Tag Archives: common service centre

ସୁଭଦ୍ରା ଯୋଜନା ଫର୍ମ ପାଇଁ ଟଙ୍କା ନେଉଥିଲେ ,ସ୍ବାମୀଙ୍କ ସ୍ତ୍ରୀଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୧୨ା୯(ସୂର୍ଯ୍ୟକାନ୍ତ ବେହେରା): ସୁଭଦ୍ରା ଯୋଜନା ଓ ଅନଲାଇନରେ ଜମା କରିବା ପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ନିଳାଦ୍ରୀବିହାର ଓ ସତ୍ୟନଗର ସ୍ଥିତ ୨ ଟି ଜନସେବା କେନ୍ଦ୍ରରେ ହିତାଧିକାରୀଙ୍କୁ…

ସିଲ୍‌ ହେଲା ଜନସେବା କେନ୍ଦ୍ର: ସୁଭଦ୍ରା ଯୋଜନା ଆବେଦନ ପାଇଁ ମାଗୁଥିଲେ ଟଙ୍କା

ଖୋର୍ଦ୍ଧା,୧୨।୯(ପ୍ରଭାତ ପାଣିଗ୍ରାହୀ): ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ପାଇଁ ହିତାଧିକାରୀଙ୍କଠାରୁ ଅର୍ଥ ଦାବି କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲା ପ୍ରଶାସନ ଏକ ଜନସେବା କେନ୍ଦ୍ରକୁ ସିଲ୍‌ କରି ଦେଇଛି । ପୌରାଞ୍ଚଳର ମୁକୁନ୍ଦପ୍ରସାଦ ଠାରେ ଥିବା ଏକ ଜନସେବା କେନ୍ଦ୍ର ହିତାଧିକାରୀଙ୍କଠାରୁ ଅର୍ଥ…

ସୁଭଦ୍ରା ଯୋଜନା ଲାଗି ଆଧାରକାର୍ଡ ସେଣ୍ଟରରେ ମହିଳାଙ୍କୁ ଠକେଇ: ଖବର ପ୍ରକାଶ ପରେ ଚଢାଉ କଲେ ଏସଡିପିଓ, ପୋଲିସ

ପୁରୁଷୋତ୍ତମପୁର,୧୦।୯ (ସୀମାଞ୍ଚଳ ମିଶ୍ର): ଆଧାରକାର୍ଡ ସେଣ୍ଟରରେ ଗରିବ ଶ୍ରେଣୀର ମହିଳା ମାନଙ୍କଠାରୁ ଅଧିକ ଟଙ୍କା ନେଉଥିବାର ଅଭିଯୋଗ ପରେ ଚଢ଼ାଉ କରିଛନ୍ତି ପୁଷୋତ୍ତମପୁର ଏସଡିପିଓ, ପୋଲିସ। ମଙ୍ଗଳବାର ଏହି ଖବର ଧରିତ୍ରୀ ୱେବ’ରେ ପ୍ରକାଶ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି…

ଆବେଦନ ଲାଗି ଟଙ୍କା ମାଗିବାରୁ ୨ ଜନସେବା କେନ୍ଦ୍ର ଉପରେ କଡା କାର୍ଯ୍ୟାନୁଷ୍ଠାନ: ଅଙ୍ଗନୱାଡି କର୍ମୀଙ୍କ ଦରମା ବନ୍ଦ

କେନ୍ଦ୍ରାପଡ଼ା, ୫ା୯ (ଜଗନ୍ନାଥ ଧଳ): ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ସୁଭଦ୍ରା ଯୋଜନା କାର୍ଯ୍ୟକାରିତାରେ କେନ୍ଦ୍ରାପଡ଼ା ଜିଲାର କେତେକ ସ୍ଥାନରେ ବାଧା ସୃଷ୍ଟି ହୋଇଛି। ଏପରି ଅଭିଯୋଗ ପରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ସହ ୩ ଜଣଙ୍କ ଉପରେ ଗୁରୁବାର କାର୍ଯ୍ୟାନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?