Tag Archives: CONGRESS

ବଦଳୁଛି ରାଜ୍ୟ ରାଜନୀତି, ଭାଜପାକୁ ସମର୍ଥନ କଲେ କଂଗ୍ରେସର ୭ ବିଧାୟକ

ମୁମ଼୍ବାଇ, ୧୩।୦୭: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି କହିଲେ ଚଳେ । ବିରୋଧୀ ଦଳ ମେଣ୍ଟ ମହା ବିକାଶ ଅଘାଡ଼ି ପାଇଁ ଏବେ ଚିନ୍ତା ବଢ଼ିଛି । ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ୪୮ରୁ ୩୦ ଲୋକସଭା ଆସନ ହାତେଇବା…

ପୀଡ଼ିତଙ୍କୁ ଭେଟିଲେ ରାହୁଲ୍‌, ମୁଖ୍ୟମନ୍ତ୍ରୀଙ୍କୁ କ୍ଷତିପୂରଣ ଦେବାକୁ କଲେ ଦାବି

ନୂଆଦିଲ୍ଲୀ, ୫।୭: କଂଗ୍ରେସ ନେତା ତଥା ସଂସଦର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଲୋକସଭା ନିର୍ବାଚନ ପରେ ଏବେ ଲୋକଙ୍କ ସମସ୍ୟା ବୁଝିବା ନେଇ ଚର୍ଚ୍ଚାରେ ରହିଛନ୍ତି। ସରକାର ଗଠନ କରିନପାରିଲେ ମଧ୍ୟ କଂଗ୍ରେସ ହାତରେ ୯୯ ଏମ୍‌ପି ଆସନ…

ଲୋକେ ସରକାରଙ୍କୁ ପୁନଃ ନିର୍ବାଚିତ କରିଛନ୍ତି: ମୋଦି

ନୂଆଦିଲ୍ଲୀ,୩ା୭(ପି.ଟି.) : ଦେଶବାସୀ ସରକାରଙ୍କ ପ୍ରତ୍ୟେକ ମାନଦଣ୍ଡକୁ ଭଲ ଭାବେ ପରୀକ୍ଷା କରିବା ପରେ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ସୁଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକ ସଭାରେ କହିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ…

ରାଜ୍ୟ ସଭାରେ ଧନ୍‌କର-ଖାର୍ଗେ ମୁହାଁମୁହିଁ

ନୂଆଦିଲ୍ଲୀ, ୦୩।୦୭: ରାଜ୍ୟ ସଭାରେ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ଜଗଦୀପ ଧନ୍‌କର ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ ମଙ୍ଗଳବାର ଜୋର୍‌ଦାର ବାକ୍‌ଯୁଦ୍ଧ ଦେଖିବାକୁ ମିଳିଥିଲା। ଏପରିକି ଧନ୍‌କର କ୍ଷୁବ୍ଧ ହୋଇ ଖାର୍ଗେଙ୍କ ସ୍ଥାନରେ କଂଗ୍ରେସ ନେତା ଜୟରାମ…

ରାହୁଲଙ୍କୁ ଟାର୍ଗେଟ୍‌ କଲେ ମୋଦି, କହିଲେ ଛଟ୍‌ପଟ୍‌ ହେଉଛନ୍ତି କଂଗ୍ରେସ ନେତା

ନୂଆଦିଲ୍ଲୀ, ୨ା୭: ସଂସଦରେ ଲୋକସଭା ଅଧିବେଶନ ଜାରି ରହିଛି । ଆଜିର ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏନ୍‌ଡିଏର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଏମ୍‌ପିମାନଙ୍କୁ ସମ଼୍େବାଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି…

ମିଛ ହେଲା ରାହୁଲଙ୍କ ଦାବି, ଅଗ୍ନିବୀର ପରିବାର କହିଲେ…

ନୂଆଦିଲ୍ଲୀ, ୨ା୭: ଜାରି ରହିଛି ସଂସଦ ଅଧିବେଶନ । ଏହି ଅଧିବେଶନରେ ଅଗ୍ନିବୀର ଯୋଜନାକୁ ନେଇ ରାହୁଲ ଗାନ୍ଧି କରିଥିବା ଦାବି ମିଛ ସାବ୍ୟସ୍ତ ହୋଇଛି । ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶହିଦ ହୋଇଥିବା ଜଣେ ଅଗ୍ନିବୀରଙ୍କ ପରିବାର…

