛନ୍ତି, କେଶବ ପ୍ରସାଦଙ୍କ ବିଷୟରେ କ’ଣ କହିବେ, ତାଙ୍କ ପାଇଁ ଅଫର ଜାରି ରହିବ। ତାଙ୍କ ସହ କୌଣସି…
Archives


