ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର, ବାଣ୍ଟିଲେ ୫୦ ହଜାର ଟାବ୍ଲେଟ୍
ଲକ୍ଷ୍ନୌ,୨୦।୧୧: ଉତ୍ତରପ୍ରଦେଶର ଗୋରଖପୁର ମଣ୍ଡଳର ୫୦ ହଜାର ଛାତ୍ରୀଛାତ୍ରଙ୍କୁ ଟାବ୍ଲେଟ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସ୍ୱାମୀ ବିବେକାନନ୍ଦ ଯୁବ ସଶକ୍ତୀକରଣ ଯୋଜନା ଅଧୀନରେ ଏହି ଟାବ୍ଲେଟ୍ ବଣ୍ଟନ କରାଯାଇଛି । ଏଥିରେ ଗୋରଖପୁର ଜିଲାର ୩୫ ହଜାର ଛାତ୍ରୀଛାତ୍ର…