‘ଏଣିକି ଆଉ ଚଳିବନି ବୁଲ୍‌ଡୋଜର ନୀତି’

ନୂଆଦିଲ୍ଲୀ,୧ା୭: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  କଡ଼ା ଆକ୍ରମଣ କରି କହିଛନ୍ତି, ଆଜିକାଲି ପ୍ରଧାନମନ୍ତ୍ରୀ ଏବଂ ଭାଜପାର ଲୋକମାନେ ସମ୍ବିଧାନକୁ ସମ୍ମାନ ଦେଉଛନ୍ତି। ଏମ୍‌ପିମାନଙ୍କୁ ନିଲମ୍ବନ କରି ଆପରାଧିକ ଆଇନ ପ୍ରଣୟନ କରାଯାଇଛି। ସେ କହିଛନ୍ତି,…

ମୋଦିଙ୍କୁ ଟାର୍ଗେଟ୍‌ କଲେ ସୋନିଆ, କହିଲେ ହାରିଛି ଭାଜପା

ନୂଆଦିଲ୍ଲୀ, ୨୯।୦୬: କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧି ଏକ ଆର୍ଟିକିଲ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି କମ୍‌ ଆସନ ହାତେଇବାକୁ ନେଇ ମୋଦି ହାରିଥିବା ସେ କହିଛନ୍ତି ।…

ରାଜ୍ୟସଭାରେ ଖସିପଡ଼ିଲେ କଂଗ୍ରେସର ମହିଳା ଏମ୍‌ପି, ତାପରେ…

ନୂଆଦିଲ୍ଲୀ, ୨୬।୦୬: ନିଟ୍‌ ମୁଦ୍ଦାକୁ ନେଇ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ବିପକ୍ଷ ଦଳ ମଧ୍ୟ ସରକାରଙ୍କୁ ଛାଡ଼ି ନାହାନ୍ତି । ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଏହାରି ମଧ୍ୟରେ କଂଗ୍ରେସ…

ପ୍ରଥମେ ରାଗିଲେ, ପରେ ହସିଲେ

ନୂଆଦିଲ୍ଲୀ,୨୮ା୬: ପାର୍ଲାମେଣ୍ଟ ଅଧିବେଶନର ପଞ୍ଚମ ଦିନରେ ଲୋକ ସଭାରେ ନିଟ୍‌ ପ୍ରସଙ୍ଗ ଜୋରଦାର ହୋଇଥିଲା। ଲୋକ ସଭାରେ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ନିଟ୍‌ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ଉକ୍ତ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ…

ଏୟାରପୋର୍ଟରୁ ରାମମନ୍ଦିର ଯାଏ ସବୁଠି ଗଳୁଛି ପାଣି, ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ,୨୮।୭: ବର୍ଷା ପରେ ଦିଲ୍ଲୀ ବିମାନବନ୍ଦର ଛାତ ଭୁଶୁଡ଼ିବା ନେଇ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପା ଏବଂ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ପୋଷ୍ଟ କରି ନରେନ୍ଦ୍ର…

ବଢ଼ିଲା କନ୍ଦଳ: ପିସିସି ସଭାପତିଙ୍କ ଇସ୍ତଫା ଦାବି

ଭୁବନେଶ୍ୱର,୨୭ା୬: ସାଧାରଣ ନିର୍ବାଚନରେ ପରାଜୟ ପରେ ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ବଢ଼ିଚାଲଛି। ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ପିସିସି ସଭାପତି ଇସ୍ତଫା ଦେଇ ଦେବା ଉଚିତ ବୋଲି କହିଛନ୍ତି। ଦଳର ଶୋଚନୀୟ ପରାଜୟ ପାଇଁ ପିସିସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri