କଲେଜ୍କୁ ଜିନ୍ସ ପ୍ୟାଣ୍ଟ-ସାର୍ଟ ପିନ୍ଧି ଯାଇପାରିବେନି ଛାତ୍ରୀଛାତ୍ର ମୁମ଼୍ବାଇ,୨।୭: କଲେଜ ପରିସରକୁ ଜିନ୍ସ ପିନ୍ଧି ଯାଇପାରିବେନି ଛାତ୍ରୀଛାତ୍ର । ଅର୍ଥାତ କଲେଜ ପରିସରରେ ଜିନ୍ସ ମନା । ଏପରି ଏକ ନୋଟିସ୍ ଜାରି କରି ଏବେ ଅଡ଼ୁଆରେ ପଡ଼ିଛନ୍ତିି ଏକ କଲେଜ୍ କର୍ତ୍ତୃପକ୍ଷ । ମହାରାଷ୍ଟ୍ରର ଚେମ଼୍ବୁରରେ ଥିବା...