ଏମିତି ଭାବେ ମୁଖ୍ୟମନ୍ତ୍ରୀ ଯୋଗି ଆଦିତନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣଇଲେ ମୋଦି
ନୂଆଦିଲ୍ଲୀ,୫।୬: ଶୁକ୍ରବାର (ଜୁନ ୫) ଦିନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜନ୍ମଦିନ ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନେକ ନେତା ଏବଂ ମନ୍ତ୍ରୀ ସେମାନଙ୍କର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଥିଲେ। ଭାଜପା…
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମେ ଯୋଗୀଙ୍କୁ ଭେଟିଲେ ଶୁଭେନ୍ଦୁ, ମିଳିଲା ଏମିତି ଉପହାର…
କୋଲକାତା,୯।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ, ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ, ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ବଙ୍ଗଳାରେ ସରକାର ଗଠନ କରିଛି। ଶପଥ ଗ୍ରହଣ ସମାରୋହ ସମୟରେ…
ମୁଁ କେବଳ ଜଣେ ଯୋଗୀ…BJPରେ ରାଜନୈତିକ ଭବିଷ୍ୟତ ପ୍ରଶ୍ନରେ ଏଭଳି ଉତ୍ତର ରଖିଲେ UPର ମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ,୯।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଜପାରେ ତାଙ୍କର ରାଜନୈତିକ ଭବିଷ୍ୟତ ବିଷୟରେ ଖୋଲାଖୋଲି ବୟାନ ଦେଇଛନ୍ତି। ରାଜନୀତିରେ ତାଙ୍କର ଭୂମିକା ଜନସେବା ପାଇଁ ସମର୍ପିତ ଯୋଗୀଙ୍କ ଭଳି ବୋଲି ସେ କହିଛନ୍ତି। ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ…
ଝିଅମାନଙ୍କୁ ମାଗଣା ସ୍କୁଟି ଦେବେ ସରକାର; କିଏ ଏବଂ କିଭଳି ଉଠାଇପାରିବେ ଏହାର ଲାଭ, ଜାଣନ୍ତୁ…
ଲକ୍ଷ୍ନୌ,୨୨।୨: କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାମାନଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ପରିଚାଳିତ ହେଉଛି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଉତ୍ତର ପ୍ରଦେଶରେ ମହିଳାଙ୍କ ସଂଖ୍ୟା ଅଧିକ। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତର ପ୍ରଦେଶ…
ଉତ୍ତରପ୍ରଦେଶର ୭୬ତମ ଜିଲାର ହେବ ନିଜସ୍ବ FM ଚ୍ୟାନେଲ, ଲଞ୍ଚ୍ କଲେ ମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ,୧୦ା୧: ପ୍ରୟାଗରାଜ ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ସର୍କିଟ ହାଉସରେ ମହାକୁମ୍ଭ ଅବସରରେ ପ୍ରସାର ଭାରତୀର ଏଫ୍ଏମ୍ ଚ୍ୟାନେଲ କୁମ୍ଭବାଣୀର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ଏଫଏମ ଚ୍ୟାନେଲର ସଫଳତା କାମନା କରିଥିଲେ। ସେ କହିଛନ୍ତି,…
‘ଯାହା ଘର ଉପରେ ବୁଲଡୋଜର ଚଢ଼ାଉଛ, ତାକୁ ୨୫ ଲକ୍ଷ ଦିଅ…’ଯୋଗୀ ସରକାରଙ୍କୁ ଭତ୍ସନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ/ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଲଡୋଜର ଜରିଆରେ ଯାହାଙ୍କ ଘର ଭଙ୍ଗାଯାଇଛି, ତାଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି କୋର୍ଟ ଆଦେଶ ଦେଇଛନ୍ତି। ଏହି ମାମଲାରେ ମୁଖ୍ୟ ବିଚାରପତି କହିଛନ୍ତି ଯେ…
