କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ: ରାଜ୍ୟ ସରକାରଙ୍କ ନୀରବତାକୁ ବିରୋଧ କଲା କଂଗ୍ରେସ
ପଟ୍ଟାଙ୍ଗି,୧୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନ କୋଟିଆ ପଞ୍ଚାୟତର ୩ଟି ରାଜସ୍ୱ ଗ୍ରାମରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଯାଉଥିବା ବେଳେ ରାଜ୍ୟ ସରକାର ନୀରବତା ଅବଲମ୍ବନ କରିବାକୁ କଂଗ୍ରେସ ଦଳ ଘୋର ନିନ୍ଦା ଓ ବିରୋଧ…