ଏନ୍କାଉଣ୍ଟର ପରେ ଏଡିଜି ଅମିତାଭ ୟଶଙ୍କର ପ୍ରଥମ ପ୍ରତିକ୍ରିୟା, କହିଲେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଏହି ନିର୍ଦ୍ଦେଶ
ନୂଏ,୧୭ା୧୦: ବାହରାଇଚରେ ହୋଇଥିବା ହିଂସା ସମୟରେ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ଅଭିଯୋଗ ଘଟଣା ଗୁରୁବାର ସାମ୍ନାକୁ ଆସିଛି। ହିଂସା ଅଭିଯୋଗରେ ଉତ୍ତରପ୍ରଦେଶ ପୋଲିସ ଏବଂ ଏସ୍ଟିଏଫ୍ ଦୁଇଜଣ ଅଭିଯୁକ୍ତଙ୍କୁ ସାମ୍ନା କରିଛନ୍ତି। ଅଭିଯୁକ୍ତ ସରଫରାଜ ଏବଂ ତାଲିବଙ୍କୁ ସାମ୍ନା କରାଯାଇଛି।…
ବିଧାନସଭାରେ ପାସ୍ ହେଲା ଲଭ୍-ଜିହାଦ୍ ବିଲ୍, ଦୋଷୀଙ୍କୁ ମିଳିବ ଆଜୀବନ ଜେଲ୍ ଦଣ୍ଡ
ଲକ୍ଷ୍ନୌ, ୩୦।୦୭: ଉତ୍ତର ପ୍ରଦେଶ ବିଧାନସଭାରେ ମଙ୍ଗଳବାର ଲଭ୍-ଜିହାଦ ସଂଶୋଧନ ବଧେୟକ ୨୦୨୪ ବିଲ୍ ପାସ୍ ହୋଇଛି । ଏଥିରେ ପୂର୍ବରୁ ରହିଥିବା ଦଣ୍ଡକୁ ଦୁଇଗୁଣ କରିଦିଆଯାଇଛି । ଏଥିସହିତ ନୂଆ ଅପରାଧ ମଧ୍ୟ ସାମିଲ୍ କରାଯାଇଛି । ଯେଉଁଥିରେ ଆଜୀବନ…
ୟୁପି କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି, ଖାଲି ମୁଖ୍ୟମନ୍ତ୍ରୀ କି ଉପମୁଖ୍ୟମନ୍ତ୍ରୀ ନୁହନ୍ତି, ସହକର୍ମୀ ବି ଉଠାଇଲେଣି ସ୍ବର
ନୂଆଦିଲ୍ଲୀ,୨୭ା୭: ଉତ୍ତରପ୍ରଦେଶର ରାଜନୈତିକ ସଙ୍କଟ ବର୍ତ୍ତମାନ ରାଜ୍ୟ ସୀମା ଅତିକ୍ରମ କରି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକଙ୍କ ମଧ୍ୟରେ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।…
ରାଜନୈତିକ ହଲ୍ଚଲ୍ ଭିତରେ ଦିଲ୍ଲୀରେ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ, ଭାଜପା ବୈଠକରେ ଦେଖିବାକୁ ମିଳିଲା ଏମିତି କିଛି ଦୃଶ୍ୟ
ନୂଆଦିଲ୍ଲୀ,୨୭ା୭: ଶନିବାର ଦେଶର ରାଜଧାନୀ ଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଭାଜପା ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ବଡ଼ ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି। ଉତ୍ତରପ୍ରଦେଶ ରାଜନୀତି ଉଠୁଥିବା…
ଉତ୍ତରପ୍ରଦେଶରେ ଯୋଗୀ ରହିବେ ମୁଖ୍ୟମନ୍ତ୍ରୀ, ମାତ୍ର ହେବ ଏସବୁ ପରିବର୍ତ୍ତନ
ଲକ୍ଷ୍ନୌ,୧୭ା୭: ଉତ୍ତରପ୍ରଦେଶରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଭାଜପା ନେତାଙ୍କ ମଧ୍ୟରେ ଅନେକ ବୈଠକ ଚାଲିଛି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦିଲ୍ଲୀରେ ପହଞ୍ଚି ସନ୍ଧ୍ୟାରେ ଭାଜପା ସଭାପତି ଜେପି…
ସରକାରଙ୍କ ବଡ଼ ପ୍ଲାନ୍: ବାହାରିବ ୫୦ ହଜାର ଚାକିରି, ୭ ଲକ୍ଷ ଲୋକଙ୍କୁ ରୋଜଗାର
ନୋଏ଼ଡା, ୨୯।୦୬: ଆଗାମୀ ୩ ବର୍ଷ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ୫୦ ହଜାର ନୂଆ ଚାକିରି ଏବଂ ଅପ୍ରତ୍ୟାଶିତ ଭାବେ ୫ରୁ ୭ ଲକ୍ଷ ଲୋକଙ୍କୁ ରୋଜଗାର ଦେବାକୁ ସରକାର ଯୋଜନା କରୁଥିବା ଜଣାପଡ଼ିଛି । ଉତ୍ତର ପ୍ରଦେଶର ଯୋଗୀ ସରକାର…
Archives


